swami

ଓଡ଼ିଆ ଫିଲ୍ମ୍ କମେଡିଆନ୍ ସୁମନ ମହାରଣା ସ୍ତ୍ରୀ ଓ ପରିବାର |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ଆଜି ବହୁତ ଉପରକୁ ଯାଉଅଛି , ଚଳଚ୍ଚିତ୍ରରୁ ହିଁ ଆମେ ଅନେକ ପ୍ରକାରର ଗୁଣ ଶିଖିବାକୁ ପାଇଥାଉ , ଅଭିନେତା ଅଭିନେତ୍ରୀ ମାନଙ୍କ ଅଭିନୟ ଆମ ମଣିଷ ଜୀବନରେ ବଡ଼ ପ୍ରଭାବ ପକାଇଥାଏ |

sumann

ଆମେ ନିଶ୍ଚିତ ଅନେକ ଚଳଚିତ୍ର ଦେଖିଥିବେ ଏବଂ ତାହା ଦେଖି ହସ , ଖୁସି , ଦୁଃଖ ମଧ୍ୟ ଅନୁଭବ କରିଥିବେ ତେଵେ ଆଜି ଆମେ ସେହିପରି କେତେକ ଅଭିନେତା ଓ ଅଭିନେତ୍ରୀ ବିଷୟରେ ଅଳ୍ପ କିଛି ଜାଣିଛୁ , ଆପଣ ମାନେ ଓଲିଉଡ ଫିଲ୍ମ ବିଷୟରେ ଜାଣିଥିବେ ଏବଂ ଏହାର କମେଡି ବହୁତ ପସନ୍ଦ କରିଥିଵେ , ଆପଣମାନେ କେବେ କମେଡିୟାନ ମାନଙ୍କ ବିଷୟରେ ଜାଣିଛନ୍ତି କି , ସେହିପରି ଓଡ଼ିଆ ଚଳଚ୍ଚିତ୍ର ର କମେଡିୟାନ ହେଉଛନ୍ତି ସୁମନ ମହାରଣା |

ତେବେ ଆଜି ଆମେ ଜାଣିବା ସୁମନ ମହାରଣା ଙ୍କ ପରିବାର ତାଙ୍କର ସଂପତ୍ତି ବିଷୟରେ , ସୁମନଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ ତେବେ ତାଙ୍କ ସ୍ତ୍ରୀଙ୍କ ଉଚ୍ଚତା କେତେ ଓ ସେ ଦେଖିବାକୁ କିପରି ଆପଣ ସେ ବିଷୟରେ ଜାଣେଇଵାକୁ ଚେଷ୍ଟା କରିବା , ଓଡ଼ିଆ ଚଳଚ୍ଚିତ୍ର ର କମେଡିୟାନ ଅଭିନେତା , ସେ ମୁଖ୍ୟତଃ ହାସ୍ୟ ଅଭିନେତା ଭାବେ ପରିଚିତ , ସେ ୨୦୦୨ ରେ “କଣ୍ଡେଇ ଆଖିର ଲୁହ “ର ଏକ ଶିଶୁ କଳା ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ |

suman

ଏହି ଚଳଚ୍ଚିତ୍ରରେ ତାଙ୍କୁ ସଫଳତାର ପ୍ରଥମ ପାହାଚ ଚଢିବା ପାଇଁ ପ୍ରେରଣା ମିଳିଥିଲା , ତାଙ୍କର ପ୍ରାରମ୍ଭିକ ଜୀବନରୁ ଆରମ୍ଭ କରିବେ ତେବେ ଜାଣିରଖନ୍ତୁ ସେ ଜଣେ ଗରିବ ପରିବାରରୁ ଆସିଥିଲେ , ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳ ରେ ବଡ଼ ହୋଇଛନ୍ତି, ସୁମନଙ୍କ ଉଚ୍ଚତା ୩ ଫୁଟ ୪ ଇଞ୍ଚ , ହୋଇଥିବାରୁ ସେ ଅଧିକାଂଶ ଚଳଚିତ୍ରରେ ବାମନ ଭାବେ କାମ କରିଛନ୍ତି , ସେ ୨୦୦୮ ରେ ତେଜସ୍ଵୀନି ସିରିଏଲ ରେ ମଧ୍ୟ କାମ କରିସାରିଛନ୍ତି |

ସେ କମେଡିୟାନ ଭାବେ ଶ୍ରେଷ୍ଠ ଆଵାଡ ମଧ୍ୟ ପାଇଛନ୍ତି , ସୁମନ ପରିବାର କହିଲେ ତାଙ୍କ ବାପା ମାଁ ଏବଂ ସ୍ତ୍ରୀ ଓ ତାଙ୍କର ମଧ୍ୟ ଏକ ଭଉଣୀ ମଧ୍ୟ ଅଛି । ତେବେ ଏହା ଥିଲା ସୂମନଙ୍କ ପରିବାର । ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । like କରିବାକୁ ଜମାରୁବି ଭୁଲିବେନି |

Leave a Reply

Your email address will not be published. Required fields are marked *