ghusuri

ଶୁଭ ଅଶୁଭ’ ନିର୍ଣ୍ଣୟ ଘୁଷୁରୀ କୁ କେତେ ବେଳେ ଦେଖିଲେ କଣ ସବୁ ସଂକେତ ମିଳେ ! ଶକୁନ ବିଚାର ! ଅଶୁଭ ସଙ୍କେତ !

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ଜୀବନ ଘାତ ପ୍ରତିଘାତ ମଧ୍ୟରେ ଦେଇ ଗତି କରିଥାଏ , ଏଥିମଧ୍ୟରୁ ଆମେ ଆମ ଜୀବନରେ ଆମ ଭବିଷ୍ୟତ ବିଷୟରେ ଶୁଭ ଅସୁଭ ସଂକେତ ଆମେ ବିଭିନ୍ନ ଘଟଣାରୁ ପାଇଥାଉ l

gggg

ଏଥିମଧ୍ୟରୁ ଏହି ଘଟଣା ଶୁଭ ଅସୁଭ ନିର୍ଦିଷ୍ଟ ସଂକେତ ଦେଇଥାଏ , କେତେକ ଗୃହପାଳିତ ପଶୁ ଯଥା ଗାଇ,ଛେଳି , କୁକୁର , କେତେକ ବନ୍ଯ ଜନ୍ତୁ ଯଥା ବାଘ , ସିଂହ , ହରିଣ ଵରାହା ଏମାନଙ୍କ ପାଖରୁ କିଛି ପ୍ରାକ ସୂଚନା ମିଳିଥାଏ , ସେହି ପ୍ରାକ ସଂକେତ ରୁ ଆମେ ଆମ ଜୀବନରେ ଶୁଭ ଅସୁଭ ସଂକେତ ଜାଣିଥାଉ , ଆଜି ଜାଣିବା ବରାହ ବା ଘୁଷୁରୀ ଵିଷୟରେ , ଯଦି ଆପଣ କିଛି କାମରେ ଯାଉଛନ୍ତି ତେବେ ଘୁଷୁରୀ ଦର୍ଶନ ପାଇଗଲେ ତେବେ ତାହା ଅସୁଭ ଵୋଲି କୁହାଯାଏ l

ଯଦି ଵାରାହା ଆପଣଙ୍କୁ ଗୋଡେଇ ଆସେ ତେବେ ଆପଣ ଜାଣିବେ ସେ ଦିନଟି ଶୁଭ ହେବ ବୋଲି କୁହାଯାଇଛି , ଵାରାହା ବା ସୁକରର ଅନେକ ଭଲ ଗୁଣ ଅଛି ତେବେ ପୁରାଣ ଶାସ୍ତ୍ରର ଵରାହକୁ ଉଚ୍ଚ ସ୍ଥାନ ଦିଆଯାଇଛି , ବିଷ୍ଣୁଙ୍କ ଗୋଟିଏ ଅବତାର ହେଉଛି ବରାହ ଅବତାର l

ghusirii

ଏହି ରୂପେ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇଛି , ମୁସଲମାନ ମାନେ ଘୁଷୁରୀକୁ ଘୃଣା ନଜରରେ ଦେଖିଥାନ୍ତି , ଵରାହର ଅନେକ ଭଲ ଗୁଣ ଅଛି ଭାରତ ଶାସ୍ତ୍ର ରେ ଅନେକ ଭଲ ଗୁଣ ରହିଛି , ଓ ଅଶୁଭ ମଧ୍ୟ ହୋଇଥାଏ , ଏହାର ଦର୍ଶନ ମାତ୍ରେ ଶୁଭ ଅଶୁଭ ସଂକେତ ମିଳିଥାଏ , ଆଉ କେତେକ ଜାଗାରେ ଘୁଷୁରୀକୁ ମାରି ଖାଇଥାନ୍ତି , ଯେହେତୁ ଏହା ଭଗବାନ ବିଷ୍ଣୁଙ୍କର ଅବତାର ହେତୁ ଏହାକୁ ଆହାର କରିଵା ଏକ ବଡ଼ ପାପ ମାନା ଯାଏ , କେତେକ ବିଦେଶୀ ଲୋକେ ଏହାକୁ ମାର୍କେଟରେ କାଟି ବିକ୍ରି କରିଥାନ୍ତି l

ଆଜି କାଲିର ଏହି ଦୁନିଆରେ ସବୁକିଛି ପରିବର୍ତ୍ତନ ହେଉଛି ସେଥିପାଇଁ ଏଇ ମହାମାରୀର ସାମ୍ମାନ କରୁଛନ୍ତି , ଏବେ ଧୀରେ ଧୀରେ ସଂପୂର୍ଣ୍ଣ ସୃଷ୍ଟିର ନାଶ ହେବ ବୋଲି ମାଳିକାରେ କୁହାଯାଉଛି , ତେବେ ଏତିକି କହି ବିଦାୟ ନେଉଛୁ , ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *