eye

ତୁମ ଆଖିର ଆକୃତି କହିବ ଆପଣଙ୍କ ବିଷୟ ରେ କିଛି ଗୁପ୍ତ କଥା |

Uncategorized

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଆଜି ଜାଣିବେ ଆପଣଙ୍କ ଆଖି କହିଵ ଆପଣଙ୍କ ଗୁପ୍ତ ଚରିତ୍ର ବିଷୟରେ , ଆଜି କାଲି ଆଖି କିମ୍ବା ଚେହେରା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପାଧି ର ମୁଖ୍ୟ ଭୂମିକା ହାସଲ କରିଛି | ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଆପଣଙ୍କ ଆଖିର ଆକୃତି ଆପଣଙ୍କ ଵିଷୟରେ ବହୁତ କିଛି କହିବ |

eyee

ଅନେକ କିଛି ଆପଣଙ୍କ ବିଷୟରେ ଜାଣିପାରିଵେ , ଯଦି ଆପଣଙ୍କ ଆଖି ଚିତ୍ର ରେ ଦେଖାଯାଉଥିବା ଆଖିରୁ ୧ ନମ୍ବର ହୋଇଥିବ ତେବେ ଆପଣ ସହନଶୀଳ ବ୍ୟକ୍ତି ହୋଇଥିବ | ଆପଣ ଜିଦିଆ ପ୍ରକୃତିର ଲୋକ ଆପଣ ଯେକୌଣସି ସମସ୍ୟା ର ସମାଧାନ ତୁରନ୍ତ କରିପାରିବେ , ଆପଣ ଯେକୌଣସି ବ୍ୟକ୍ତିଙ୍କୁ ଵିଶ୍ଵସ କରିଥାନ୍ତି | ଯଦି ଆପଣଙ୍କ ଆଖି ଚିତ୍ର ରେ ଦେଖାଯାଉଥିବା ଆଖିରୁ ୨ ନମ୍ବର ହୋଇଥିବ ତେବେ ଜୀବନରେ ଆପଣ ଯାହା କିଛି କରିବେ ଭଲରେକରିଵେ |

କିଛି ବି ଅସଂପୃଣ୍ଣ ଛାଡନ୍ତି ନାହିଁ ସବୁ ସମାଧାନ କରି ସାରନ୍ତି ଆପଣଙ୍କ ମୁଖ୍ୟ ଵିଶ୍ଵସ ହେଲା ଆଗକୁ ବଢ଼ିବା | ପଛକୁ ଚାହିଁଵା ନାହିଁ , ଯଦି ଆପଣଙ୍କ ଆଖି ଚିତ୍ର ରେ ଦେଖାଯାଉଥିବା ଆଖିରୁ ୩ ନମ୍ବର ହୋଇଥିବ ତେବେ ଆପଣ ଜଣେ ଦୟାଳୁ ପ୍ରକୃତିର ଲୋକ | ଆପଣ ଲୋକଙ୍କ ସହ ଜଲ୍ଲଦି ମିଶିଯାଇଥାନ୍ତି , କାହାର ସମସ୍ୟା ଦେଖିବା ମାତ୍ରେ ଆପଣ ସମାଧାନ କରନ୍ତି |

eyeeeee

ଯଦି ଆପଣଙ୍କ ଆଖି ଚିତ୍ର ରେ ଦେଖାଯାଉଥିବା ଆଖିରୁ ୪ର୍ଥ ନମ୍ବର ହୋଇଥିବ ତେବେ ଆପଣ ଜଣେ ମହାନ ବ୍ୟକ୍ତିବିଶେଷ | ଆପଣ ଜଣେ ଭଲ ବ୍ୟକ୍ତି ବୋଲି ଆପଣ ଆଗରୁ ଜାଣନ୍ତି | ଆପଣଙ୍କ ଲକ୍ଷ୍ୟକୁ ଦେଖିଲେ ସବୁ କଷ୍ଟକୁ ଏଡାଇ କରି ଯାଆନ୍ତି | ଯଦି ଆପଣଙ୍କ ଆଖି ଚିତ୍ର ରେ ଦେଖାଯାଉଥିବା ଆଖିରୁ ୫ ନମ୍ବର ହୋଇଥିବ ତେବେ ଆପଣ ଜଣେ ଦାୟିତ୍ଵ ଵାନ ସମ୍ରାଟ ବ୍ୟକ୍ତି ଅଟନ୍ତି |

ଆପଣ ମଧ୍ୟ ନ୍ୟାୟ ର ଏକ ତୀବ୍ର ଭାବନା , ଆପଣ ଯେକୌଣସି ବ୍ୟକ୍ତିଙ୍କୁ ଵିଶ୍ଵସ କରିଥାନ୍ତି | ଧନ୍ୟବାଦ୍ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *