hastarekha

ହସ୍ତରେଖା ଜୋତିଷ ଅନୁସାରେ ବାହାଘର ପରେ ଖୋଲିଥାଏ ଏପରି ଲୋକଙ୍କ ଭାଗ୍ୟ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଚାରିଗୋଟି ରାଶି ଉପରେ ଖୁସି ହେଲେ ଭଗବାନ ହନୁମାନ |  ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ ହେବ ଧନର ବର୍ଷା ହୋଯିଵେ ମାଲାମାଲ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷେତ୍ରର ପରିବର୍ତ୍ତନ ର ସ୍ଥିତି ବ୍ୟକ୍ତିର ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ , ଗ୍ରହ ନକ୍ଷେତ୍ରର ପରିବର୍ତ୍ତନର ସଠିକ ପରିବର୍ତ୍ତନର ବ୍ୟକ୍ତି ର ଜୀବନରେ ଉନ୍ନତି ଆଣିଥାଏ |

handd

କିନ୍ତୁ ଖରାପ ଗ୍ରହ ସ୍ଥିତି ଜଣେ ବ୍ୟକ୍ତି ର ଖରାପ ଅବସ୍ଥା ମଧ୍ୟ ଆଣିଥାଏ | ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ | ଯାହା ସମସ୍ତଙ୍କୁ ସାମ୍ନା କରିବାକୁ ପଡ଼ିବ | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷେତ୍ର ର ଶୁଭ ପ୍ରଲଭ ଅନୁସାରେ କେତେକ ରାଶିର ଚିହ୍ନଟ ଲୋକଙ୍କ ଉପରେ ଭଗବାନ ହନୁମାନଙ୍କର କୂପା ହେବ | ଏହି ଚିହ୍ନଟ ରାଶିର ଲୋକମାନେ ଭାଗ୍ୟ ର ପୂର୍ଣ୍ଣ ସମର୍ଥନ ପାଇଵେ | ତେବେ ଆସନ୍ତୁ ଜାଣିବା କେଉଁ ରାଶି ଉପରେ ଦୟା ରୂପ ନେଲେ ଭଗବାନ ହନୁମାନ |

ପ୍ରଥମ ରାଶି ହେଉଛି ମେଷ ରାଶି | ମେଷ ରାଶିର ଲୋକମାନଙ୍କର ସକରାତ୍ମକ ମନୋଭାବ ଭାବ ସହିତ ଆପଣ ପ୍ରତ୍ୟେକ କ୍ଷେତ୍ରରେ ଭଲ କରିଵେ | ଆପଣଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ହେବାର ସମ୍ଭାବନା ରହିଛି | ପରିବାରିକ ପରିବେଶ ଖୁସି ରହିବ | ସବୁ କାମ ସଫଳ ହେବ | ଜୀବନ ସାଥିର ପରାମର୍ଶ ଆପଣଙ୍କ ପାଇଁ ଲାଭଦେଇପାରେ | ଵିଵାହିତା ଲୋକଙ୍କ ଜୀବନ ଭଲ ଵିତିବ | ୨ୟ ରାଶି କର୍କଟ ରାଶି , କର୍କଟ ରାଶିର ଲୋକମାନଙ୍କ ଉପରେ ପବନ ପୁତ୍ର ହନୁମାନଙ୍କର ବିଶେଷ ଆଶୀର୍ବାଦ ରହିଛି |

mes

ଆପଣଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ହେବାର ସମ୍ଭାବନା ରହିଛି | କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ | ଆପଣଙ୍କ ଖର୍ଛ ରେ ନିୟନ୍ତ୍ରଣ ରହିଵ | ଜୀବନ ସାଥି ଆପଣଙ୍କୁ ସମର୍ଥନ କରିବା | ୩ୟ ରାଶି ତୁଳା ରାଶି |, ତୁଳା ରାଶିର ଲୋକମାନେ ବିପଦ ପୃର୍ଣ୍ଣ କାମ ନେଇ ପାରନ୍ତି , ଆପଣଙ୍କୁ ପରିବାରର ଆବଶ୍ୟକତା ଉପରେ ଧ୍ୟାନ ଦେବା ଉଚିତ , ଆପଣଙ୍କର ଯାତ୍ରା ସଫଳ ହେବ , ବିବାହିତା ଜୀବନ ଭଲ ହେବାକୁ ଯାଉଛି , ୪ର୍ଥ ରାଶି ମୀନ ରାଶି ମୀନ ରାଶିର ଲୋକମାନେ ସାଙ୍ଗକୁ ନେଇ କିଛି ଯୋଯନା କରିପାରନ୍ତି |

ଆପଣଙ୍କ ଆର୍ଥିକ ସ୍ଥିତି ବୃଦ୍ଧି ହେବାର ସମ୍ଭାବନା ରହିଛି , କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ , ଆପଣଙ୍କ ଖର୍ଛ ରେ ନିୟନ୍ତ୍ରଣ ରହିଵ ,ପରିବାରିକ ପରିବେଶ ଖୁସି ରହିବ,  ନମସ୍କାର | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *