bilamba

ବିଳମ୍ବ ରେ ରାତ୍ରି ଭଜନ କରଛନ୍ତି କି ! ହୋଇଯାନ୍ତୁ ସାବଧାନ ହୋଇ ପାରେ ଏହି ରୋଗ !

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ ଯଦି ଆପଣ ବିଳମ୍ବରେ ରାତ୍ରି ଭୋଜନ କରୁଥିଲେ ହୋଇପାରେ ଏହି ସବୁ ରୋଗରେ ଆକ୍ରାନ୍ତ । ବିଳମ୍ବରେ ରାତ୍ରି ଭୋଜନ କଲେ ଆପଣଙ୍କ ଜୀବନରେ ହୋଇ ପାରେ ବିଭିନ୍ନ ପ୍ରକାରର ସମସ୍ୟା ।

ବିଳମ୍ବିତ ରାତ୍ରୀ ଭୋଜନ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏହା ଦ୍ବାରା ଶରୀରରେ ଅନେକ ଉପକାରୀ ରସ କ୍ଷରଣ ପ୍ରଭାବିତ ହୋଇଥାଏ ଯାହା ଦ୍ଵାରା ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଥାଉ । ସେଗୁଡିକ ହେଲା ରକ୍ତ ଚାପ ବଢ଼ି ମତିଷ୍କ ଉପରେ ପ୍ରଭାବ ପକାଇଥାଏ |

ହୃଦଘାତ ଆଶଙ୍କା ବଢ଼ି ରାତ୍ରି ଯାପନ ର ୨ଘଣ୍ଟା ମଧ୍ୟରେ ଶୋଇ ପଡୁଥିବା ବ୍ୟକ୍ତି କ୍ଷେତ୍ରରେ ଏହି ଆଶଙ୍କା ୨୫ ପ୍ରତିଶତ ଅଧିକ ହୋଇଥାଏ । ତୁର୍କି ବିଶ୍ଵବିଦ୍ୟାଳୟ ର ହୃଦଘାତ ବିଶେଷଜ୍ଞ ୭୦୦ ପୁରୁଷ ଓ ମହିଳଙ୍କ ଉପରେ ଅଧ୍ୟୟନ କରି ଏହି ସିନ୍ଧାନ୍ତରେ ଉପନିତ ହୋଇଛନ୍ତି ଯେ |

ସେମାନଙ୍କ ମତରେ ସନ୍ଧ୍ୟା ୭ଟା ରାତ୍ରି ଭୋଜନ କରିବା ପାଇଁ ଉପଯୁକ୍ତ ସମୟ ଅଟେ । ଖାଦ୍ୟ ଖାଇବା ୨ଘଣ୍ଟା ପରେ ଶୋଇବା ଉଚିତ ଏହା ଦ୍ବାରା ଚାପ ବୃଦ୍ଧି କାରି ହରମୋନ ସନ୍ତୁଳିତ ରହିଥାଏ ଓ ମେଦ ଜମେ ନାହିଁ , ସ୍ବାସ୍ଥ୍ୟ ଠିକ ରହେ, ଶରୀରରେ ଅଶୁସ୍ଥତା ଅନୁଭବ ହୁଏ ନାହିଁ ।

food

ସେହିପରି ନିୟମିତ ପ୍ରାତ ଭୋଜନକୁ ଗୁରୁତ୍ବ ଦେଲେ ରକ୍ତଚାପ ସମସ୍ୟା କମିଯାଏ । କାରଣ ପ୍ରାତ ଭୋଜନ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ , ଯାହା ଫଳରେ କୋୖଣସି ସମସ୍ୟା ହୁଏନାହିଁ ।ଯଦି ଆପଣ ବିଳମ୍ବରେ ରାତ୍ରି ଭୋଜନ କରୁଛନ୍ତି ଆପଣଙ୍କ ସ୍ବାସ୍ଥ୍ୟ ଅନେକ ପରିବର୍ତନ ହୁଏ ଯେପରି ରକ୍ତ ଚାପ , ମସ୍ତିଷ୍କ ଓ ହୃଦଘାତ ସମସ୍ୟା ଆସିଥାଏ । ସେଥିପାଇଁ ରାତ୍ରି ରେ ରାତ୍ରି ଭୋଜନ ବିଳମ୍ବରେ କରିଲେ ଏହି ସବୁ ସମସ୍ୟା ଦେଖାଯାଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *