jhia

ଏହି ଝିଅଙ୍କ ଉପରେ ଆଖି ବନ୍ଦ କରି କରନ୍ତୁ ଭରସା, ପ୍ରେମରେ କେବେବି ମିଳିବନି ଧୋକା |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରେମରେ କେବେ ଧୋକା ଦିଅନ୍ତି ନାହିଁ ଏହି ଦୁଇଟି ନାମରେ ଝିଅ ମାନେ , ଭଲ ପାଇବା ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ , ଭଲ ପାଇବା କେବଳ ସ୍ତ୍ରୀ ଓ ସ୍ଵାମୀ ମଧ୍ୟରେ ହୋଇନଥାଏ , ମାଁ ଛୁଆ ଓ ସବୁ ସଂପର୍କରେ ହୋଇଥାଏ | ବିନା ଭଲ ପାଇବା ଜୀଵନ ଅଧା ଲାଗିଥାଏ ଏହି କାରଣରୁ ପ୍ରତ୍ୟେକ ବ୍ୟକ୍ତି ପ୍ରେମ ଖୁଜିଵାରେ ଲାଗିଥାନ୍ତି | ଭଲ ପାଇବା ଅନେକ ପ୍ରକାର ହୋଇଥାଏ | ମାଁ ବାପା ଭଲ ପାଇବା , ଭାଇ ଭଉଣୀ ଭଲ ପାଇବା , ପ୍ରେମିକ ପ୍ରେମିକାର ଭଲ ପାଇବା ଜୀଵନ ସାଥିର ଭଲ ପାଇବା |

girl1

ଯଦି ଜୀଵନ କଠିନ ରାସ୍ତା ରେ ଚାଲିବା ପାଇଁ କୋୖଣସି ଜୀବନ ସାଥୀ ହୋଇଥାଏ ତେବେ କଠିନ ରାସ୍ତା ମଧ୍ୟ ସହଜ ହୋଇଥାଏ , ତେବେ ଆଜି ଜାଣିବା ଏହି ଅଙ୍କ ବିଜ୍ଞାନ ଵିଷୟରେ | ଅଙ୍କ ବିଜ୍ଞାନ ଓ ଜ୍ୟୋତିଷ ଵିଜ୍ଞାନ ସବୁ ଗୋଟିଏ ଡାଳର ଯାହାଦ୍ଵାରା ଅଙ୍କ ଏବଂ ନାମର ପ୍ରଥମ ଅକ୍ଷର ଦ୍ଵାରା ବ୍ୟକ୍ତିର ବିଶେଷତ୍ଵ ଜାଣିହୁଏ | ଆଜି ମୁଁ ଆପଣଙ୍କୁ ସେହି ଅକ୍ଷର ବିଷୟରେ କହିବାକୁ ଯାଉଛି | ଯିଏ ନିଜର ସ୍ତ୍ରୀକୁ ଖୁବ ଭଲ ପାଇବା ଦେଇଥାନ୍ତି |

ତେବେ ଚାଲନ୍ତୁ ଜାଣିଵା ତାଙ୍କ ନାଁ ‘ଅ ‘ ଅକ୍ଷରରୁ ଆରମ୍ଭ ହୋଇଥାଏ |  ଏହି ଅକ୍ଷରରେ ଝିଅ ଛୋଟ ବେଳୁ ବହୁତ ପରିଶ୍ରମି ହୋଇଥାନ୍ତି , ସବୁ କାରଣରୁ ସେମାନେ ପାଠରେ ମଧ୍ୟ ଭଲ ହୋଇଥାନ୍ତି , ଏହି ଅକ୍ଷରର ଝିଅ ସେମାନେ ବହୁତ ଶାନ୍ତ ଓ ଦୟାଳୁ ସୋଭାଵରେ ହୋଇଥାନ୍ତି , ଏଭଳି ଝିଅ କାହା ପଛରେ କିମ୍ବା ଆଗରେ କିଛି କଥା କୁହନ୍ତି ନାହି |

girll

ଏହି ଅକ୍ଷରର ଝିଅ ନିଜ ପ୍ରେମକୁ ବହୁତ ଭଲ ପାଇଥାନ୍ତି, ତାଙ୍କ ପ୍ରେମ ନିଜ ପ୍ରେମି ପାଇଁ ନିଶ୍ବର୍ଥ ହୋଇଥାଏ , ସେହି ଝିଅକୁ ସବୁ ପ୍ରକାରର ସୁଖ ଏବଂ ଶାନ୍ତି ମିଳିଥାଏ , ଏହା ଛଡ଼ା ସୁଖୀ ପରିବାର ମଧ୍ୟ ପ୍ରାପ୍ତି ହୋଇଥାଏ , ଯେଉଁ ଝିଅଙ୍କର ନାମ ର ଅକ୍ଷରରୁ ଆରମ୍ଭ ହୋଇଥାଏ ଏହି ନାମ ଝିଅ ପାଠରେ ଅନେକ ଭଲ ହୋଇଥାନ୍ତି | କିନ୍ତୁ ତାଙ୍କ କେରିୟର ଏତେ ଭଲ ହୋଇନଥାଏ | ସେମାନେ ତାଙ୍କ ଜୀବନ ରେ ବହୁତ ଆଗକୁ ଯାଇଥାନ୍ତି |

ଏହି ନାମ ଝିଅ ବହୁତ ରୋମାନଟିକ ହୋଇଥାନ୍ତି , ତାଙ୍କ ସ୍ଵଭାବ ସମସ୍ତଙ୍କ ସହ ମିଶିବା ପରି ହୋଇଥାଏ , ଏହି ନାମର ଝିଅ ଧାର୍ମିକ କାମରେ ଲିପ୍ତ ହୋଇଥାନ୍ତି , ଏହା ଦ୍ବାରା ତାଙ୍କ ଭଲ ପାଇବା ଦେଖାଯାଏ , ଏଇ ନାମ ଝିଅ ସମାଜ ଲୋକଙ୍କ ସହ ଭଲ ସମ୍ଵନ୍ଧ ସ୍ଥାପନ କରନ୍ତି | ତେବେ ଜାଣିଲେ ଏହି ଦୁଇଟି ନାମରେ ଝିଅ ମାନେ | ଧନ୍ୟବାଦ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *