sani

ଶନି ଦୋଷରୁ ମୁକ୍ତି ପାଇବାକୁ ଅଶ୍ୱଥ ବୃକ୍ଷ ମୂଳେ ଦୀପ ଜାଳି କରାଯାଏ ପୂଜା !

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ ଶନି ଦୋଷରୁ ମୁକ୍ତି ପାଇବାକୁ ହେଲେ ଆଶ୍ବସ୍ତ ଗଛ ମୂଳରେ କଣ କରିବାକୁ ପଡ଼ିଥାଏ । ଅଶ୍ଵସ୍ଥ ଗଛ ମୂଳରେ ଦୀପ ଜାଳି କରାଯାଏ ପୂଜା । ହିନ୍ଦୁ ଧର୍ମ ରେ ପ୍ରତ୍ୟେକ ଦୀନ ଭିନ୍ନ ଭିନ୍ନ ମହତ୍ଵ ରହିଛି । ଶନିବାର ଦିନ ଶନିଦେବଙ୍କୁ ପୂଜା ଅର୍ଚ୍ଚନା କରାଯାଏ ।

sanii

ଶନି ଦୋଷରୁ ରକ୍ଷା ପାଇବା ପାଇଁ ଲୋକ ମାନେ ଅଶ୍ଵସ୍ଥ ଗଛ ମୂଳରେ ସୋରିଷ ତେଲ ଦୀପ ଜାଳି ପୂଜା କରିଥାନ୍ତି । ପୌରାଣିକ କଥା ଅନୁସାରେ ଏହା ଦ୍ବାରା ମହାଦଶା, ଶନି ଦଶା ଏହାର ପ୍ରଭାବ କମ ହୋଇଥାଏ । ଏହା ପଛରେ କ’ଣ ପୌରାଣିକ କଥା ଅଛି ଆସନ୍ତୁ ଜାଣିବା ‌ ପୌରାଣିକ କଥା ଅନୁସାରେ ତ୍ରେତୟା ଯୁଗରେ ଥରେ ଭୟାବହ ଦୁଃବିଖ୍ୟ ପଡ଼ିଥିଲା କୌଶିକ ଋଷି ଧଧ୍ୟ ଏହି ପିଡାରୁ ବତ୍ତିପାରିନଥିଲେ | ସେ ପତ୍ନୀ ପିଲାଙ୍କୁ ଧରି ସୁରକ୍ଷିତ ସ୍ଥାନ ଖୋଜିଲେ । ରାସ୍ତାରେ ଭରଣ ପୋଷଣ କଷ୍ଟ ହୋଇପଡିଥିଲା | ଗୋଟିଏ ପୁତ୍ର କୁ ସେ ଅଧା ବାଟରେ ଛାଡି ଦେଲେ ସେ ବହୁତ ଦୁଃଖିତ ହେଲା

ବାଳକକୁ ଗୋଟିଏ ସ୍ଥାନରେ ଅସ୍ବସ୍ଥ ବୃକ୍ଷ | ପୋଖରୀ ନଜର ଆସିଲା ଭୋକରେ ବ୍ୟାକୁଳ ହୋଇ ଅସ୍ବସ୍ଥ ପତ୍ର ଖାଇଲା ଓ ପୋଖରୀ ପାଣି ପିଇ ସେଠାରେ ଜୀବନ ବିତାଇଲା ଓ ଦିନେ ନାରଦଙ୍କ ନଜର ବାଳକ ଉପରେ ପଡ଼ିଲା ।ବାଳକର ସାହାସ କୁ ଦେଖି ଭଗବାନ ବିଷ୍ଣୁ ଙ୍କର ପୂଜା କରିବାକୁ କହିଲେ । ନାରଦଙ୍କ କଥା ଶୁଣି ନିୟମିତ ଭଗବାନ ବିଷ୍ଣୁ ଙ୍କର ପୂଜା କରି ତାଙ୍କୁ ପ୍ରସଷ୍ଣ କରୁଥିଲା | ତାଙ୍କଠାରୁ ଯୋଗ, ଗ୍ୟାନ, ଶିକ୍ଷା ମହର୍ଷି ହୋଇଗଲେ । ନାରଦ ତାଙ୍କ ନାଁ ପିପଲ୍ଲାଦ ରଖିଲେ ।

ଦିନେ ପଲ୍ଲାଦ ନାରଦଙ୍କୁ ତାଙ୍କ ବାଲ୍ୟକାଳ ବିଷୟରେ ପଚାରିଲେ , ନାରଦ କହିଲେ ତାଙ୍କର ଏହି ଦୁଃଖ ର କାରଣ ଶନି ଙ୍କ ଆତ୍ମ ଅଭିମାନି ବ୍ୟବହାର ଯେଉଁଥିପାଇଁ ସବୁ ଦେବତା ଭୟ କରନ୍ତି । ଏହା ଶୁଣି ପିପଲ୍ଲାଦକୁ କ୍ରୋଧ ଆସିଲା ସେ କ୍ରୋଧରେ ଆକାଶ ଆଡ଼କୁ ମୁହଁ କରି ଶନିଙ୍କୁ ଦେଖିଲେ , ପିପଲ୍ଲାଦଙ୍କ କ୍ରୋଧ ଭରା ନଜରରେ ଶନି ଆହାତ ହୋଇ ତଳେ ପଡ଼ିଗଲେ ଶନି ଙ୍କ ଗୋଟିଏ ଗୋଡ଼, ହାତ ଆହାତ ହୋଇଥିଲା । ପିପଲ୍ଲାଦ ତଥାପି ଶାନ୍ତ ହେଲେନି ଆଉ କିଛି ଅଘଟଣ ନ ଘଟୁ ସେଥିପାଇଁ ବ୍ରହ୍ମା ସେଠାକୁ ଆସିଲେ ।

ସେ କହିଥିଲେ ବିଧୀ ଓ ବିଧାନ ଅନୁସାରେ ଶନି ଙ୍କୁ ନିଜ କାମ କରିବାକୁ ପଡ଼ିଥାଏ ତାଙ୍କ ସହ ଯାହା ଘଟିଥିଲା ସେଥିରେ ଶନିଙ୍କ ର କିଛି ଭୁଲ ନାହିଁ । ବ୍ରହ୍ମା ପିପଲ୍ଲାଦଙ୍କୁ ଆଶିର୍ବାଦ ଦେଲେ ଯେ ଶନିବାର ଦିନ ପିପଲ୍ଲାଦକୁ ଧ୍ୟାନ କରିବ ଯିଏ ଶନିଙ୍କ ପୂଜା କରିବା ଦ୍ବାରା ତାଙ୍କୁ ଶାନ୍ତି ଏବଂ ଶନି କଷ୍ଟରୁ ମୁକ୍ତି ପାଇବାକୁ ହେଲେ ଆଶ୍ବସ୍ତ ଗଛ ମୂଳରେ ଦୀପ ଜାଳି ପୂଜା କରିବା ଦ୍ବାରା ସେମାନଙ୍କ ସବୁ ସମସ୍ୟା ଦୂର ହେବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *