bhagya

ଭାଗ୍ୟଶାଳୀ ଝିଅମାନଙ୍କ ପାଖରେ ଥାଏ ଏହି ସବୁ ଚିହ୍ନ ! ଭାଗ୍ୟଶାଳୀ ମହିଳାଙ୍କ ଲକ୍ଷଣ !

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜ ଆପଣ ମାନେ ଜାଣିବେ , ଭାଗ୍ୟଶାଳି ଝିଅମାନଙ୍କ କୋଉ ସବୁ ଚିହ୍ନଥାଏ ଓ ଭାଗ୍ୟଶାଳି ମହିଳାମାନଙ୍କ ଲକ୍ଷଣ । ସାମୁଦ୍ରିକ ଶାସ୍ତ୍ର ଅନୁସାରେ କିଛି ଝିଅ ଏମିତି ହୋଇଥାନ୍ତି ଯାହାର ସୋଭାଗ୍ୟ, କାରଣରୁ ବାପା ଘରେ ଓ ଷାଷୁ ଘରେ ଧନର ବର୍ଷା ହେଇଥାଏ ଏମିତି ଝିଅମାନେ ଜଉଠାରେ ରହିଥାନ୍ତି ସୁଖ , ସମୃଦ୍ଧି ଏବଂ ବୈଭବ ରହିଥାଏ । ଏମିତି ଶୁଲକ୍ଷଣି କନ୍ୟାକୁ ତାଙ୍କର ଶରୀର ଗଠନ , ଶରୀରର କିଛି ଚିହ୍ନ ଦ୍ବାରା ଆମେ ଜାଣି ପାରିବା ।

girl1

ଚାଲନ୍ତୁ ଜାଣିବା ସେହି ଚିହ୍ନ ଓ ଲକ୍ଷଣ , ସେହି ଚିହ୍ନ ବିଷୟରେ ଜାହାଜକୁ ଦେଖି ଆମେ ଜାଣି ପାରିବା ସେହି ଝିଅ ସୁଲକ୍ଷଣୀ କି ନୁହେଁ । ୧ମ ଲକ୍ଷଣ ହେଲା ସୁଲକ୍ଷଣୀ କନ୍ୟାମାନଙ୍କର କାନ ଲାଲ ହୋଇଥାଏ,ତଳ ଆଡ଼କୁ ଗୁଜିଆ ଓ ଉପର ଆଡ଼କୁ ଚଉଡ଼ା ହୋଇଥାଏ ସେ ହିଁ ଝିଅ ମାନେ ଭାଗ୍ୟଶାଳି ହୋଇଥାନ୍ତି ।

ଯେଉଁ କନ୍ୟାଙ୍କର ପାଦର ଆଙ୍ଗୁଠି ଗୋଲ ଉପରକୁ ଉଠିକରିଥାଏ ଓ ମୋଟା ହୋଇଥାଏ ସେମାନେ ସମୃଦ୍ଧି ଶାଳି ହୋଇଥାନ୍ତି । ୩ୟ ହେଲା ଭାଗ୍ୟଶାଳି କନ୍ୟାଙ୍କର ହାତ ଲମ୍ବା ହୋଇଥାଏ ଓ ନାଭି ଗଭିର ହୋଇଥାଏ ସେମାନେ ମଧ୍ୟ ଲକି ହୋଇଥାନ୍ତି । ଭାଗ୍ୟଶାଳି କନ୍ୟାଙ୍କର ଆଖିର ଡୋଳା ଜନ୍ମ ରୁ କ୍ଷୀର ଭଳି ଧଳା ହୋଇଥାଏ ।

girl

ଯେଉଁ କନ୍ୟାଙ୍କର ପାଦର ତଳ ଭାଗ ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି ଏହାର ବିପରିତ ଫଟା ପାଦର କନ୍ୟା ପରିବାର ପାଇଁ ଅଶୁଭ ହୋଇଥାନ୍ତି ।  ଚିକ୍କଣ ଲାଲ ଜିଭ ଥିବା କନ୍ୟାମାନେ ସୋଭାଗ୍ୟବତି ହୋଇଥାନ୍ତି ,ନାଭିର ତଳ ଭାଗରେ ତିଳ ଚିହ୍ମ ଥିବା କନ୍ୟା ଭାଗ୍ୟଶାଳି ହେବାର ସଂଙ୍କେତ ଥାଏ ।

ଛୋଟ ବେକଥିବା କନ୍ୟା ମାନେ ଲକି ହୋଇଥାନ୍ତି , ଲାଲ ଉଠିଥିବା ଝିଅମାନେ ଯେଉଁ ଠାରେ ରହିଥାନ୍ତି ଲକ୍ଷ୍ମୀଙ୍କର ବାସ ରହିଥାଏ । ଏହି ସବୁ ଚିହ୍ନ ଥିବା କନ୍ୟାମାନେ ଭାଗ୍ୟଶାଳି ହୋଇଥାନ୍ତି ଓ ସେହି କନ୍ୟାମାନଙ୍କୁ ବିବାହ କଲେ ମଧ୍ୟ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଯିବ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *