power

ମିଥୁନ ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟ ରେ କିଛି ମଜାଦାର ଏବଂ ଅଜଣା କଥା – କିଏ ଅଧିକ ଶକ୍ତିଶାଳୀ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ ମିଥୁନ ରାଶି ଓ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ବିଷୟରେ କିଛି ଜଣା ଅଜଣା କଥା ଓ କିଏ ଅଧିକ ଶକ୍ତିଶାଳୀ । ମିଥୁନ ରାଶି ର ବ୍ୟକ୍ତିମାନେ ବହୁତ ଫୁର୍ତ୍ତି ଅଟନ୍ତି , ଏହି ରାଶିର ସ୍ବାମୀ ବୁଧ ଅଟନ୍ତି ଓ ଏମାନେ ବହୁତ କାମରେ ସୁଖ ପାଆନ୍ତି ।

ଏହି ରାଶି ଚିହ୍ନ ଯୋଡା ଅଟନ୍ତି ଏବଂ ଏମାନଙ୍କ ବ୍ୟବହାର ବହୁତ ବ୍ୟସ୍ତବହୁଳ ହୋଇଥାଏ ବିପରିତ ଲିଙ୍ଗ ପ୍ରତି ଆକର୍ଷିତ ହେବା ଏମାନଙ୍କ ଏକ ଖାସ ଗୁଣ ଅଟେ । ବୁଦ୍ଧି ଲାଗି ଏମାନେ କାମରେ ବେସି ରୁଚି ରଖନ୍ତି , ଏମାନେ ଜିଜ୍ଞାଷୁ ତ ଅଟନ୍ତି ଓ ବୁଦ୍ଧି ଲାଗି କାମରେ ବେସି ରୁଚି ରଖନ୍ତି । ଏମାନେ ଜିଜ୍ଞାଷୁ ତ ଅଟନ୍ତି ତା ସହ ଏମାନଙ୍କ ବୁଦ୍ଧି ଏମାନଙ୍କୁ ଅଧିକ ଚତୁର ବନାଏ ।

କୌଣସି କାମ ଏମାନଙ୍କ ପାଇଁ କେତେବେଳେ ସକରାତ୍ମକ ତ ଆଉ କେତେବେଳେ ନକରାତ୍ମକ ବାସ୍ତବ୍ୟ ହୋଇଥାଏ , ଗୋଟିଏ ପ୍ରକାରରେ ଏମାନେ ଶାନ୍ତ ଓ ଗମ୍ଭୀର ଅଟନ୍ତି ତ ଅନ୍ୟ ପକ୍ଷରେ ଏମାନେ ମଜାକ ଉଡ଼ାଇବାକୁ ଡେରି କରନ୍ତି ନାହିଁ । ସ୍ଂଙ୍ଗତ ଏମାନଙ୍କ ର ବହୁତ ଜଲଦି ହୋଇଥାଏ , ଖରାପ ସ୍ଂଙ୍ଗତରେ ଖରାପ ହୁଅନ୍ତି ତ ଭଲ ସ୍ଂଙ୍ଗତରେ ଭଲ ହୁଅନ୍ତି । ନେତୃତ୍ୱରେ ଗୁଣ ଏମାନଙ୍କ ମଧ୍ୟରେ ବହୁତ ରହିଥାଏ , ସେଥିପାଇଁ କାର୍ଯ୍ୟ ସ୍ଥଳରେ ଏମାନଙ୍କ ନେତୃତ୍ୱ ନେବାକୁ ପସନ୍ଦ କରନ୍ତି ।

ପ୍ରେମ ରେ ବି ଏମାନେ ବହୁତ ସଫଳ ଅଟନ୍ତି କିନ୍ତୁ ଏମାନଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ହେଲେ କିଛି ଖାସ୍ ଦରକାର କାରଣ ଏମାନଙ୍କ ଦାୟିତ୍ବହୀନତା ଓ ସଂଙ୍କଳ୍ପ ଆପଣଙ୍କୁ ଚୁରମାର କରି ଦେଇ ପାରେ । ସେପରି ଯଦି କୁମ୍ଭ ରାଶି କଥା ଦେଖିବେ ଆମ ରାଶି ପାଖରେ କୁମ୍ଭ ରାଶି ବ୍ୟକ୍ତି ବିଶେଷ ରହିଥାନ୍ତି । କୁମ୍ଭ ରାଶି ର ବ୍ୟକ୍ତିମାନେ ମାନବତା ବାଦୀ ହୋଇଥାନ୍ତି ଏମାନେ ବହୁତ ଗମ୍ଭୀର ସ୍ବଭାବର ହୋଇଥାନ୍ତି , ଏମାନେ ବହୁତ ପ୍ରଗତି ଶୀଳ ହୋଇଥାନ୍ତି ।

mithun

ଉପକାରିତା ଏମାନଙ୍କ ଜୀବନର ମୁଖ୍ୟ ଭୂମିକା ଅଟେ , ଏମାନେ ବହୁତ ବିବତ୍ତ ଅଟନ୍ତି ଓ ଏମାନେ କୌଣସି କାର୍ଯ୍ୟରେ ଦଖଲ ଦୀଅନ୍ତିନି । ଏମାନେ ସ୍ୱତନ୍ତ୍ରତା ପସନ୍ଦ କରିଥାନ୍ତି , ଏମାନେ ଅନ୍ୟମାନଙ୍କ ସହ ମିଶିବା ଗୁଣ ବହୁତ ଖାସ ଅଟେ । ଯଦି ଆମେ ଏମାନଙ୍କ କାର୍ଯ୍ୟ ସ୍ଥଳୀ ବିଷୟରେ କହିବା ଏମାନଙ୍କୁ କାମ କରିବାକୁ ବହୁତ ଭଲ ଲାଗେ , ଏମାନେ ରାଜନୀତିକୁ ପସନ୍ଦ କରିନଥାନ୍ତି ବାସ ଏମାନେ ଏମାନଙ୍କ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ଆବଶ୍ୟକ ଲୋକଙ୍କୁ ସାହାଯ୍ୟ କରିବାକୁ ଏମାନଙ୍କୁ ଭଲ ଲାଗିଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *