raja

ରଜ ସଂକ୍ରାନ୍ତି ରେ ଏହି ୫ ରାଶି ର ବ୍ୟକ୍ତି ବିଶେଷ ମାନେ ରୁହନ୍ତୁ ସାବଧାନ ।

RASIPHALA

ଯେମିତିକି ଆପଣ ମାନେ ଜାଣିଛନ୍ତି ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଆମର ଜୀବନ ଉପରେ ବହୁତ୍ ମାନ୍ୟତା ରହିଛି । ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଚାଳନା ଯୋଗୁଁ ରାଶି ମାନଙ୍କରେ ପରିବର୍ତ୍ତନ ଆସିଥାଏ । ଯାହା ଫଳରେ କେତେବେଳେ ମଣିଷ ର ଭଲ ସମୟ ଆସିଥାଏ ତ କେତେବେଳେ ମଣିଷ ର ଖରାପ ସମୟ ଆସିଥାଏ । ସେହି ପରି ଏହି ରଜ ପର ଠାରୁ କିଛି ରାଶି ର ବ୍ୟକ୍ତି ମାନଙ୍କ ଉପରେ ଗ୍ରହ ମାନଙ୍କର ଚଳନ ର ପ୍ରଭାବ ପଡ଼ିବ ।।ଯାହା ଫଳରେ ସେମାନଙ୍କ ଜୀବନ ରେ କିଛି ବିପଦ ଆସିବାକୁ ଯାଉଛି । ବନ୍ଧୁଗଣ ତେବେ ଆସନ୍ତୁ ଜାଣିବା ସେହି ୫ ଟି ରାଶି କଣ ଅଟେ ଯେଉଁ ରାଶି ର ବ୍ୟକ୍ତି ମାନଂକ ଜୀବନ ରେ ଆସିବାକୁ ଯାଉଛି କିଛି ବିପଦ ।

karkatta

ବନ୍ଧୁଗଣ ପ୍ରଥମ ରାଶି ଟି ହେଉଛି କର୍କଟ । ଯଦି ଆପଣ କୌଣସି ଦୂର ସ୍ଥାନ କୁ ଯାତ୍ରା କରୁଛନ୍ତି କିମ୍ବା କୌଣସି ଏକ ବାହାର ସ୍ଥାନକୁ ଯାତ୍ରା କରୁଛନ୍ତି ତେବେ ନିଶ୍ଚିନ୍ତ ସତର୍କତା ଅବଲମ୍ବନ କରନ୍ତୁ ।ଏହି ରାଶି ର ବ୍ୟକ୍ତି ମାନଂକ ଜୀବନ ରେ କୌଣସି ସମୟ ରେ ମଧ୍ୟ ଦୁଃଖ କଷ୍ଟ ଆସିପାରେ ସେଥିପାଇଁ ଏମାନେ ସବୁବେଳେ ଜଗି ରଖି ଚଳନ୍ତୁ । ଏହା ସହିତ ଆପଣଙ୍କର ପଇସା ମଧ୍ୟ ଅଧିକ ଖର୍ଚ୍ଚ ହେବ ଅଛି ।ଯଦି ଆପଣ ଏହି ସବୁ ଉପରେ ଧ୍ୟାନ ଦେବେ ଆପଣଙ୍କ ଦିନ ଭଲରେ କଟିବ ।

ଦ୍ଵିତୀୟ ରାଶି ଟି ହେଉଛି ଧନୁ ରାଶି । ଏହି ବ୍ୟକ୍ତି ବିଶେଷ ମାନଙ୍କ ଜୀବନ ନିଜର ମାନ ସମ୍ମାନ ଉପରେ ଆଙ୍ଗୁଳି ଉଠିପାରେ । ଏହା ସହିତ ଆପଣଙ୍କର ବନ୍ଧୁ ମାନଙ୍କ ସହ ମତାନ୍ତାର ହୋଇପାରେ । ଏହି ସବୁ ପ୍ରତି ଆପଣ ମାନେ ଧ୍ୟାନ ରଖନ୍ତୁ । ଏହା ସହିତ ଆପଣ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ ।

ତୃତୀୟ ରେ ହେଉଛି ମୀନ ରାଶି । ଏହି ରାଶି ରେ ଗ୍ରହ ଚଳନ ରେ ପରିବର୍ତ୍ତନ କାରଣ ରୁ ଏହି ରାଶି ରେ ଖରାପ ପ୍ରଭାବ ପଡୁଛି । ଆପଣ ନିଜର ବଚନ ପ୍ରତି ଧ୍ୟାନ ଦିଅନ୍ତୁ କାହାକୁ କଟୁ ବାଣୀ କୁହନ୍ତୁ ନାହିଁ । ବେପାରୀ ମାନଙ୍କ ବେପାର ରେ ମାନ୍ଦା ହେବାର ସମ୍ଭାବନା ରହିଛି ।

ଚତୁର୍ଥ ରେ ହେଉଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ମନ ଭଲ ନ ଲାଗି ପାରେ । କୌଣସି ଉଚ୍ଚ ପଦବୀ ବ୍ୟକ୍ତି ଙ୍କ ସହ ମତାନ୍ତର ହୋଇପାରେ । ପଞ୍ଚମ ଟି ହେଉଛି ମକର ରାଶି । ଏହି ରାଶି ରେ ଆୟ କମ୍ ଏବଂ ବ୍ୟୟ ଅଧିକ ରହିବ ।ଅନାବଶ୍ୟକ ରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ଏହି ସମୟ ରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଅଧିକ ପ୍ରଭାବ ଶାଳୀ ରହିବେ ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହି ଭଳି ରୋଚକ ପୋଷ୍ଟ,ଭକ୍ତି ତଥ୍ୟ ଖବର ସଦା ସର୍ବଦା ନେଇ ଆସିଥାଉ। ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଲାଇକ ଏବଂ ସେୟାର୍ କରନ୍ତୁ।ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ ।

Leave a Reply

Your email address will not be published. Required fields are marked *