barsha

୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା , ସତର୍କ ସୂଚନା ଦେଲା ପାଣିପାଗ ବିଭାଗ , ଏହି ଜିଲ୍ଲାକୁ ସତର୍କ |

ODISHA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ଜାଣିଛନ୍ତି ଯେ ମୋୖସୁମୀ ବିହାର ରାଜ୍ୟ ପାରେଇସାରିଛି ଓ ମୋୖସୁମୀ ବାୟୁ ପୁନଃ ଓଡ଼ିଶାର ଉପକୂଳକୁ ପହଞ୍ଚି ସାରିଲାଣି , ଏହାର ପ୍ରଭାବ ମଧ୍ୟ ସାରା ଓଡ଼ିଶାରେ ଦେଖିବାକୁ ମିଳିଲାଣି ବର୍ଷା ମିଧ୍ୟମରେ |

ତେବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲା ଗୁଡ଼ିକରେ ଏହାର ପ୍ରଭାବ ଅଧିକ ରହିବ | ଏବଂ ଏହି ୪ ଦିନରେ ଏହାର ପ୍ରଭାବ ଅଧିକ ହେବାକୁ ଯାଉଛି | ଏହି ଜିଲ୍ଲାମାନଙ୍କରେ | ଯାହା ବି ଆପଣଙ୍କୁ ସତର୍କ ରହିଵା ଦରକାର | ତେବେ ଜାଣିନିୟନ୍ତୁ ଆପଣଙ୍କ ଜିଲ୍ଲା ଏହି ଜିଲ୍ଲା ଗୁଡ଼ିକରେ ଅଛି କି ନାହିଁ | ୪ ଦିନ ପରେ ପର୍ଯ୍ୟନ୍ତ ରେଡ୍ ୱରନିଙ୍ଗ ଜାରି କରିଛି ପାଣି ବିଭାଗ |

rainn

ଏହି ସବୁ ଜିଲ୍ଲା ଗୁଡ଼ିକ ସତର୍କ ସୂଚନା ଦେଇଛି | ତେବେ ଆପଣ ଜାଣିଥିବେ ଗତ କାଲି ଉତ୍ତର ପୂର୍ବ ପଶ୍ଚିମ ସାଗରରେ ଘୂର୍ଣ୍ଣିବଳୟ ଯାହାକି ସୃଷ୍ଟି ହୋଇଛି ଶୁକ୍ରବାର ସକାଳୁ ସୁଧା ସଂଲଗ୍ନ ଓଡ଼ିଶାରେ ପହଞ୍ଚି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି | ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ବଳୟ ସୃଷ୍ଟି ହୋଇ ଲଘୁଚାପ ସୃଷ୍ଟି କରିବ | ପାଣିପାଗ କାର୍ଯ୍ୟାଳୟ ଆକଳନ କରିଛି | ଏହା ପ୍ରଭାବରେ ଆସନ୍ତା ୪ ଦିନ ମଧ୍ୟରେ ପ୍ରବଳ ବର୍ଷା ହେବ |

୧୯ ତାରିଖ ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଯାହା ପାଣିପାଗ ବିଭାଗ ସୂଚନା ଦେଇଛି , ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋୖସୁମୀ ଛୁଇଁବ ବୋଲି କୁହାଯାଇଛି , ବିଜ୍ଞାନ ପାଣି ବିଭାଗ ସୂଚନା ଦେଇଥିବା ଜିଲ୍ଲା ଗୁଡ଼ିକୁ ସତର୍କ ସୂଚନା ଦିଆଯାଇଛି , ଏବଂ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି , ୧୪ ରୁ ୧୯ ତାରିଖ ଯାଏ ପୁରୀ , ଖୋର୍ଦ୍ଧା , ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ତା ସହିତ ଜଗତସିଂହପୁର, ଢେଙ୍କାନାଳ , କଟକ , ନୟାଗଡ଼ ,‌ଗଜପତି , ଗଞ୍ଜାମ , ଏବଂ ରାୟଗଡ଼ ରେ ଭାରି ମାତ୍ରରେ ବର୍ଷା ହେବାର ସମ୍ଭାବନା ରହିଛି |

rainn

ବାକି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଇଛି , ‌ଏଠାରେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆଜି ସମ୍ବଲପୁର ବଲାଙ୍ଗୀର ସୋନପୁର , ଏବଂ ଅନୁଗୁଳରେ ବର୍ଷାର ସମ୍ଭାବନା ରହିଛି , ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି |

ତେବେ ବନ୍ଧୁଗଣ ଆପଣ ଜାଣିଲେ କେଉଁ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷା ହେବ ଆଉ କେଉଁ ଜିଲ୍ଲା ଗୁଡ଼ିକରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି , ଆମେ ଏତିକି କହି ରଖୁଛୁ ଧନ୍ୟବାଦ ଜୟ ଜଗନ୍ନାଥ !ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । like କରିବାକୁ ଜମାରୁବି ଭୁଲିବେନି |

Leave a Reply

Your email address will not be published. Required fields are marked *