raaa

ପବିତ୍ର ରଜ(14 ଜୁନ୍ ) ଭୁଲରେ ବି କରନ୍ତୁ ନାହିଁ ଏହି କାମ ବର୍ଷ ସାରା ଦରିଦ୍ର ହୋଇ ରହିବେ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ରଜ ପର୍ବ ‌ଏହି ରଜ ପର୍ବ। ସାରା ଓଡ଼ିଶାରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ , ଜୁନ ୧୫ ରେ ରଜ ସଂକ୍ରାନ୍ତି ପଡୁଛି , ସେହି ଦିନ ଭୁଲରେ ମଧ୍ୟ ଏହି କାମ କରନ୍ତୁ ନାହିଁ ନଚେତ ଆପଣ ବର୍ଷ ସାରା ଆପଣ ଆର୍ଥିକ ସମସ୍ୟାରେ ପଡିପାରନ୍ତି |

ହିନ୍ଦୁ ଧର୍ମ ଅନୁସାରେ ରଜ ସଂକ୍ରାନ୍ତିକୁ ଏକ ମହତ୍ତ୍ୱପୂର୍ଣ୍ଣ ପର୍ବ ବୋଲି କୁହାଯାଇଛି | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ବୃଷ ରାଶିକୁ ତ୍ୟାଗ କରି ‌ମିଥୁନ ରାଶି ରେ ମିଶେ ତାର ୩ ଦିନକୁ ରଜ ସଂକ୍ରାନ୍ତି ରୂପେ ପାଳନ କରାଯାଏ | ମୃଗଶିର ନକ୍ଷେତ୍ରରେ ସୂର୍ଯ୍ୟ ରହିବାରୂ ତିନି ଦିନକୁ ରଜ ପର୍ବ କୁହାଯାଉଛି | ଧର୍ମ ଶାସ୍ତ୍ର ଅନୁଯାୟୀ କୋୖଣସି ନାରୀର ଋତୁସ୍ରାବ ପ୍ରଥମ ଦିନ ଯଥାକ୍ରମେ ଚଣ୍ଡାଳୁଣୀ ଵ୍ରହ୍ମଘାତିନୀ ଏବଂ ‌ରଜକି ହୋଇଥାଏ | ୪ର୍ଥି ଦିନରେ ସୂତ୍ରା ଏବଂ ୫ମ ଦିନରେ ଵ୍ରହ୍ମଣ ଯୋଗ୍ୟ ହୋଇଥାଏ |

ତେଣୁ ଆପଣ ଏହି ରଜରେ ଭୁଲରେ ବି ଏହି କାମ କରିବା ଉଚିତ ନୁହେ | ତେଣୁ ଆସନ୍ତୁ ଜାଣିଵା ରଜ ପର୍ବରେ କେଉଁ ସଵୁ କାମ କରିବା ଅନୁଚିତ ହୋଇଥାଏ | ତେବେ ପ୍ରଥମ କାମ ହେଉଛି କୁମାରୀ ମାନେ ଶାସ୍ତ୍ର ଅନୁଯାୟୀ ଖାଲି ପାଦରେ ଚାଲିବା ମନା କରାଯାଇଛି | ଏହି ଦିନ କୁମାରୀ ମାନେ ଭୁଲରେ ବି ଖାଲି ପାଦରେ ଭୂମି ଉପରେ ଚାଲନ୍ତୁ ନାହି |

ସେଥିପାଇଁ ତାଙ୍କ ପାଇଁ ଦୋଳି ର ବ୍ୟବସ୍ଥା କରାଯାଇଥାଏ | ୩ୟ କଥା କୃଷକମାନେ ୩ ଦିନ ଧରି ଭୂମିକୁ ଛାଡି ବିଶ୍ରାମ ନେବା ଉଚିତ | ଏହି ଦିନ ଭୁଲରେ ବି ଭୂମିକୁ ହୁଅନ୍ତୁ ନାହିଁ କାରଣ ଏହି ଦିନ ଭୂମି ମାତା ରଜସ୍ଵଳା ହୋଇଥାନ୍ତି | ରଜ ସଂକ୍ରାନ୍ତି ଦିନ ମହିଳାମାନେ ଚୁଲି ଜଳେଇଵା ନିଷେଧ ଅଟେ | ତେଣୁ ରଜ ପୂର୍ବଦିନ ପିଠା ତିଆରି କରି ରଖିଥାନ୍ତି |

୪ର୍ଥ କଥା ରଜ ସଂକ୍ରାନ୍ତି ଦିନ ଭୁଲରେ ବି ମାଂସ ଭୋଜନ କରନ୍ତୁ ନାହିଁ | ଏହି ରଜ ସଂକ୍ରାନ୍ତି ଦିନ ସଠିକ କଥା କୁହନ୍ତୁ ଏହା ସହିତ ଝଗଡା କରନ୍ତୁ ନାହିଁ | ଲୋକମାନଙ୍କ ସହ ଭଲ ବ୍ୟବହାର କରନ୍ତୁ | ଏହି ଦିନ ଯଦି ଆପଣଙ୍କ ଘରକୁ ଭିକାରୀ ଆସେ ତେବେ ତାକୁ କିଛି ଦାନ କରନ୍ତୁ | ଏତିକି କହି ବିଦାୟ ନେଉଛୁ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *