dhala

ଶୁଭ ଅଶୁଭ’ ଧଳା ମୂଷା କୁ କେତେ ବେଳେ ଦେଖିଲେ କଣ ସବୁ ସଂକେତ ମିଳେ ! ଶକୁନ ବିଚାର ! ଅଶୁଭ ସଙ୍କେତ !

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଣିଷ ଜୀବନରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଗତି କରିଥାଏ | ଏଥିମଧ୍ୟରୁ ଆମେ କିଛି ଆମର ଭବିଷ୍ୟତ ପାଇଁ ଅଶୁଭ ଶୁଭ ସଂକେତ ଆମେ ବିଭିନ୍ନ ଘଟଣାରୁ ଅବଗତ ହୋଇ ଥାଉ | ତେଣୁ ଯଦି ଆପଣ କେତେକ ଗୃହ ପାଳିତ ପଶୁ ଯଥା ଗାଈ , ବିରାଡ଼ି , ତଥା କେତେକ ବନ୍ୟ ଜନ୍ତୁ ବାଘ , ଭାଲୁ , ହରିଣ |

ଏଇ ମାନଙ୍କର ପ୍ରାକ୍ ସୃଚନାରୁ ଆମେ କେତେକ ଶୁଭ ଅଶୁଭ ସଂକେତ ଜାଣି ଥାଉ | ତେବେ ଆଜି ଆମେ ଜାଣିବା ଧଳା ମୂଷା କେତେବେଳେ ଦେଖିବା ଶୁଭ ହୋଇଥାଏ | ବିଶେଷ କରି ଆମେ ଜାଣି ଥାଉ ଯେ ମୂଷା ହେଉଛି ଗଣେଶଙ୍କ ବାହାନ ତେଣୁ ଯେହେତୁ ମୂଷା ଗଣେଶଙ୍କ ବାହାନ ତେବେ ଏହାକୁ ପାଳିବା ବା ଦର୍ଶନ କରିଵା କି ସଂକେତ ଦେଇଥାଏ | ତାହା ଆମେ ଜାଣିବା , ମୂଷାକୁ ଦେଖିବା ମାତ୍ରେ ଲୋକେ ତାକୁ ମାରିବାକୁ ଗୋଡାଇ ଥାନ୍ତି ତେଣୁ ଏହାକୁ କେତେବେଳେ ଦେଖିଲେ ଅଶୁଭ ହୋଇଥାଏ |

mouse

କ’ଣ ତାର ସଂକୁନ ବିଚାର ଫଳ | ତାହା ଆମେ ଜାଣିବା ଏହି ଧଳା ରଙ୍ଗର ମୂଷାକୁ ଘରେ ପିଞ୍ଜରା କରି ରଖିଥାନ୍ତି | ତେବେ ଏହାର ଘର ପାଇଁ ଅଶୁଭ କାରକ ଅଟେ | ଧଳା ମୂଷା ଦେଖି କୋୖଣସି କାମର ଶୁଭ ଆରମ୍ଭ କଲେ ସେ କାର୍ଯ୍ୟ ନିଶ୍ଚିତ ଭାବେ ବାଧାବିଘ୍ନ ଘଟିଥାଏ | ମାତ୍ର ସ୍ଥଳରେ ଗଲାବେଳେ ଧଳା ମୂଷା ଏକ ଅଶୁଭ କର ସେ ସଂକେତ ବୋଲି ମନାଯାଇଛି ଏହା ଶାସ୍ତ୍ରରେ ଉଲ୍ଲେଖ ରହିଛି |

ତେଣୁ ଧଳା ମୂଷା ନ ଦେଖି ଯାତ୍ରା କରନ୍ତୁ , ଘରର ଆର୍ଥିକ ସ୍ବଚ୍ଛଳତା ସମୟରେ ଏମାନଙ୍କର ବଂଶ ବୃଦ୍ଧି ହେବ | ଏବଂ ଏମାନଙ୍କର ମୃତ୍ୟୁ ହେଲେ ଜାଣିବେ ଘରେ କିଛି ଅଘଟଣ ହେବ | ତେଣୁ ସାବଧାନ ରହିଵା ଉଚିତ , ତେଣୁ ଧଳା ମୂଷା ଘରର ପରିବେଶକୁ ଦୂଷିତ କରିଥାଏ ତେଣୁ ଏହାକୁ ଘରେ ନ ପାଳିଵାକୁ ନିବେଦନ କରାଯାଉଛି | ଏତିକି କହି ଆମେ ବିଦାୟ ନେଉଛୁ |

ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *