dhatu

ଧାତୁ ରୋଗ,ସ୍ୱପ୍ନ ଦୋଷରୁ ମୁକ୍ତି ପାଇବା ପାଇଁ ଆମେ କଣ କରିବା ଆବଶ୍ୟକ। |

Uncategorized

ଆପଣ ଜାଣିଛନ୍ତି ଯେଉଁମାନେ ଭୟାନକ ଅଗ୍ନିରେ ଜଳନ୍ତି ଓ ବିନା ବନ୍ୟାରେ ଭାସିଯାଆନ୍ତି ସେମାନେ କିଏ ?ସେମାନେ ହେଉଛନ୍ତି ଆଜିର ଯୁବା ପିଢ଼ି ଯେଉଁମାନେ ବିନା ଅଗ୍ନିରେ ଜଳୁଛନ୍ତି ଓ ବିନା ବନ୍ୟାରେ ଭାସୁଛନ୍ତି।ଆପଣ ନିଜକୁ ନହେଲେ ଆଖପାଖକୁ ଦେଖନ୍ତୁ ସେମାନେ ଏହି ସମସ୍ୟାରେ ପୀଡିତ ଥାନ୍ତି କିନ୍ତୁ କାହା ଆଗରେ ପରି ପ୍ରକାଶ କରିବାକୁ ଡରନ୍ତି।ଆଜି ଆମେ ଯାହା କହିବାକୁ ଯାଉଛୁ ତାହା ଅନେକଙ୍କ ଜୀବନକୁ ପରିବର୍ତ୍ତନ କରି ସାରିଛି।

bop

ସେ ମଣିଷ ହେଉ ବା ଯନ୍ତ୍ର ସମସ୍ତଙ୍କର ଗୋଟେ କାର୍ଯ୍ୟକାଳର ଅବଧି ରହି ଅଛି।କୌଣସି ଜିନିଷକୁ ଅନାଵଶ୍ୟକ କାର୍ଯ୍ୟରେ ଲଗେଇବା ତାହା ପ୍ରକୃତି ବିରୋଧୀ ଅଟେ।ସେମିତି ଯେତେବେଳେ ମଣିଷ ତାର କାମୁକତା ବା ବୀର୍ଜ୍ୟଶକ୍ତିକୁ ବେକରରେ ଖର୍ଚ୍ଚ କରିଥାଏ ସେତେବେଳେ ତାକୁ ଧାତୁ ରୋଗ ହୋଇଥାଏ।ଏହି ରୋଗର ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଏ।ଯେମିତି ଅଳ୍ପ ଉତ୍ତେଜନାରେ ବୀର୍ଜ୍ୟ ପାତନ ହେବା ଏହାକୁ ଶିଘ୍ର ପତନ କୁହାଯାଏ।

ବୀର୍ଜ୍ୟ ଶକ୍ତିର କ୍ଷମତା ହ୍ରାସ ପାଇବା,ଲିଙ୍ଗ ତେଢ଼ା ହୋଇଯିବା,ଗୋଟେ ସପ୍ତାହରେ ବାରମ୍ଭାର ସ୍ୱପ୍ନ ଦୋଷ ହେବା।୨୪ ଘଣ୍ଟା କେବଳ ସଂଭୋଗ ଓ ହସ୍ତମୈଥୁନ କରିବାର ବିଚାର ଆସିବା।ସୁନ୍ଦର ସୁଡ଼ଲ ଶରୀର ଧୀରେ ଧୀରେ କୁଶ୍ଚିତ ହେବା।ଶରୀର ଏବଂ ମୁହଁରୁ ଦୁର୍ଗନ୍ଧ ଆସିବା।ଆପଣ ଏଭଳି ସମସ୍ୟାର ଶିକାର ହେଉଥିଲେ ବା ହେଲେ ଆପଣଙ୍କୁ ସତର୍କ ହେବାକୁ ହେବ।ଆପଣ ନିଜେ ହିଁ ନିଜର ରକ୍ଷା କରି ପାରିବେ ଓ ନିଜ ଜୀବନକୁ ସୁନ୍ଦର ଓ ମଧୁମୟ କରି ପାରିବେ।

boyy

ଆସନ୍ତୁ ଜାଣିବା ସେ ଉପାୟ ସବୁ:- ୧.ଆପଣ ପ୍ରତିଦିନ ରାତି ୧୦ ଭିତରେ ଶୋଇଯାଆନ୍ତୁ ଓ ଶୋଇବା ଆଗରୁ ଯେକୌଣସି ଧାର୍ମିକ ଶାସ୍ତ୍ର ମନଧ୍ୟାନ ଦେଇ ପଢନ୍ତୁ।ଆପଣ ତାକୁ ପଢିବା ଦ୍ୱାରା ଆପଣଙ୍କ ମନରେ ସକାରାତ୍ମକ ଭାବ ପକାଇ ଥାଏ।ଏହା ଦ୍ୱାରା ଆପଣ ନିଜ କାମୁକତା ଉପରେ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ ପାଇ ଯିବେ।ଜୀବନ ସମ୍ପୂର୍ଣ୍ଣ ଭାବରେ ଆନନ୍ଦରେ ଭରିଜିବ ଏହାକୁ ଶୁଣିବା ପରେ ଆପଣଙ୍କୁ ମାମୁଲି ଲାଗି ପାରେ କିନ୍ତୁ ଆପଣ ଏହାକୁ ପାଳନ କରିବା ଦ୍ୱାରା ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ହୋଇଯିବ।

୨.ଆପଣଙ୍କୁ ୩ ମାସ ପର୍ଯ୍ୟନ୍ତ ନିଜକୁ ସ୍ୱପ୍ନ ଦୋଷ ଓ ଧାତୁ ରୋଗରୁ ଦୁରେଇ ରହିବାକୁ ପଡିବ।ଆପଣଙ୍କ ଯଦି ସ୍ୱପ୍ନ ଦୋଷ ହେଉଛି ଆପଣ ଏହାର ଚିନ୍ତନ ନକରି ଆପଣ ସକାରତ୍ମକ ଭାବ ମନରେ ରଖନ୍ତୁ।ନିଜର କାର୍ଯ୍ୟରେ ବ୍ୟସ୍ତ ରୁହନ୍ତୁ ମନକୁ ସେ ସବୁ ଆଡ଼କୁ ନିଅନ୍ତୁ ନାହିଁ।
୩.ଆପଣ ନିଜ ନିତ୍ୟ କର୍ମ ସହ ୧-୨ ଘଣ୍ଟା ଯୋଗ ପ୍ରତି ଧ୍ୟାନ ଦିଅନ୍ତୁ।ତାସହିତ ନିଜ ଶରୀରର ଧ୍ୟାନ ରଖନ୍ତୁ।
୪.ଧାତୁ ରୋଗ,ସ୍ୱପ୍ନ ଦୋଷରୁ ରକ୍ଷା ପାଇବା ପାଇଁ ନିଜର ପେଟକୁ ସଫା ରଖନ୍ତୁ ଓ ଠିକ ରଖନ୍ତୁ।ପୁଷ୍ଟିକର ଖାଦ୍ୟ ଖାଆନ୍ତୁ ଯାହାଫଳରେ ଆପଣଙ୍କ ପେଟ ରୋଗର ସମସ୍ୟା ଆଦୌ ଦେଖାଯିବ ନାହିଁ।

Leave a Reply

Your email address will not be published. Required fields are marked *