corona

ବଡ଼ ଖବର – କରୋନାର ନୂଆ ଲକ୍ଷଣ|

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଵର୍ଷ ୨୦୨୦ ରେ କରୋନା ଯାହା ତାଣ୍ଡବଲୀଳା କରିଥିଲା ତାହା ଅବିସ୍ମରଣୀୟ ଅନେକ ଲୋକ ଏଥିପାଇଁ ବହୁତ କଷ୍ଟ ପାଇଥିଲେ | ଏବେ ୨୦୨୧ରେ ଦିନକୁ ଦିନ କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି | କରୋନାରେ କେତେକ ଲୋକ ଗଭୀର ଭାବରେ ଅସୁସ୍ଥ ଅଛନ୍ତି ତ କେଉଁଠି ମୃତ୍ୟୁର ସାମ୍ନା କରୁଛନ୍ତି | ଏବେ ଭାରତରେ ଏହାର ମାତ୍ରା ଅଧିକ ଦେଖିବାକୁ ମିଳୁଛି | ଏବେ ଏହାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇସାରିଛି ଏବଂ ଏହାର ଲକ୍ଷଣ ମଧ୍ୟ ଦିନକୁ ଦିନ ବଦଳିବା ରେ ଲାଗିଛି |

ଆଜିକାଲି ଏହାର ଭିନ୍ନଭିନ୍ନ ଲକ୍ଷଣ ମାନ ଦେଖିବାକୁ ମିଳୁଛି | ପ୍ରଥମେ ଏହା ଥଣ୍ଡା , କାଶ , ଛାତିରେ କଫ ଓ ଛାତିରେ ଯନ୍ତ୍ରଣା ହେଲେ ଆମେ ଜାଣିପାରୁଥିଲେ ଯେ ସେ ବ୍ୟକ୍ତିକୁ କରୋନା ସଂକ୍ରମଣ ହୋଇଛି | ଏବେ ଏହାର ଲକ୍ଷଣ ଠିକରେ ବୁଝି ହେଉନାହିଁ | ତେଣୁ ଆପଣ ମାନେ ମୁହଁ କୁ ଢାକି ସଦାବେଳେ ରୁହନ୍ତୁ | ତେବେ ଆସନ୍ତୁ ଆଜି ଜାଣିବା କରୋନାର କିଛି ନୂଆ ଲକ୍ଷଣ ବିଷୟରେ | ତେବେ ଶିଘ୍ର ଚେକ୍ କରିନିୟନ୍ତୁ ଆପଣଙ୍କୁ କରୋନା ହୋଇଛି କି ନାହିଁ |

ଯେପରି ଭାବେ କରୋନା ତାର ରୂପ ବଦଳାଉଛି ସେହିପରି ତାର ନୂଆ ନୂଆ ଲକ୍ଷଣ ମାନ ମଧ୍ୟ ପ୍ରକାଶ ପାଉଛି | ସାଧାରଣତଃ ଜ୍ଵର ଥଣ୍ଡା କାଶ , ଗନ୍ଧ , ଵାସନ୍ନ ଚାଲିଯିଵା ଆଦି କରୋନାର ଲକ୍ଷଣ ବୋଲି କୁହାଯାଇଛି | ମାତ୍ର ଏବେ କରୋନାର ନୂଆ ଲକ୍ଷଣମାନ ଦେଖାଯାଉଅଛି | କରୋନା ସଂକ୍ରମଣ ହେଵା ପରେ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳୁଛି | ଯଦି ଆପଣଙ୍କ ନଖର ରଙ୍ଗ ଫିକା ପଡ଼ିଯାଏ କିମ୍ବା କିଛି ସପ୍ତାହ ପରେ ଏହାର ଆକାରରେ ପରିବର୍ତ୍ତନ ଦେଖିବାକୁ ମିଳେ ତେଵେ ଆପଣ କରୋନାରେ ସଂକ୍ରମିତ ବୋଲି ବୁଝିବାକୁ ହେବ |

ନଖର ଅନ୍ୟ ଏକ ଲକ୍ଷଣ ଜଣାପଡିଛି ଯେ ଯଦି ଆପଣଙ୍କ ନଖ ଉପରେ ଲାଲ ରଙ୍ଗର ଅର୍ଦ୍ଧ ଚନ୍ଦ୍ର ଦେଖିବାକୁ ମିଳେ ତାହେଲେ ମଧ୍ୟ ଆପଣ କରୋନାରେ ସଂକ୍ରମିତ ବୋଲି ବୁଝିବାକୁ ହେବ ,ନଖ ଉପରେ ଏହି ଅର୍ଦ୍ଧ ଚନ୍ଦ୍ର ଆକୃତି କାହିଁକି ବନେ ଏହାର ଏକ ସମ୍ଭାବିତ କାରଣ ହେଉଛି ଭାଇରସ ଦ୍ଵାରା ଜଡ଼ିତ ରକ୍ତ ବାହିକାରେ କ୍ଷତି ହୋଇପାରେ  କିମ୍ବା ଏହା ଭାଇରସ ବିରୋଧରେ ପ୍ରତିରୋଧକ କ୍ରିୟା ମଧ୍ୟ ହୋଇପାରେ | ଯେଉଁଥିପାଇଁ ରକ୍ତ ଛୋଟ ଜମାଟ ହୋଇଯାଏ | ନଖର ରଙ୍ଗ ଫିକା ପଡ଼ିଯାଏ |

covideee

କେତେକଙ୍କ ଠାରେ ଏହି ଚିହ୍ନ ଏକ ସପ୍ତାହ ମଧ୍ୟ ରହେ ତ କେତେକ ଠାରେ ଏହି ଚିହ୍ନ ଚାରି ସପ୍ତାହ ମଧ୍ୟ ରହିଥାଏ ତେବେ ଏହା ଥିଲା ସେହି ନୂଆ ଲକ୍ଷଣ | ତେଣୁ ଆପଣ ଆପଣଙ୍କର ଘରେ ସତର୍କ ହୋଇ ରୁହନ୍ତୁ | ଦୟାକରୀ ଘରୁ ବାହାରକୁ ଵାହାରନ୍ତୁ ନାହି | ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ !  ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *