corona

କରୋନା ର ୫ ନୁଆ ଲକ୍ଷଣ | Covid-19 Third Wave |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟେକ ମହାମାରୀର ଭିନ୍ନ ଭିନ୍ନ ବ୍ଵେବରେ ଭିନ୍ନ ଭିନ୍ନ ଭୂତାଣୁର ରୂପ ଦେଖାଦେଇଥାଏ | ଯେମିତି ବର୍ଷେ ତଳେ ଆମେ ଦେଖିଥିବା ମହାମାରି ବା କୋଭିଡ ୧ ଆପଣ କହିପାରନ୍ତି | ସେଠି ଯେଉଁ କରୋନାର କୋହର ଥିଲା ଏଠି ତା ସଂପୂର୍ଣ୍ଣ ଭାବେ ଏହି ଦିତୀୟ ଲହରିରୁ ଭିନ୍ନ ଥିଲା | ସେଠି ଲୋକେ ଆକ୍ରାନ୍ତ ହୋଇଥିଲେ ଅନେକ ଗୁରୁତର ହେଉଥିଲେ | କିନ୍ତୁ ଏତେ ସଂଖ୍ୟାରେ ରୋଗି ଆମେ ସାରା ବର୍ଷରେ ଦେଖିନଥିଲେ | ଯାହା ଏବେ ଗୋଟିଏ ମାସରେ ଦେଖିସାରିଲେଣି |

‌ଏହି ଆକ୍ରାନ୍ତ ଙ୍କ ସଂଖ୍ୟା ହୁଁ ହୁଁ ହୋଇ ବଢୁଥିବାରୁ ଏହା ଏହି ଦିତୀୟ ଲହରିର ପ୍ରକୃତି ଯାହାକି ଏକ ନିକ୍ଳିୟରର ଭାଇରସ | ସେଥିପାଇଁ ଏହି ଦିତୀୟ ଲହରିରେ ଆମେ ଦେଖୁଛନ୍ତି ଏତେ ସଂଖ୍ୟାରେ ଲୋକେ ଜୋଡି ହେଉଛନ୍ତି ଏବଂ ସବୁଠାରୁ ବଡ଼ କଥା ହେଉଛି ପରିବାରର ଜଣଙ୍କୁ ହେଲେ ସମସ୍ତ ପରିବାରକୁ ହେଇଯାଉଛି | ଅଫିସରେ ଜଣଙ୍କୁ ହେଲେ ଅଫିସର ସମସ୍ତ ଲୋକଙ୍କୁ ହୋଇଯାଉଛି | ତେଣୁ ଆମେ କହିପାରିଵା ଯେ ଏହା ଅତି କମ୍ ସମୟ ମଧ୍ୟରେ ସମସ୍ତଙ୍କୁ ଆକ୍ରାନ୍ତ କରିପାରୁଛି |

ସାରା ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି | ଦିତୀୟ ଲହରିର ପୃର୍ବ ଅପେକ୍ଷା ଏହା ଅଧିକରୁ ଅଧିକ ବଢିବାରେ ଲାଗିଛି | କେବଳ ସଂକ୍ରମଣ କରୁଛି ତାହା ନୁହେଁ ଅଧିକ ଜୀବନ ମଧ୍ୟ ନେଉଛି | ଏହାର ଲକ୍ଷଣ ଦେଖା ଗଲେ କିଛି ଲୋକ ଘରେ ରହି ଏହାର ଚିକିତ୍ସା ହେଉଛନ୍ତି ତ ଆଉ କେତେକ ଲୋକ ଗଭୀର ହୋଇ ଡାକ୍ତରଖାନା ଯାଉଛନ୍ତି | ଯଦି ୫ଟି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଯାଇ ଡାକ୍ତରର ପରାମର୍ଶ ନିଅନ୍ତୁ |

ତେଣୁ ଆସନ୍ତୁ ଜାଣିବା ସେହି ୫ଟି ଲକ୍ଷଣ ତେବେ ପ୍ରଥମ ଲକ୍ଷଣ ହେଉଛି ଶ୍ଵାସ ରୋଗରରେ ଅନିୟମିତତା | ଶ୍ଵାସ ନେଲା ବେଳେ କୋୖଣସି ଅସୁବିଧା ଅନୁଭବ କରୁଥିଲେ ବା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ତେବେ ଏହା କରୋନା ସଂକ୍ରମଣ ର ଏକ ବିପଦ ଲକ୍ଷଣ ଅଟେ | ଏହା ପ୍ରାୟତଃ ଆମର ଫୁସଫୁସ କୁ ପ୍ରଭାବିତ କରିଥାଏ  |୨ୟ ଲକ୍ଷଣ ହେଲା ଅମ୍ଳଜାନ ସ୍ତର ହ୍ରାସ ପାଇବା | ମହାମାରୀର ରେ ପିଡୀତ ଲୋକମାନଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇଯାଏ| କାରଣ ଏହାର ସିଧା ପ୍ରଭାବ ଫୁସଫୁସ ଉପରେ ପଡ଼ିଥାଏ | ଯାହା ଦ୍ଵାରା ଅମ୍ଳଜାନ ସ୍ତର ହ୍ରାସ ପାଇଯାଏ |

covideee

୩ୟ ଲକ୍ଷଣ ଚେତା ହରାଇଵା ପରି ଲାଗିବା | ଏହାର ପ୍ରଭାବ ସିଧା ଆମ ମସ୍ତିଷ୍କ ଓ ସ୍ନାୟୁ କୋଷ ଉପରେ ପକାଇଥିଵାରୁ ଏହାର କାରଣରୁ ରୋଗି ଚେତା ହରାଇବା ପରି ସମସ୍ଯ ଦେଖାଯାଇଥାଏ | ୪ର୍ଥ ଲକ୍ଷଣ ହେଲା ଛାତି ଯନ୍ତ୍ରଣା ଅନୁଭବ କରିବା | ଏହାର ସିଧା ପ୍ରଭାବ ଫୁସଫୁସ ଉପରେ ପଡ଼ିଥାଏ | ଯାହା ଦ୍ଵାରା ଅମ୍ଳଜାନ ସ୍ତର ହ୍ରାସ ପାଇଯାଏ ଯାହା ଫଳରେ ଛାତି ଯନ୍ତ୍ରଣା ଅନୁଭବ ହୋଇଥାଏ |

୫ମ ଲକ୍ଷଣ ଓଠ କିମ୍ବା ମୁହଁ ନୀଳ ପଡ଼ିଯିବା , ଏହାର ମୁଖ୍ୟ କାରଣ ହେଉଛି ଅମ୍ଳଜାନ ସ୍ତର ହ୍ରାସ ପାଇଵା ,ଏହି କାରଣରୁ ଓଠ କିମ୍ବା ମୁହଁ ନୀଳ ପଡ଼ିଯିବା , କରୋନା ସବୁ ଦେଶରେ ହୁଁ ହୁଁ ହୋଇ ବଡ଼ି ଚାଲିଛି ଏଥିପାଇଁ ସତର୍କତା ଅବଲମ୍ବନ କରିବା ଉଚିତ , ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *