coronaaa

କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି ଓ ହେବ ନାହିଁ କରୋନା , Foods to Boost Immune System — COVID-19

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି କାଲିକା ଯୁଗରେ ଯେପରି ପରିସ୍ଥିତି ଚାଲିଛି ଵା କରୋନା ୨ୟ ଲହରୀ ଆରମ୍ଭ ହୋଇଯାଇଛି ସେଥିପାଇଁ ସମସ୍ତଙ୍କୁ ପୋଷାକ ଖାଦ୍ୟ ଖାଇବା ଉଚିତ୍ | ଯହା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ତେଣୁ ଆମେ ପ୍ରଥମ ଗୋଟିଏ ଡେଲି ରୁଟିନ କରିବା ଉଚିତ ତେଣୁ ସକାଳୁ ଉଠି ଆପଣଙ୍କ ର ତା ପିବା ଅଭ୍ୟାସ ଥିଲେ ତେବେ ନାଲି ଚା କିମ୍ବା ଲେମ୍ବୁ ଚା ପିଅନ୍ତୁ |

covideee

ହଳଦୀ ଗୁଣ୍ଡ ପକାଇ ପିବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ | ୨ୟ ହେଲା ଅଦା ଖାଇବା ଦ୍ବାରା ହଜମ ପ୍ରକ୍ରିୟା ବା ଗ୍ୟାଷ୍ଟିକ ରୋଗ ଭଲ ହୋଇଯାଏ | ସକାଳୁ ଆପଣ ଟିକିଏ ଅଳ୍ପ ପରିମାଣର କାର୍ବୋହାଇଡ୍ରେଟ ଖାଦ୍ୟ ଖାଇବା ଉଚିତ୍ ଆଉ ପ୍ରୋଟିନ ଓ ଅଳ୍ପ ପରିମାଣର ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ | ସବୁବେଳେ ସଦତେଜ ଫଳ ଖାଇବା ଉଚିତ | ଏଥିରୁ ଭିଟାମିନ ସି ମିଳିଥାଏ | ଯେଉଁମାନେ କୋଭିଡ ଆକ୍ରାନ୍ତ ବା ଯେଉଁମାନେ ହେଇନାହାନ୍ତି ସେମାନେ ଅଁଳା , ଅମୃତଭଣ୍ଡା , କମଳା ଆଦି ଖାଇବା ଉଚିତ୍ |

ପ୍ରୋଟିନ ଯୁକ୍ତ ଖାଦ୍ୟ ଯଥା ଛେନା | ଅଣ୍ଡା ର ଧଳା ଅଂଶ ଖାଇପାରନ୍ତି | ଆପଣ ଦହି ଖାଇବା ଦ୍ବାରା ପେଟ ଓ ଖାଦ୍ୟ ନଳୀ ଜନିତ ସମସ୍ୟା ଦୂର ହୋଇଥାଏ | ତାପରେ ଆପଣଙ୍କ ରହିଲା ମଧ୍ୟାହ୍ନ ଭୋଜନ |ମଧ୍ୟାହ୍ନ ଭୋଜନରେ ରିଫାଇନ ତେଲ ଠାରୁ ଦୂରେଇ ରୁହନ୍ତୁ ଉଷୁନା ଧାନର ଭାତ ଖାନ୍ତୁ | ରୋଟି ମଧ୍ୟ ପାଇପାରିବେ ଅଳ୍ପ ପରିମାଣର ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ | ସାଲାଟ ପ୍ରଚୁର ପରିମାଣରେ ଖାଇବା ଉଚିତ୍ |

କୋଭିଡ ଆକ୍ରାନ୍ତ ଥିଲେ ଅଧିକ ମାତ୍ରା ରେ ସାଲାଟ ଖାଆନ୍ତୁ ତାପରେ ସଂନ୍ଧ୍ୟାରେ ରେ ଆପଣ ମୁଗ ,ବୁଟ ,ଓ ଗୁଡ଼ ଖାଆନ୍ତୁ | ଏହା ବେଶ ଲାଭଦାୟକ ଅଟେ | ତାପରେ ରାତିରେ ସବୁବେଳେ ରୋଟି ସହିତଖାଇବା ଉଚିତ | ରାତି ୮ ମଧ୍ୟ ରେ ରାତ୍ରି ଭୋଜନ କରିବା ଉଚିତ | ରାତିରେ ଶୋଇବା ପୂର୍ବରୁ ହଳଦି ଗୁଆ ଘିଅ ପକାଇ ପିଅନ୍ତୁ । ଏହା ଥିଲା ଡେଲି ରୁଟିନ । ଜୟ ଜଗନ୍ନାଥ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *