dhani

ଧନୀ ଓ ଗରିବ ମଧ୍ୟରୁ କିଏ ଭାଗ୍ୟବାନ |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ ଧନୀ ଗରିବ ମଧ୍ୟରେ କିଏ ଭାଗ୍ୟବାନ। ସାଧାରଣତଃ ଯଦି ସମସ୍ତଙ୍କୁ ଏ ପ୍ରଶ୍ନ ପଚାରାଯାଏ ସମସ୍ତେ କହିବେ ଧନୀ ଲୋକ । ଆମେ ଯଦି କଳା ଚଷମା ପିନ୍ଧି ସୂର୍ଯ୍ୟ ବା ଚନ୍ଦ୍ରଙ୍କୁ ଦେଖନ୍ତି ଚନ୍ଦ୍ର ର ସୂପନ୍ଦରତା ବି ଆମକୁ କଳା ଲାଗେ । ସାଧାରଣତଃ ଜଣେ ଧନୀ ସେ ସବୁ ପଇସା ଠୁଳ କରିଥାଏ ତାଙ୍କ ପିଲାଙ୍କ ପାଇଁ , କିନ୍ତୁ ତା ପିଲାଟି ପାଠ ନ ପଢି ସେ ତା ବାପର ବିଜନେସ ରେ ପସିଯାଏ ଓ ସେଇଠି କିଛି ପଇସା ରୋଜଗାର କରେ ଜୀବନକୁ ଖାଇପିଇ କାଟି ଦେଇଥାଏ ।

boy3

ତାର ଶାରୀରିକ, ମାନସିକ ଓ ସାମାଜିକ ଉନ୍ନତି ଘଟିନଥାଏ ଇଏ ହେଉଛି ପ୍ରକୃତ ସତ୍ୟ । ଭଗବାନ ଜନ୍ମ ଏଥିପାଇଁ ଦେଇନଥାନ୍ତି କି ଅନ୍ୟ ର ଦୟାରେ ଅନ୍ୟର ସାହାଯ୍ୟରେ ଖାଇପିଇ ସୁଖ ଶାନ୍ତିରେ ଜୀବନ କାଟିବା ପାଇଁ ଏ ଅମୂଲ୍ୟ ଜୀବନ ଏ ଅମୂଲ୍ୟ ମସ୍ତିଷ୍କ ଏ ସୂନ୍ଦର ଶରୀର ଏ ସୂନ୍ଦର ଆତ୍ମା ଏଥି ପାଇଁ ମିଳିନଥିଲା ଅନ୍ୟର ଦୟାରେ ବଞ୍ଚି ମୃତ୍ୟୁ ବରଣ କରିବା । ଅନ୍ୟପକ୍ଷରେ ଜଣେ ଗରିବ ସଂଘର୍ଷ କରେ ଅର୍ଥ, ଖାଦ୍ୟ ଓ ଭବିଷ୍ୟତ ପାଇଁ ପ୍ରତ୍ୟେକ ମୂହୁର୍ତ୍ତ ରେ ସେ ପଡେ ଯେତେବେଳେ ଉଠେ ତା ଶରୀରର ତା ମନର ଶକ୍ତି ବଢେ ।

ପ୍ରତ୍ୟେକ ଥର ତାର ଧଯ୍ୟ ଓ ବିଶ୍ଵାସ ବଢେ । କଥାରେ କୁହାଯାଏ ପଙ୍କରୁ ପଦ୍ମ ଉତ୍ପତ୍ତି ହୁଏ , ଏହି ଗରିବ ରୁ ଏହି ସଂଘର୍ଷ ରୁ ସଫଳତା ହିଁ ଜାତ ହୁଏ । ଯେଉଁଠି ଆବଶ୍ୟକ ଥାଏ ସେଠି ଉଦ୍ଭାବନ ହୁଏ ଗରୀବର ସବୁବେଳେ ଆବଶ୍ୟକ ଥାଏ ସେଥିପାଇଁ ସେ ଆଗକୁ ବଢ଼ିବାକୁ ଚେଷ୍ଟା କରେ । ଯେଉଁ ଜାଗାରେ ଅର୍ଥ ଥାଏ ସେ ଜାଗାରେ ଅନର୍ଥ ଥାଏ ତେଣୁ ନିଜର କଷ୍ଟ ଅର୍ଜିତ ଅର୍ଥ ରେ ଗର୍ବର ସହିତ ବଞ୍ଚିବା ।

ଭଗବାନ ଆମକୁ ସୁନ୍ଦର ମସ୍ତିଷ୍କ ଓ ଶରୀର ଏଥିପାଇଁ ଦେଇନଥାନ୍ତି କି ଅନ୍ୟ ର ଦୟାରେ ଅନ୍ୟର ସାହାଯ୍ୟରେ ଖାଇପିଇ ସୁଖ ଶାନ୍ତିରେ ଜୀବନ କାଟିବା ପାଇଁ ଏ ଅମୂଲ୍ୟ ଜୀବନ ଏ ଅମୂଲ୍ୟ ମସ୍ତିଷ୍କ ଏ ସୂନ୍ଦର ଶରୀର ଏ ସୂନ୍ଦର ଆତ୍ମା ଏଥି ପାଇଁ ଦେଇଛନ୍ତି ସଂଘର୍ଷ କର ଓ ଏକ ନୂଆ ଇତିହାସ ସୃଷ୍ଟି କର ନୁହେଁ କି ଅନ୍ୟର ଦୟ୍ଯାରେ ଜୀବନ କାଟିବା । ତେଣୁ ଯଦି ଆପଣ ଗରିବ ଅଛନ୍ତି ମଧ୍ୟବିତ୍ତ ପରିବାରର ଅଛନ୍ତି ଆପଣ ଦୁଃଖିତ ହୁଅନ୍ତୁନୀ କାରଣ ଯୋଉ ଜାଗାରେ ଆବଶ୍ୟକତା ଅଛି ସେ ଜାଗାରେ ଉଦ୍ଭାବନ ଅଛି , ଯାହାର ଆବଶ୍ୟକତା ଅଛି ସେଠି ସଂଘର୍ଷ ଅଛି ଓ ଯେଉଁଠି ସଂଘର୍ଷ ଅଛି ସେଠି ବିଜୟ ଅଛି ।

ତେଣୁ ଅନ୍ୟର ଜୀବନକୁ ଦେଖି ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ ସର୍ବଦା ଭଲ ଜୀନିଷ ଶୁଣନ୍ତୁ ଓ ମସ୍ତିସ୍କ କୁ ଭଲ କମର୍ମରେ ଲଗାନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *