ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ପରି କର୍ପୁରର ଉପଯୋଗ ପୂଜା ପାଠ ପାଇଁ କରାଯାଏ ସେହିପରି କର୍ପୁରର ଉପଯୋଗ ପ୍ରାଚୀନ କାଳରେ ନାନା ପ୍ରକାରର ବ୍ୟବହାରରେ କରାଯାଉଥିଲା | କର୍ପୁରର ଉପଯୋଗ ପୂଜା ଅର୍ଚ୍ଚନା କରିବା ବେଳେ ଆରତୀ ଦେବା ବେଳେ ହେଉଥିଲା | ଏଥିରେ ଭଗବାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି , କର୍ପୁରର ଉପଯୋଗ ରେ ମନକୁ ଶାନ୍ତି ଓ ସ୍ଵାସ୍ଥ୍ୟ ଅବସ୍ଥା ଠିକ ରହିଥାଏ |
ଟଙ୍କା ପଇସାର ଅସୁବିଧା ସହ ବାସ୍ତୁ ଦୋଷ ଆଦି ଠିକ କରିଥାଏ | ତେବେ ଆସନ୍ତୁ ଜାଣିବା କର୍ପୁରର ବ୍ୟବହାରରେ ଘରର କିପରି ଭାବେ ସମସ୍ୟା ର ସମାଧାନ ହୋଇଥାଏ | ତେବେ ଆସନ୍ତୁ ଜାଣିବା ସେ ସବୁ ଉପାୟ ବିଷୟରେ ନମ୍ବର ୧ ଧନ ଵାନ ହେବା ପାଇଁ – ଯଦି ଆପଣଙ୍କ ପାଖରେ ଧନର ସମସ୍ୟା ବା ଅଭାବ ଦେଖାଦେଉଛି ସେଥିପାଇଁ ଆପଣ ଏକ ଚାନ୍ଦିର ଗିନାରେ କର୍ପୁର ଓ ଲବଙ୍ଗ ଜଳାନ୍ତୁ ଏହି ଉପାୟ କୁ ସବୁଦିନ କରନ୍ତୁ ଏହି ଉପାୟ କଲେ ଜୀବନରେ ଧନର ସମସ୍ୟା ଦୂର ହୋଇଯିବ |
୨ ନମ୍ବର ଭାଗ୍ୟ ବଦଳାଇବାକୁ ହେଲେ ଆପଣ କର୍ପୁରକୁ ତେଲର ବୁନ୍ଦାରେ ପାଣି ମିଶାଇ ସହ ମିଶାନ୍ତୁ ଏବଂ ଏହି ପାଣିରେ ସବୁଦିନ ସ୍ନାନ କରନ୍ତୁ | ଏହି ଉପାୟ ଆପଣଙ୍କର ଭାଗ୍ୟ ଖୋଲିଥାଏ ଓ ରୋଗରୁ ମଧ୍ୟ ରକ୍ଷାକରିଥାଏ | ନମ୍ବର ୩ ସନ୍ଧ୍ୟାରେ ହନୁମାନଙ୍କ ଆଗରେ କର୍ପୁର କୁ ଜଳାଇ ହନୁମାନ ଚାଳିଶା ପଢ଼ିଲେ ଏହା ଆମକୁ ପ୍ରାକୃତିକ ଏବଂ ଅପ୍ରାକୃତିକ ଘଟଣାରୁ ରକ୍ଷା କରିଥାଏ | ନମ୍ବର ୪ ଆପଣଙ୍କର ବହୁତ କାର୍ଯ୍ୟ ହୋଇପାରେ ନାହିଁ ତା’ର ମୂଳ କାରଣ ହେଉଛି ବାସ୍ତୁ ଦୋଷ , ବାସ୍ତୁ ଦୋଷ , ଦୂର କରିବାକୁ ହେଲେ ଆପଣଙ୍କୁ କର୍ପୁରକୁ ଗୋଟିଏ ଜାଗାରେ ରଖିଦିଆନ୍ତୁ |
ତାହା ମିଳେଇ ଗଲା ପରେ ପୁଣି ଆଉ ଦୁଇଟି କର୍ପୁର ରଖିଦିଆନ୍ତୁ | ନମ୍ବର ୫ ଯଦି ଆପଣ କର୍ପୁରକୁ ଘିଅ ରେ ବତୁରାଇ ରାତିରେ ରଖିଦିଆନ୍ତୁ ଏବଂ ସକାଳେ ଏହାକୁ ଜଳାନ୍ତୁ ଦେଖିବେ ଆପଣଙ୍କ ଘରୁ ସବୁ ନକରାତ୍ମକ ଶକ୍ତି ଦୂର ହୋଇଯିବ ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ପାଇବ | ନମ୍ବର ୬ ଯଦି ଆପଣଙ୍କର ଵିଵାହ ନ ହୋଇପାରୁଛି ତେବେ ଆପଣ ୬ଟି କର୍ପୁର ସହ ୩୬ଟି ଲବଙ୍ଗ ନିଅନ୍ତୁ ଓ ଏଥିରେ ଚାଉଳ ଏବଂ ହଳଦୀ ମିଶାଇ ଦିଅନ୍ତୁ | ଏହା ପରେ ଦେବୀ ମାଁ ଦୂର୍ଗାଙ୍କୁ ଆହୁତି ଦିଅନ୍ତୁ ଦେଖିବେ ଆପଣଙ୍କର ଜଲଦି ଵିଵାହ ହୋଇଯିବ |
ତେବେ ସାଧାରଣତଃ କର୍ପୁରର ଉପଯୋଗ ପୂଜା ଅର୍ଚ୍ଚନା ପାଇଁ କରାଯାଇଥାଏ ଏବଂ ଏଥିପାଇଁ ମନ ଓ ତନକୁ ଶାନ୍ତି ମିଳିଥାଏ । ତେବେ ଏହା ଥିଲା କିଛି ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।