ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ଜାଣନ୍ତୁ R ଏବଂ k ନାମ ଥିବା ଲୋକମାନେ କିପରି ହୋଇଥାନ୍ତି | ଏମାନଙ୍କର ଭିତରେ କିଏ ସବୁଠାରୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା କିପରି ହୋଇଥାନ୍ତି k ନାମର ଲୋକମାନେ | ଏପରି ଲୋକ ଲାଜକୁଳିଆ ସ୍ଵଭାବର ହୋଇଥାନ୍ତି | ଏମାନେ ଆବେଗ ପ୍ରବଣ ପ୍ରକୃତିର ଲୋକ ହୋଇଥାନ୍ତି | ଏମାନେ ସବୁବେଳେ ଅନ୍ୟର ଯତ୍ନ ଲୋଡିଥାନ୍ତି | ଏମାନଙ୍କର ଆକର୍ଶଣିୟ କେନ୍ଦ୍ର ରେ କୋୖଣସି ଇଛା ନ ଥାଏ |
ଏମାନେ ପ୍ରକୃତରେ ଭଲ ପାଇଥାନ୍ତି ଏବଂ ଯେଉଁମାନେ ଏମାନଙ୍କର ନିକଟତର ହୋଇଥାନ୍ତି ସେମାନେ ତାଙ୍କର ବହୁତ ଯତ୍ନ ନେଇଥାନ୍ତି | ଯେପରି ଆପଣ ଜାଣିଥିବେ ଵୋଲିଉଡ ର ପ୍ରଡୁସର କରନ ଜୋହର | ସେ ଅନ୍ୟମାନଙ୍କର ସାହାଯ୍ୟ କରିଥାନ୍ତି | ଅନ୍ୟମାନଙ୍କ ସହ ମିଶି କାମ କରିଥାନ୍ତି ଏବଂ ବହୁତ ସାହାୟକ ପ୍ରକୃତିର ହୋଇଥାନ୍ତି | କେତୋଟା କ୍ଷେତ୍ରରେ ଏମାନେ ଅନ୍ୟ ଉପରେ ନିର୍ଭର କରିଥାନ୍ତି | ଲାଜକୁଳ ହେବା ସହିତ ଏମାନେ ଆକର୍ଷଣୀୟ ହୋଇଥାନ୍ତି | ଏମାନେ ବିଶ୍ବାସର ଯୋଗ୍ୟ ହୋଇଥାନ୍ତି |
ଏମାନେ ଲୋକମାନଙ୍କ ଜୀବନ ସହିତ କେବେଵି ଖେଳନ୍ତି ନାହିଁ | ଏମାନେ ବହୁତ ଭଲ ସାଙ୍ଗ ଏବଂ ଜୀବନ ସାଥି ମଧ୍ୟ ହୋଇଥାନ୍ତି | ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି | ଏମାନଙ୍କ ମଧ୍ୟରେ ସବୁ ଜିନିଷକୁ ନେଇ ଉତ୍ସାହ ରହିଥାଏ | ଏମାନେ ତାଙ୍କ ଭଲ ପାଇବା ଜୀବନକୁ ବହୁତ ଗଭୀର ଭାବରେ ନେଇଥାନ୍ତି | ବିବାହ ପାଇଁ ଉପଯୁକ୍ତ ଜୀବନ ସାଥିର ଅପେକ୍ଷା କରିଥାନ୍ତି | ଯାହାର ନାମ k ରୁ ଆରମ୍ଭ ହୋଇଥାଏ ସେମାନେ ଦୃଢ଼ ଇଚ୍ଛା ଶକ୍ତିର ଲୋକ ହୋଇଥାନ୍ତି | ଏମାନେ ତାଙ୍କ ଜୀବନରେ ଜଲଦି ହାର ମାନିନଥାନ୍ତି | ଜୀବନର ବହୁତ କ୍ଷେତ୍ରରେ ହତାଶ ହୋଇଥାନ୍ତି ଓ ବହୁତ ରାଗି ଯାଇଥାଆନ୍ତି |
ଏବେ ଜାଣିବା R ନାମ ଥିବା ଲୋକମାନେ | ଏହି ଲୋକମାନେ ବୁଦ୍ଧି ଏବଂ ମାନବତାର ଲୋକ ଅଟନ୍ତି | ଏମାନଙ୍କର ବ୍ୟକ୍ତିତ୍ଵ ବହୁତ ପ୍ରଭାବଶାଳୀ ହୋଇଥାଏ | ଜୀବନରେ ବହୁତ କ୍ଷେତ୍ରରେ ଏମାନେ ହତାଶ ହୋଇପଡିଥାନ୍ତି | ଯେଉଁଥିପାଇଁ ଏମାନେ ନିଜ ରାଗକୁ ନିୟନ୍ତ୍ରଣ ରଖିଥାନ୍ତି | ଏମାନେ ନିଜ ଘର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି | କଳା ଏବଂ ସଂସ୍କୃତିରେ ଏମାନଙ୍କର ବହୁତ ରୁଚି ରହିଥାଏ | ଉଦାହରଣ ସ୍ଵରୂପ ବଲିଉଡ ମୁଭି ର ହିରୋ ରାଜ କୁମାର | ସେ ସବୁବେଳେ ଭଲ କାମ କରିଥାନ୍ତି |
R ଅକ୍ଷରର ଲୋକଙ୍କ ଦୁନିଆ ବହୁତ ସୁଜନାତ୍ମକ ହୋଇଥାଏ | ଏମାନଙ୍କର କାମ କରିବା ତରିକା ବହୁତ ଭଲ ହୋଇଥାଏ ଏଥିରେ ଏମାନଙ୍କର ବ୍ୟକ୍ତିତ୍ଵ ଜଣାପଡିଥାଏ | ଏମାନେ ବିଳାସ ପୂର୍ଣ୍ଣ ଜୀବନ ଜାପନ କରିବା ପାଇ ପସନ୍ଦ କରିଥାନ୍ତି | ଏମାନଙ୍କୁ ଦାମିକା ଗାଡ଼ି | ଦାମିକା ଘର ପସନ୍ଦ କରିଥାନ୍ତି | ଏ ସବୁ ବହୁତ ଆକର୍ଷଣୀୟ କରିଥାଏ | ଏମାନେ ବହୁତ ଦୟାଳୁ ସ୍ଵଭାବର ହୋଇଥାନ୍ତି | ଏହି ଲୋକ ବହୁତ ଆବେଗ ପ୍ରବଳ ହୋଇଥାନ୍ତି | ଯେଉଁଥିପାଇଁ ଏମାନେ ହଇରାଣରେ ପଡିଥାନ୍ତି |
ଏମାନଙ୍କର ନାସ୍ତି ସୂଚକ ଗୁଣ ନଥାଏ | ଏମାନେ ବହୁତ ଜଲଦି ରାଗି ଯାଇଥାଆନ୍ତି ତେବେ ଆଜି ଆମେ ଜାଣିଲେ କିଛି ନୂଆ କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।