parta

ବାଛନ୍ତୁ ଏକ ପତ୍ର ଓ ଜାଣନ୍ତୁ ବାସ୍ତବରେ ଆପଣ କେମିତି ନିଶ୍ଚୟ ଏବେ ଏହି କଥା ଗୁଡିକ ନିଜ ବିଷୟରେ ଜାଣିରଖନ୍ତୁ !

Uncategorized

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କ’ଣ ଆପଣ ଜାଣିଛନ୍ତି କି ଏକ ପତ୍ର ଦ୍ଵାରା ଆପଣ ନିଜର ବ୍ୟକ୍ତିତ୍ଵ ଓ ସ୍ଵଭାବ ଜାଣିପାରିବେ | ତେବେ ଆଜି ଆମେ ଜାଣିବାକୁ ଯାଉଛୁ ଯେ ଏପରି କେଉଁ ପତ୍ର ଦ୍ଵାରା ଆମେ ଆମର ବ୍ୟକ୍ତିତ୍ଵ ଓ ସ୍ଵଭାବ ଜାଣିପାରିବୁ | ଏହି ପତ୍ର ଦ୍ଵାରା ଆମେ ମନବୈଜ୍ଞାନିକ ବିଷୟରେ ଓ ଭବିଷ୍ୟତ ବିଷୟରେ ମଧ୍ୟ କିଛି କଥା କହିଥାନ୍ତି | ଗୋଟିଏ ଯାହାକୁ ରଙ୍ଗ ଓ ଆକୃତି ଆଧାର ଉପରେ ଏପରି ତିଆରି କରାଯାଇଛି କି ଆପଣଙ୍କ ମସ୍ତିଷ୍କ ଦ୍ଵାରା ସେଥିରେ ଆକୃତି ଚିହ୍ନିବା ଆପଣଙ୍କ ଭାଵନା ଅଭ୍ୟାସର କେତେ କଥା ଖୋଲିଯାଏ |

ଦ୍ଵିତୀୟ ହୋଇଥାଏ ଗୁଡିଏ ଛବି ମଧ୍ୟରୁ ଗୋଟିଏ ବାଛିଵ ଏବଂ ଏହାର ମହତ୍ତ୍ଵ ପ୍ରଥମ ପରି ହୋଇଥାଏ |ଏଥିରୁ ବାଛନ୍ତୁ ପତ୍ର ଏବଂ ଜାଣନ୍ତୁ ଆପଣଙ୍କର ମନ କଥା | ତେବେ ଏଠାରେ ଦିଆଯାଇଥିଵା ପତ୍ର ମଧ୍ୟରୁ ପ୍ରଥମ ପତ୍ର ବାଛିଥିବା ଲୋକେ ବହୁତ ଶାନ୍ତ | ସରଳ ସ୍ଵଭାବ ଅଟନ୍ତି | ଆପଣ ଅନ୍ୟମାନଙ୍କର ସାହାଯ୍ୟ ପାଇଁ ସବୁବେଳେ ତତ୍ପରେ ରହିଥାନ୍ତି | ସମସ୍ୟା ବେଳେ ଲୋକେ ଆପଣଙ୍କର ଫାଇଦା ମଧ୍ୟ ଉଠାଇଥାନ୍ତି | ଯଦି ଆପଣ ୨ୟ ପତ୍ର ବାଛିଛନ୍ତି ତେବେ ଆପଣ ଆକର୍ଷଣିୟ ବ୍ୟକ୍ତିର ଅଧିକାରୀ ଅଟନ୍ତି ଏହା ଆପଣଙ୍କ ଭଲ ଗୁଣ | ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେଵେ ଆପଣ ତାଙ୍କ ସହିତ ସବୁବେଳେ ରହିଥାନ୍ତି |

ଯଦି ଆପଣ ତୃତୀୟ ପତ୍ର ବାଛିଛନ୍ତି ତେବେ ଆପଣ ବହୁତ ମହତକାଂଶି ଅଟନ୍ତି | ଆପଣ ବହୁତ ଭାଗାଶାଳି ଅଟନ୍ତି | ଆପଣ ପ୍ରକୃତି ପ୍ରତି ଯେତେ କୃତଜ୍ଞ ଅଟନ୍ତି ତାର ପରିଣାମ ସେହି ପରି ଭାବେ ମିଳିଥାଏ | ଯଦି ଆପଣ ୪ ନମ୍ବର ପତ୍ର ବାଛିଛନ୍ତି ତେବେ ଆପଣ ଉଦାର ସ୍ଵଭାବର ଓ ଦୟାଳୁ ମଧ୍ୟ ଅଟନ୍ତି | ଆପଣ ଅନ୍ୟମାନଙ୍କ ପ୍ରତି ସବୁବେଳେ ନରମ ରହିଥାନ୍ତି | ଆପଣ ଅନ୍ୟ ମାନଙ୍କ ସହ ବହୁତ ଭଲ ଭାବେ ମିଶିଥାନ୍ତି | ଲୋକମାନେ ଆପଣଙ୍କୁ ତାଙ୍କର ସୁଖ ଦୁଃଖ ଵାଣ୍ଟିଥାନ୍ତି |

ଯଦି ଆପଣ ପାଞ୍ଚ ନମ୍ବର ପତ୍ର ବାଛିଛନ୍ତି ତ ଆପଣ ବହୁତ ଵିଚାରଵନ୍ତ ବ୍ୟକ୍ତି ଅଟନ୍ତି | ଆପଣ ପ୍ରତି କଥାର ଗଭୀର ପର୍ଯ୍ୟନ୍ତ ଯିଵା ପାଇଁ ଚେଷ୍ଟା କରିଥାନ୍ତି | ଏହା ଆପଣଙ୍କୁ ନିଜର ଲୋକଙ୍କ ଆଗରେ କିଛି ଖାସ କରିଥାଏ | ଯଦି ଆପଣ ୬ ନମ୍ବର ପତ୍ର ବାଛିଛନ୍ତି ତେବେ ଆପଣଙ୍କର ଲୋକମାନଙ୍କୁ ବୁଝିବା କ୍ଷମତା ଅଛି | ଆପଣ ଅନ୍ୟମାନଙ୍କ ଠାରୁ ଅଲଗା ହୋଇଥାନ୍ତି |

ଆପଣଙ୍କ ଭିତରେ କିଛି ବୈଜ୍ଞାନିକ ଚିନ୍ତାଧାରା ଅଛି ଓ ଏହି କଥା ଆପଣଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥାଏ | ଆପଣ ମଧ୍ୟ ଏକ ପ୍ରକୃତ ପ୍ରେମି ଅଟନ୍ତି | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *