janma

ଜନ୍ମ ତାରିଖ ରୁ ସମୂର୍ଣ୍ଣ ଭବିଷ୍ୟତ ଜାଣନ୍ତୁ|| date – 1,10,19,28 || ସ୍ତ୍ରୀ ଏବଂ ପୁରୁଷ ଙ୍କ ଭବିଷ୍ୟ ବାଣୀ !

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣମାନେ ଜାଣିବେ ଜନ୍ମ ତାରିଖ ରୁ ଭବିଷ୍ୟତ ଜାଣନ୍ତୁ । ଯେଉଁ ପୁରୁଷ ବା ସ୍ତ୍ରୀ ମାନଙ୍କର ୧,୧୦,୧୯,୨୮ ଜନ୍ମଗ୍ରହଣ କରିଥିବେ ତାଙ୍କର ଭବିଷ୍ୟବାଣୀ । ମୂଳ ସଂଖ୍ୟା ୧ ଥିବା ବ୍ୟକ୍ତି ରବି ଗ୍ରହଙ୍କ ଦ୍ବାରା ସଂପୂର୍ଣ୍ଣ ପରିଚାଳିତ । ରବି ହେଉଛନ୍ତି ସକଳ ଶକ୍ତିର ଆଧାର ।

sun

ଏମାନେ ବହୁତ ଚତୁର ,ସାହସୀ , ବହୁତ ପରିଶ୍ରମି ଜୀବନ କୁ ବାଜିଲଗାଇ ଏମାନେ ଶାରୀରିକ ପରିଶ୍ରମ କରିଥାନ୍ତି । ଯେଉଁ ସମୟରେ ରବି ଗ୍ରହ ସଫଳ ଭାବେ ଚଳନ କରିଥାନ୍ତି ସେହି ସମୟରେ ବ୍ୟକ୍ତି ର ସମୟ ଭଲ ହୋଇଥାଏ। ମୂଳ ସଂଖ୍ୟା ୧ ଥିବା ବ୍ୟକ୍ତିର ଅସୁବିଧା ହେଲା ଯେତେବେଳେ ରବି ଗ୍ରହ ଚଳନ ପ୍ରକ୍ରିୟାରେ ଦୁର୍ବଳ ଥାଆନ୍ତି ସେତେବେଳେ ଆପଣ ଅନେକ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଆପଣଙ୍କ ପାଇଁ ଉକ୍ତ ସମୟଟି ପ୍ରତ୍ୟେକ ବର୍ଷ ଅକ୍ଟୋବର , ଡିସେମ୍ବର ଆପଣଙ୍କ ପାଇଁ ଖରାପ ବିବେଚିତ ।

 

ମୂଳ ସଂଖ୍ୟା ୧ ଥିବା ବ୍ୟକ୍ତିଙ୍କ ଶୁଭ ଆପଣ ଯେ କୌଣସି କାମ କରିବେ ସଫଳତା ହାସଲ କରିବେ । ସମସ୍ତ ପ୍ରକାର କାର୍ଯ୍ୟ ସୂଚାରୁରୂପେ ହୋଇପାରିବ ଓ ତାଙ୍କ ଜୀବନ ମଙ୍ଗଳ ମୟ ହେବ । ମୂଳ ସଂଖ୍ୟା ୧ ଥିବା ବ୍ୟକ୍ତି ସେମାନଙ୍କ ନିମନ୍ତେ ଇଂରାଜୀ ତାରିଖ ୧ ,୧୦,୧୯,୨୮ ଏହି ତାରିଖ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସାହାଯ୍ୟ କରନ୍ତି । ପ୍ରତ୍ୟେକ ସପ୍ତାହରେ ସୋମବାର ଓ ରବିବାର ଭଲ ଦିନ ଅଟେ । ଆପଣଙ୍କ ପାଇଁ ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତି ଅତି ଉତ୍ତମ ହେବ ।

ଯେଉଁ ବ୍ୟକ୍ତିମାନେ ଯେକୌଣସି ୧,୧୦,୧୯,୨୮ ତାରିଖ ବା ଜୁଲାଇ ୧୦, ଅଗଷ୍ଟ ୨୦, ମାର୍ଚ୍ଚ ୨୨ଓ ଏପ୍ରିଲ ୨ ତାରିଖରେ ଜନ୍ମଗ୍ରହଣ କରିଥିବେ ସେମାନଙ୍କ ସହିତ ବନ୍ଧୁତା ସ୍ଥାପନ କଲେ ସୁଫଳ ପ୍ରାପ୍ତି ହୋଇଥାଏ । ଏହି ମୂଳ ସଂଖ୍ୟା ରେ ୧ ଥିବା ଲୋକଙ୍କୁ ବିବାହ କଲେ ବୌବହିକ ସମ୍ପର୍କ ଆନନ୍ଦ ମୟ ହୋଇଥାଏ । ଏହି ମୂଳ ସଂଖ୍ୟା ରେ ୧ ଥିବା ଲୋକଙ୍କୁ ସତ୍ତକତା ଅର୍ଥ କୁ ଚାହାନ୍ତୁ ଅଯଥା ବ୍ୟୟ କରନ୍ତୁନି । ସହଜରେ ସମସ୍ତଙ୍କୁ ବିଶ୍ଵାସ କରନ୍ତୁ ନାହିଁ ।

ସୁନ୍ଦରି ଯୁବତୀ ଓ ସ୍ତ୍ରୀ ଲୋକମାନଙ୍କ ସହ କୋୖଣସି ସମ୍ପର୍କ ରଖୁନ୍ତୁ ନାହିଁ ଏମାନଙ୍କ ସହ ସମ୍ପର୍କ ରଖିଲେ ସମାଜରେ ବଦନାମ ହେବ । ଆବଶ୍ୟକ ପଡିଲେ ସେମାନଙ୍କ ସହ ସମ୍ପର୍କ ରଖିପାରିବେ । ଏମାନଙ୍କ ଶୁଭ ତାରିଖ ୧,୩,୧୦,୧୩,୨୨,୨୮,୩୧। ଶୁଭ ବୟସ ୧,୧୦,୧୯,୨୮,୩୭,୪୬,୫୫,୬୪,୭୩ଏହା ଏମାନଙ୍କ ଶୁଭ ବୟସ ।ଅଶୁଭ ବୟସ ୭,୧୬,୨୫,୩୪,୪୧,୫୨,୬୩,୭୦ ଏମାନଙ୍କ ପାଇଁ ଅଶୁଭ ଅଟେ ତେଣୁ ସତ୍ତର୍କ ରୁହନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *