pars

ପର୍ସରେ ରଖନ୍ତୁ ଏହି ଜିନିଷ ( ଧନର ବର୍ଷା ) ହେବ |

Uncategorized

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ମନି ପର୍ସ ରେ କେଉଁ ସବୁ ଜିନିଷ ରଖିଲେ ଧନର ବୃଦ୍ଧି ହୋଇଥାଏ ଏବଂ କେଉଁ ଜିନିଷ ରଖିଲେ ଧନର ହାନି ହୋଇଥାଏ | ଧନର ଅଭାବ କିପରି ନ ଦେଖା ଦେବ ସେ ବିଷୟରେ ଆଜି ଆମେ ଆଲୋଚନା କରିବା | ପ୍ରଥମ କଥା ଯଦି ଆପଣଙ୍କୁ ପର୍ସ କିଣୁଛନ୍ତି ବା କିଏ ଗିଫ୍ଟ ଆକାରରେ ଦେଉଛି ତେବେ ଏହା ଶୁଭ ବା ଭଲ ହୋଇଥାଏ | ଦ୍ଵିତୀୟ କଥା ହେଉଛି ଆପଣ ଯେଉଁ ପର୍ସ ବ୍ୟବହାର କରୁଛନ୍ତି ତାହା ପ୍ରତି ବର୍ଷକୁ ବଦଳାଇ ଦିଅନ୍ତୁ |

କେହି କେହି ଵଦଳାନ୍ତି ନାହିଁ କିନ୍ତୁ ଏହା ପୁରୁଣା ହେବା ମାତ୍ରେ ବଦଳାଇବା ଉଚିତ | ଯଦି ମଝିରେ ପର୍ସ ଫାଟିଯାଏ ବା ଚିରି ଯାଏ ତେବେ ତୁରନ୍ତ ପର୍ସକୁ ବଦଳାଇଦିୟନ୍ତୁ ଏବଂ ପୁରୁଣା ପର୍ସକୁ ନ ଫିଙ୍ଗି ଏକ ଗଛ ମୂଳେ ରଖିଦିୟନ୍ତୁ | ଆଜି କାଲି ସବୁ ଅନଲାଇନ ବ୍ୟବସ୍ଥା ହେବାରୁ କେହି ପର୍ସ ପାଖରେ ରଖୁନାହାନ୍ତି ଏବଂ ସବୁ ଅନଲାଇନ ବ୍ୟାପାର କରୁଛନ୍ତି କିନ୍ତୁ ଏପରି କରିବା ଉଚିତ ନୁହେଁ କିଛି ଟଙ୍କା କାଢି ନିଜର ପର୍ସରେ ରଖିବା ଉଚିତ | ଏବଂ ସେହି ଟଙ୍କା ମାଁ ଭଉଣୀ ଭାଇକୁ ଦିଅନ୍ତୁ ଓ ଠାକୁର ଘରେ ମଧ୍ୟ ରଖନ୍ତୁ |

ସେହି ଟଙ୍କାକୁ ନେଇ ଠାକୁରଙ୍କ କାମରେ ଲଗାନ୍ତୁ ଏହା କରିବା ଦ୍ଵାରା ଧନର ଆଗମନ ହୋଇଥାଏ | ଯେଉଁମାନେ ପର୍ସ ବ୍ୟବହାର କରୁଛନ୍ତି ସେମାନେ ନୋଟକୁ ସଜ୍ଜିତ କରି ରଖନ୍ତୁ ଏବଂ କଏନକୁ ଅଲଗା କରି ରଖନ୍ତୁ | ପର୍ସ ଭିତରେ କାହାରି ଫୋଟ ରଖନ୍ତୁ ନାହିଁ | ପର୍ସକୁ ସବୁବେଳେ ପରିସ୍କାର ରଖନ୍ତୁ କାରଣ ମାତା ଲକ୍ଷ୍ମୀ ପରିସ୍କାର ଜାଗାରେ ରହିଥାନ୍ତି | ପର୍ସକୁ ସଦାବେଳେ ସ୍ଵତନ୍ତ୍ର ସ୍ଥାନରେ ରଖିବେ | ଧ୍ୟାନ ରଖିଥିବେ ଯେ ଆପଣଙ୍କ ପର୍ସରୁ କେହି ଟଙ୍କାଟେ ବି ଚୋରି ନ କରନ୍ତୁ ଏହା ହେଲେ ଆପଣଙ୍କ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ |

laxmi1

ଆପଣ ଯେବେ ବି ପେଣ୍ଟ କାଢୁଛନ୍ତି ତେବେ ପର୍ସଟିକୁ କାଢି ସ୍ଵତନ୍ତ୍ର ସ୍ଥାନରେ ରଖନ୍ତୁ | ତେବେ ଆସନ୍ତୁ ଜାଣିବା ପର୍ସରେ କ’ଣ ରଖିଲେ ମାଁ ଲକ୍ଷ୍ମୀ ଖୁସି ହୋଇଥାନ୍ତି | ଏକ ରୂପା କଏନକୁ ଆଣି ମାଁ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖନ୍ତୁ ଦେଖିଵେ ଯେ ଆପଣଙ୍କ ଧନର ଅଭାବ ରହିବ ନାହିଁ | ୨ୟ ଯଦି ଏକ କଉଡ଼ି କୁ ଆଣି ମାଁ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖିବା ଦ୍ଵାରା ଆପଣ ଧନ ବୃଦ୍ଧି ହେବ | ୩ୟ ଆପଣ ଯଦି ୨୧ଟି ଅରୁଆ ଚାଉଳ ଆଣି ଏକ ଲାଲ କିମ୍ବା ହଳଦିଆ କପଡାରେ ବାନ୍ଧି ପର୍ସରେ ରଖିବା ଦ୍ଵାରା ଆପଣଙ୍କର ଧନର ଅଭାବ ରହିବ ନାହିଁ | ବନ୍ଧୁଗଣ ଯଦି ଆପଣ ଲାଲ |

କଳା ଏବଂ ଧଳା ପର୍ସକୁ କିଣି ଆପଣଙ୍କ ପାଖରେ ରଖନ୍ତୁ ଏହା ଶୁଭ ହୋଇଥାଏ । ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *