ଆପଣମାନଙ୍କୁ ଆମ ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ ମୁ ଆପଣଙ୍କୁ ଏପରି ସଂକେତ ବିଷୟରେ କହିବି ଯାହା ଦ୍ୱାରା ଆପଣମାନେ ସ୍ୱଭାବଶାଳୀ ମହିଳାମାନଙ୍କୁ ସହଜରେ ଜାଣିପାରିବେ। ପ୍ରଥମେ ହେଉଛି ଚମକୁଥିବା ନଖ ବନ୍ଧୁଗଣ ପ୍ରାୟ ମହିଳାମାନଙ୍କର ନଖ ବହୁତ ଭଲ ଏବଂ ସୁନ୍ଦର ଦେଖାଯାଏ କିନ୍ତୁ ଗୋଲାପପରି ଚମକଥିବା ନଖ ଯେଉଁ ମହିଳାଙ୍କର ଥାଏ ସେହି ମହିଳା ଭଲ ଚରିତ୍ରର ହୋଇଥାନ୍ତି। ନିଜର ସ୍ୱାମୀ ଏବଂ ପରିବାରର ସୁଖ ଦୁଃଖର ସାଥ ଦେଇଥାନ୍ତି ବନ୍ଧୁଗଣ ଯେଉଁ ମହିଳାମାନଙ୍କର ମଧ୍ୟମା ଆଙ୍ଗୁଠି ଆଵଶ୍ୟକତା ଠାରୁ ଲମ୍ବା ହୋଇଥାଏ ସେ ମହିଳା ଦୁର୍ଭାଗ୍ୟଶାଳୀ ମହିଳା ହୋଇଥାନ୍ତି। ଦ୍ୱିତୀୟ ହେଲା ବାମ ଗାଲରେ କଳାଯାଇ ରହିବା ଯେଉଁ ମହିଳାମାନଙ୍କର ବାମ ଗାଲରେ କଳାଯାଇଥାଏ ସେପରି ମହିଳାମାନଙ୍କର ଖାଇବାରେ ବହୁତ ସଉକ ରଖିଥାନ୍ତି। ଏହି ମହିଳାମାନେ ବହୁତ ଭଲ ଖାଇବା ମଧ୍ୟ ବନେଇଥାନ୍ତି ଯାହାଦ୍ୱାରା ପରିବାର ଲୋକେ ଏମାନଙ୍କ ଦ୍ୱାରା ସର୍ବଦା ଖୁସି ରହିଥାନ୍ତି।
ତୃତୀୟ ହେଲା ଲମ୍ବା ନାକ ଯେଉଁ ମହିଳାମାନଙ୍କର ଲମ୍ବା ନାକ ଥାଏ ସେହି ମହିଳାମାନଙ୍କର କିଛି ଅସୁବିଧାର ସାମ୍ନା କରି ନିଜର ପରିବାରକୁ ବଞ୍ଚେଇଥାନ୍ତ। ଏହି ମହିଳାଙ୍କୁ ପଇସା ଖର୍ଚ୍ଚ କରିବାର ବହୁତ ସଉକ ରହିଥାଏ କିନ୍ତୁ ଏମାନେ କୌଣସି ବେକାର କାର୍ଯ୍ୟରେ ପଇସା ବର୍ବାଦ କରିନଥାନ୍ତି।ଚର୍ତୁଥ ହେଲା ଲମ୍ବା ଆଙ୍ଗୁଠି ଯେଉଁ ମହିଳାଙ୍କ ଆଙ୍ଗୁଠି ବହୁତ ଲମ୍ବା ରହିଥାଏ ସେ ମହିଳା ବହୁତ ବୃଦ୍ଧିମତି ହୋଇଥାନ୍ତି। ପଞ୍ଚମ ହେଲା ଗୋଲାପୀ ରଙ୍ଗର ପାଦ ଯେଉଁ ମହିଳାମାନଙ୍କର ପାଦ ଗୋଲାପୀ ରଙ୍ଗର ଦେଖାଯାଏ ସେପରି ମହିଳା ବହୁତ ଭାଗ୍ୟବାନ ହୋଇଥାନ୍ତି। ପ୍ରେମ ମାମଲାରେ ଦେଖିବାକୁ ଗଲେ ଏପରି ମହିଳା ନିଜର ପ୍ରେମିକ ବା ନିଜ ସ୍ୱାମୀଙ୍କୁ ବହୁତ ଭଲପାଇବା ଦେଇଥାନ୍ତି ଏବଂ ବହୁତ ଖୁସିରେ ମଧ୍ୟ ରଖିଥାନ୍ତି। ଷଷ୍ଠ ହେଉଛି କଠଉ ପରି ପାଦ ଯେଉଁ ମହିଳାଙ୍କର ପାଦ କଠଉ ପରି ହୋଇଥାଏ ସେପରି ମହିଳା ବହୁତ ଚତୁର ଏବଂ ବୃଦ୍ଧିମତି ହୋଇଥାନ୍ତି।
ଏପରି ମହିଳା କୌଣସି କାର୍ଯ୍ୟକୁ ବହୁତ ଭାବି ଚିନ୍ତିକି କରିଥାନ୍ତି ଅର୍ଥାତ ଏହି ମହିଳାମାନଙ୍କୁ ବିବାହ କରିଥିବା ବ୍ୟକ୍ତି କେବେବି ନିଜ ଜୀବନରେ ନିରାଶ ହୋଇନଥାଏ। କାହିଁକିନା ତାଙ୍କୁ ଏକ ବୁଝିବା ସୁଝିବା ପରି ସ୍ତ୍ରୀଟିଏ ମିଳିଥାଏ। ସପ୍ତମ ହେଲା ବଡ଼ବଡ଼ ଆଖି ଯେଉଁ ମହିଳାମାନଙ୍କର ବଡ଼ ବଡ଼ ଆଖି ରହିଥାଏ ସେହି ମହିଳାମାନଙ୍କୁ ହରିଣୀ ଆଖିର ସଂଜ୍ଞା ଦିଆଯାଇଥାଏ ଏପରି ମହିଳାଙ୍କର ଜୀବନରେ କୌଣସି ଜିନିଷର କମି ରହିଥାଏ। ଯେମିତିକି ସ୍ନେହ ଶ୍ରଦ୍ଧା ଭଲ ପାଇବା ସୁଖ ଶାନ୍ତି। ବନ୍ଧୁଗଣ ଆଶା କରୁଛି ଆପଣଙ୍କୁ ଆମର ଏହି ଅନୁଚିନ୍ତାଟି ଭଲ ଲାଗିଥିବ ତାହେଲେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ