khadya

କେଉଁ ବାର ରେ କେଉଁ ଖାଦ୍ୟ ଖାଇବା ଉଚିତ ଏବଂ ଅନୁଚିତ |

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା କେଉଁ ବାରରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍ ଏବଂ ଅନୁଚିତ | ସପ୍ତାହରେ ସାତ ଦିନ ଏବଂ ସାତ ଦିନକୁ ସାତଟି ବାରରେ ବିଭକ୍ତ କରାଯାଇଛି | ତେବେ ଖାଦ୍ୟ ଅନୁସାରେ ଆମେ ଜାଣିବା ତେବେ ପ୍ରଥମ ହେଲା ରବିବାର | ରବିବାର ଦିନଟି ସାପ୍ତାହିକ ଛୁଟି ଅଟେ | ଏହା ଫୁରସତ ର ଦିନ ଏହି ଦିନ ବିଭିନ୍ନ ପ୍ରକାର ଖାଦ୍ୟର ମଜ୍ଜା ନେଇଥାନ୍ତି ‌ମୁଖ୍ୟତଃ ଶାଗ ଜାତୀୟ ଖାଦ୍ୟ |

ମାଂସ ଓ ବିଭିନ୍ନ ପ୍ରକାର ଫଳ ଖାଇବା ଦରକାର | ଏହି ସବୁ ଖାଦ୍ୟରୁ ମନ ଉପରେ ସୂର୍ଯ୍ୟଙ୍କ ଶକ୍ତି ବିଛୁରିତ ହୋଇଥାଏ | ୨ୟ ହେଲା ସୋମବାର | ସୋମବାର ଚନ୍ଦ୍ରଙ୍କର ଦିନ ଏହା ମଧ୍ୟ ଜଳତତ୍ଵକୁ ସୂଚିତ କରେ | ଏଣୁ ସୋମବାର ଦିନ ଜଳ ଜାତୀୟ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ | ଏହା ସ୍ଵାସ୍ଥ୍ୟ ପ୍ରତି ହିତକାରୀ ହୋଇଥାଏ| କାକୁଡି , ତରଭୁଜ , କଖାରୁ ଖାଇବା ଭଲ ଅଟେ | ମଙ୍ଗଳବାର ଏହା ହିନ୍ଦୁ ମାନଙ୍କର ଦିନ ମଙ୍ଗଳବାର ଓଷା ମଧ୍ୟ କରାଯାଏ |

meeaat

‌ତେଣୁ ଏଥିରେ ଆବଶ୍ୟକ ଖାଦ୍ୟ ଖାଇବା ଉଚିତ୍ | ‌ଵୁଧଵାର ,ବୁଧ ମହା ଗ୍ରହଙ୍କ ଶକ୍ତି ତେଣୁ ଏହି ଦିନ ସମସ୍ତ ପ୍ରକାରର ଖାଦ୍ୟ ଗ୍ରହଣ କରିବା ସ୍ଵାସ୍ଥ୍ୟ ପ୍ରତି ହିତକାରୀ ହୋଇଥାଏ | ଗୁରୁବାର ଦିନ ଏହି ଦିନ ବୃହସ୍ପତିଙ୍କ ଦିନ ହୋଇଥାଏ ଏହି ଦିନ ହଳଦିଆ ରଙ୍ଗର ଖାଦ୍ୟ କଦଳୀ , କମଳା ଲେମ୍ବୁ ଖାଇବା ଉଚିତ୍ | ଶୁକ୍ରବାର ଯେକୌଣସି ଖାଦ୍ୟ ଖାଇବା ଉଚିତ୍ , ଶନିବାର ଶନି ଦେବଙ୍କୁ ଦିନ ।

foodd

ତେଲ ଶନି ଦେବଙ୍କ ପ୍ରିୟ ହୋଇଥିବାରୁ ଏହି ଦିନ ତେଲ ଜାତୀୟ ଖାଦ୍ୟ ଗ୍ରହଣ କରିବା ଉଚିତ । ଏହା ଥିଲା କିଛି ଜାଣିବା କଥା , ଏତିକି କହି ବିଦାୟ ନେଉଛୁ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *