ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁଗର ପରିବର୍ତ୍ତନ ହେବା ସହିତ ଚଳଚିତ୍ରର ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି | ଦିନକୁ ଦିନ ଚଳଚିତ୍ର ଉନ୍ନତ ହେବାରେ ଲାଗିଛି | ଆଜିର ଏ ଦୁନିଆରେ ଭାରତୀୟ ଚଳଚିତ୍ରକୁ ସାରା ବିଶ୍ଵ ଦେଖୁଛି | ଭାରତୀୟ ଚଳଚିତ୍ର ମଧ୍ୟରୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ଉନ୍ନତ ହେବାରେ ଲାଗିଛି କାରଣ ଏହାର ପ୍ରଶଂସକ ସାରା ଭାରତରେ ଅଧିକ ଦେଖିଵାକୁ ମିଳୁଛି | ତେଵେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ଷ୍ଟାଇଲିସ ହୋଇଥାନ୍ତି |
ତେବେ ସେମାନଙ୍କ ମଧ୍ୟରୁ କେତେକ ଅଭିନେତା ଅଭିନେତ୍ରୀ ବିବାହିତ ଓ କେତେକ ଅବିବାହିତ | ସେଥିମଧ୍ୟରୁ ଅବିବାହିତ ଅଭିନେତ୍ରୀ ଅନୁସ୍କା ସେଟି ଯିଏକି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚିତ | ଆଜି ଏହି ଅଭିନେତ୍ରୀ ପାଇଁ ସମସ୍ତେ ଦିୱାନା ଅଟନ୍ତି | ତେବେ ପ୍ରଶ୍ନ ଉଠିଛି ଯେ ଏହି ଅଭିନେତ୍ରୀ କାହାକୁ ଵିଵାହ କରିବେ | ଆସନ୍ତୁ ଜାଣିଵା ଯେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଚର୍ଚ୍ଚିତ ଅଭିନେତ୍ରୀ ଅନୁସ୍କା ସେଟି ନିଜର ଜୀଵନ ସାଥି ପାଇଁ କାହାକୁ ବାଛିଛନ୍ତି | ତେବେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଦୁବାଇର ଏକ ବଡ଼ ବିଜନେସମେନ୍ |
ତାଙ୍କର ନାମ ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଆସିନାହିଁ | ସୋସିଆଲ ମିଡିଆରେ ଏହା ଭାଇରାଲ ହେଵାରେ ଲାଗିଛି ଯେ ଅନୁଷ୍କା ସେଟି ଖୁବ ଶିଘ୍ର ଵିଵାହ କରିବାକୁ ଯାଉଛନ୍ତି ତେବେ ଏହା କେତେ ସତ କେତେ ମିଛ ଏହାର ପୂରା ପ୍ରମାଣ ମିଳି ନାହିଁ | ଅନୁସ୍କା ସେଟି ମଧ୍ୟ ନିଜର ପର୍ସନାଲ ଲାଇଫ ବିଷୟରେ କିଛି ଆଲୋଚନା କରିନାହାନ୍ତି | ତେବେ ଏହାର ସଂକେତ ସୋସିଆଲ ମିଡିଆରୁ ମିଳିଛି | କେତେକ ଫ୍ୟାନଙ୍କ ମତରେ କୁହାଯାଉଛି ଯେ ପ୍ରଭାସ ଓ ଅନୁସ୍କା ସେଟିର ଯୋଡ଼ି ବହୁତ ସାନ୍ଦାର ଅଛି ତେବେ ସେମାନଙ୍କୁ କେତୋଟି ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା |
ସେମାନଙ୍କ ପ୍ରେମ କାହାଣୀ ଅଛି ବୋଲି ମଧ୍ୟ କିଛି ସଂକେତରୁ ଜଣାପଡିଛି ତେବେ ଅନୁସ୍କା ସେଟି କାହାକୁ ନିଜ ଜୀବନ ସାଥି ବନେଇଵେ ତାହା ଏବେ ସସପେନ୍ସରେ ଅଛି | ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।