corona

କରୋନା ଭ୍ୟାକ୍ସିନ ହେଲା କାଳ !

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କରୋନା ମହାମାରୀର ଭୟଙ୍କର ରୂପ ଓ ତାର କାୟା ବିସ୍ତାର ସାରା ପୃଥିବୀର ବାତାବରଣକୁ ବଦଳାଇଦେଇଛି | ଚାରିଆଡେ ଶୋକ ଓ ଦୁଃଖର କାନ୍ଦଣା ଦେଖିବାକୁ ମିଳୁଛି | ଏହି କରୋନା କାହାର ପରିବାରର ସଦସ୍ୟଙ୍କୁ ନେଇଯାଉଛି ତ କାହାକୁ ବିଧବା ବନେଇ ଦେଲାଣି | ଦେଖିବାକୁ ଗଲେ ଦିନକୁ ଦିନ ଏହାର କାୟା ବିସ୍ତାର ବଢ଼ିବାକୁ ଲାଗିଛି | ଏହାର ପ୍ରଥମ ପ୍ରକ୍ରିୟା ଯାହା ସବୁ ତାଣ୍ଡବଲୀଳା ରଚିଛି ତାହା ଅବର୍ଣ୍ଣନୀୟ |

covideee

ଏହା ପରେ ଏହାର ଦ୍ଵିତୀୟ ଲହରି ଯାହା ସବୁ ତାଣ୍ଡବଲୀଳା ଘଟାଉଛି ତାହା ଜାଣିଵା ମାତ୍ରେ ଲୋକେ ଭୟରେ ଥରି ଉଠୁଛନ୍ତି | ଏହି କରୋନା ମହାମାରୀର ଦ୍ଵିତୀୟ ଲହରୀରେ କେତେକ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଛନ୍ତି | ଏହା ପାଇଁ ସରକାର ଉଚ୍ଚ ପଦକ୍ଷେପ ନେଲେ ମଧ୍ୟ କୋୖଣସି ଲାଭ ଦେଉନାହିଁ | ତେବେ ଏହାର ନିରାକରଣ ପାଇଁ ଯେଉଁ କରୋନା ଟିକା ସବୁ ବାହାର କରୁଛି ସେଥିରେ ମଧ୍ୟ ବୈଜ୍ଞାନିକ ମାନେ ବିଫଳ ହେଉଛନ୍ତି ତେବେ ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି |

ଯେଉଁମାନେ ସବୁ ଟିକା ନେଉଛନ୍ତି ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କର ଅଵସ୍ଥା ସାଂଘାତିକ ହୋଇଯାଇଛି କାହାର ରକ୍ତ ଶରୀରରେ ପିଣ୍ଡୁଳା ହୋଇ ଗଲାଣି ତ କାହାକୁ ଜ୍ଵର ହୋଇ ମୁଣ୍ଡ ଫଟା ବିନ୍ଧା ଦେଲାଣି ତେବେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ କରୋନାରେ ଯେଉଁ ଟିକା ଦିଆଯାଉଛି ତାର କେତେକ ପାର୍ଶ୍ଵ ପ୍ରତିକ୍ରିୟା ଦେଖିଵାକୁ ମିଳିଛି | ଭାରତରେ ଏହା ବିଭିନ୍ନ ସ୍ଥାନ ମାନଙ୍କରେ ଦେଖିବାକୁ ମିଳିଲାଣି | ଟୀକାକରଣ କରିବାର 20 ଦିନ ପରେ ଶରୀରରେ ରକ୍ତ ଜମାଟ ହେବାର ଲକ୍ଷଣକୁ ଚିହ୍ନଟ କରାଯାଇଛି |

ଏଥି ପାଇଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଯଦିଓ ଟିକା କରଣ ପରେ ଶରୀରରେ କିଛି ଜଟିଳ ସମସ୍ୟା ଦେଖିବାକୁ ମିଳୁଛି ଯେପରିକି ମୁଣ୍ଡ ବ୍ୟଥା , ଵାନ୍ତି ହେବା , ଶରୀର ଫୁଲି ଯିବା , ଶ୍ଵାସ କ୍ରିୟାରେ କଷ୍ଟ ଅନୁଭବ କରିବା ଇତ୍ୟାଦି ଏହିପରି କିଛି ସମସ୍ୟା ମାନ ଦେଖିବାକୁ ମିଳୁଛି ତେବେ ଯଥାସମ୍ଭବ ଆସି ଟିକା କରଣ କରୁଥିବା ସ୍ଥାନରେ ଆସି ରିପୋର୍ଟ କରନ୍ତୁ ଏବଂ ନିଜର ଚିକିତ୍ସା କରନ୍ତୁ |

ଯଦିଓ ଜ୍ଵର ହୋଇ ମୁଣ୍ଡ ବ୍ୟଥା ହେଉଛି ବା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ ଆପଣ ଦେରି ନ କରି ଟିକା କରଣ ସ୍ଥାନକୁ ଆସନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶରେ ଔଷଧ ଗ୍ରହଣ କରନ୍ତୁ , ଏହା ଭାରତରେ ଅଧିକ ମାତ୍ରା ରେ ଦେଖିବାକୁ ମିଳୁଥିବାରୁ ଆପଣଙ୍କୁ ସତର୍କ କରିଦିଆଯାଉଛି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ!

Leave a Reply

Your email address will not be published. Required fields are marked *