rasi

24 ଜୁନ 2021 ରାଶିଫଳ – କଣ ରହିଛି ଆଜି ଆପଣଙ୍କର ଭାଗ୍ୟରେ ।

RASIPHALA

ମେଷ ରାଶି : କିଛି କହିବା ପୁର୍ବରୁ ଏହା ପ୍ରଥମେ ଧ୍ୟାନ ରଖନ୍ତୁ , ଲୋକ ଆପଣଙ୍କ ବିଚାରକୁ ଅସହମତ ହୋଇପାରନ୍ତି , ପରିବାର ମାହୋଲ୍ ଖୁସି ରହିବ , ଆପଣ ନିଜ ବେପାରକୁ ଯୋଜନାବଦ୍ଧ ତରିକାରେ କାମ କରିବାର ଚେଷ୍ଟା କରିବେ , ମାନସିକ ଶାନ୍ତି ମିଳିବ , କିନ୍ତୁ ଆତ୍ମବିଶ୍ୱାସର ଅଭାବ ରହିବ । ବିଦ୍ୟାର୍ଥୀଙ୍କୁ ସର୍ବୋତ୍ତମ ସମୟ ଚାଲୁଛି , ମାନସିକ ଶାନ୍ତି ମିଳିବ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ବୃଷ ରାଶି  : ପାର୍ଟନର ସହ ରୋମାନ୍ସ କରିବାକୁ ମଉକା ମିଳିବ , ଅଫିସ୍ ରେ କେଉଁ ନୂଆ ଦାୟିତ୍ୱ ନେଇପାରନ୍ତି , ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧାକୁ ସାମ୍ନା କରିବେ,  ଏହି ରାଶିର୍ କାରୋବାରୀଙ୍କୁ ଆଶା ଅଛ୍ କି ଅଧିକ ଧନ ଲାଭ ହେବ , ଅଫିସ୍ ରେ ଆପଣଙ୍କ ନିଜ ରାୟ ରଖିବାର ପୁରା ମଉକା ମିଳିବ , ନୁଆ କାର୍ଯ୍ୟ ଓ ନୁଆ ଉଦ୍ୟୋଗ ଯୋଗ ହେଉଛି ,

ମିଥୁନ ରାଶି : ଆର୍ଥିକ ସାମାଜିକ ଓ ପାରିବାରିକ ଦୃଷ୍ଟିକୋଣରୁ ଏହା ଲାଭଦାୟୀ ରହିବ , ଆପଣ ନିଜ ଛୁଆଙ୍କୁ ଭଲ ସମୟ ଅତିବାହିତ କରିବେ , ଭାଇ ଭଉଣୀଙ୍କ ମଧ୍ୟରେ ଆପସିକ ମତାନ୍ତର ହୋଇପାରେ , ବେପାର କ୍ଷେତ୍ରରେ ଧନ ଲାଭ ହୋଇପାରେ , ଧାର୍ମିକ ଯାତ୍ରାରେ ବାହାରିପାରନ୍ତି , ପାରିବାରିକ ସମସ୍ୟା ବଢିବ , କ୍ରୋଧର କାରଣରୁ ମାନସିକ ସନ୍ତୁଳନ ହରାଇପାରନ୍ତି , ଆଜି ପୁରୁଣା ବନ୍ଧୁଙ୍କୁ ମନେ ପକାଇପାରନ୍ତି ।

mithun

କର୍କଟ ରାଶି : ଆଜି ଧର୍ମ ଓ ଆସ୍ଥାର ବଳ ମିଳିବ , କ୍ୟାରିୟର ଓ କାରୋବାରରେ ଶୁଭ ସମାଚାର ମିଳିବ , ଆପଣଙ୍କ ଘରେ କେଉଁ କାର୍ଯ୍ୟକ୍ରମ କିମ୍ବା ଉତ୍ସବରେ ଆୟୋଜନରେ ସାମିଲ୍ ହେବେ , ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହୋଇପାରେ , କାର୍ଯ୍ୟରେ ପ୍ରଗତି ହୋଇପାରିବ , ସଂକଳ୍ପ ଭାବନା ପ୍ରବଳ ହେବ , ପରିବାରରେ ସୁଖ ଶାନ୍ତି ମାହୋଲ୍ ରହିବ ।

ସିଂହ ରାଶି : ଆଜି ଆପଣଙ୍କର ନୁଆ ଲୋକଙ୍କର ସହ ସଂମ୍ପର୍କ ହୋଇପାରେ , କେଉଁ ଛୋଟ କଥାକୁ ନିଜ ସଂମ୍ପର୍କରେ ବିଲକୁଲ୍ ଆଣିବାକୁ ଦିଅନ୍ତୁ ନାହିଁ । ଆପଣ ସଂମ୍ପତ୍ତି ଉପରେ ନିବେଶ କରିପାରିବେ , କାର୍ଯ୍ୟ ସଂବନ୍ଧି ଯାତ୍ରା ପାଇଁ ଲାଭକାରୀ ହେବ , ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , ଆଜି ଆପଣ ନିଜ ବିରୋଧୀଙ୍କ ଠାରୁ ସାବଧାନ ରହିବେ , ବନ୍ଧୁଙ୍କ ସହ ମୁଭି ଦେଖିବାକୁ ପ୍ଲାନ୍ କରିପାରନ୍ତି , ଏହା ଦ୍ୱାରା  ସଂମ୍ପର୍କ ମଜବୁତ୍ ହେବ । ପୁରୁଣା ପଇସା ଫେରି ପାରିବେ ।

କନ୍ୟା ରାଶି : ଆଜି ଆପଣଙ୍କ ଶତ୍ରୁ ଓ ପ୍ରତିଧ୍ୱନ୍ଧୀ ନିଜ ଚାଲରେ ଫେଲ୍ ମାରିବେ , ପାରିବାରିକ ଜୀବନ ଶୁଭମୟ ରହିବ , ଶିକ୍ଷା କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରିପାରିବେ , ଆପଣଙ୍କ ଅଭ୍ୟାସ ଆପଣଙ୍କୁ ଉର୍ଜାବାନ କରାଇବ , ଆଜି ଆପଣଙ୍କୁ ବାଣୀରେ ସଂୟମ ରଖିବାକୁ ହେବ । କେଉଁ କଥାକୁ ନେଇ ଅଧିକା ଜିଦ୍ କରିବାରୁ ରକ୍ଷା ପାଇବା ଉଚିତ୍ , ଅଧିକାଂଶ ମାମଲାରେ ଭାଗ୍ୟଶାଳି ହୋଇପାରନ୍ତି |

kanya

ତୁଳା ରାଶି : ଆଜି ବାପା ଓ ବଡଙ୍କ ଠାରୁ ଲାଭପ୍ରାପ୍ତି କରିବେ , ପରିବାରରେ ବନ୍ଧୁଙ୍କ ସହ ଅଧିକା ପୁରୁଣା ସ୍ମୃତିକୁ ନେଇ ଆଲୋଚନା କରିପାରନ୍ତି , ଆଜି ଆପଣଙ୍କୁ ପୁରୁଣା ପରିଜନଙ୍କ ସହ ସଫଳତା ଆତ୍ମବିଶ୍ୱାସ ବୃଦ୍ଧି କରିବ , ନିବେଶର ମାମଲାରେ ଆପଣଙ୍କୁ କିଛି ଭଲ ଉପଦେଶ ମିଳିପାରିବ , କିଛି ଲୋକ ନଜରରେ ଆପଣଙ୍କୁ ପଜେଟିଭ୍ ଏନର୍ଜୀ ମିଳିବ ।

ବିଛା ରାଶି : ଆଜି ଚାକିରିରେ ପଦୋନ୍ନତି ଓ ବେତନରେ ବୃଦ୍ଧି ରହିବ , ପ୍ରେମ ସଂବନ୍ଧର ମାମଲାରେ ଆପଣ ଭାଗ୍ୟଶାଳି ରହିବେ , ବିବାହିତ କାର୍ଯ୍ୟରେ ଆବେଗ କାରଣରୁ ଜୀବନସାଥୀଙ୍କ ସହ ପାଟିତୁଣ୍ତ ହୋଇପାରେ , ବିଦ୍ୟାର୍ଥିଙ୍କୁ ଶ୍ରେଷ୍ଠତମ ପରିଣାମ ମିଳିପାରିବ , ଆପଣଙ୍କ କାର୍ଯ୍ୟରେ ଧୈର୍ଯ୍ୟ ଓ ଏକାଗ୍ରତା ରଖିବାକୁ ହେବ । ଏଥିରେ କିଛି କାମ ସଫଳ ହୋଇପାରିବ ।

ଧନୁ ରାଶି : ଇଚ୍ଛାଗୁଡିକ ପୁରା ହେବାର ସମୟ ଚାଲୁଛି , ବିର୍ତ୍ତିୟ ମାମଲାରେ ଭଲ ସ୍ଥିତି ଆସିବ , କେଉଁ ପୁରୁଣା କଥାକୁ ନେଇକରି ସହଯୋଗୀଙ୍କ ସହ ଯୁକ୍ତି ହୋଇପାରେ , ସାବଧାନୀ ସହ ବିବାଦକୁ ଏଡାନ୍ତୁ , ଆପଣଙ୍କ ମା ବାପାଙ୍କ ତରଫରୁ ଉପହାରରେ ଘର କିମ୍ବା ଗାଡି ମିଳିବ , ମିଠା ଖାଇବା ପ୍ରତି ସଜାଗ ରୁହନ୍ତୁ  କଥାବାର୍ତ୍ତାରେ ସଂୟମତା ରଖନ୍ତୁ ।

dhanu

ମକର ରାଶି : ଆଜି ଆଶା ନିରାଶା ମିଶ୍ରିତ ଭାବ ମନରେ ରହିବ , ସ୍ୱଭାବରେ ଚିଡଚିଡାପଣ ଆସିବ , ପଇସାକୁ ବଞ୍ଚାଇକରି ଆପଣ ନିଜ ଭବିଷ୍ୟରେ ଭାବିପାରିବେ , କେଉଁ ଆଡେ ପଇସା ନିବେଶ କରିପାରିବେ , ଭାଇ ଭଉଣୀଙ୍କ ସାମାଜିକ ସ୍ଥିତିରେ ଅପ୍ରତ୍ୟାଶିତ ଅଚାନକ ବୃଦ୍ଧି ହେବ । ମିତ୍ରଙ୍କର ସହଯୋଗ ପ୍ରାପ୍ତି ହେବ , ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ୍ ହେବ , ସମୟର ଅନୁକଳତା ଲାଭ ନିଅନ୍ତୁ , ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ଜୋସ୍ ଆସିବ , ପ୍ରେମୀ ଯୁଗଳ ପାଇଁ ଆଜିର ଦିନ ଶୁଭ ନୁହେଁ , କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଓ ସହଯୋଗ ମିଳିବାର ଦେଖିବାକୁ ମିଲୁଛି , ଲାଭର ହାତରେ ଆସିବ ,

ମୀନ ରାଶି : ଆଜି ଅଟକିଥିବା କାର୍ଯ୍ୟରେ ଗତି ଆସିବ , ଚେଷ୍ଟା କରିଲେ ଆପଣ ବଡରୁ ବଡ ଅସୁବିଧାକୁ ସହଜରେ କରିପାରିବେ , ଆଜି ବ୍ୟବସାୟିକ ଗତିବିଧିଗୁଡିକ ବହୁତ ପ୍ରଗତି ହେବ , ଆଜି ଦିନରେ ଆନନ୍ଦଦାୟକ ଓ ସ୍ମୃତିମୟ ରହିବ , ପ୍ରେମ ପ୍ରସଂଙ୍ଗରେ ଆପଣଙ୍କୁ ସଫଳତା ମିଳିବ , ଆଜି ଅପିସ୍ ରେ କିଛି ନୁଆ କାମ ଶିଖିବାକୁ ମଉକା ମିଳିବ , ଚାକିରିରେ ପ୍ରମୋଶନ ବେତନ ବୃଦ୍ଧି ଚେଷ୍ଟା କରିବେ , ଆଜି ଆପଣଙ୍କ ଚେଷ୍ଟା ବିଫଳ ଯିବ ନାହିଁ ।

Leave a Reply

Your email address will not be published. Required fields are marked *