chuti

ଚୁଟି ଝଡ଼ିବା ର ମୂଳ କାରଣ ଓ ଏହାର ଉପଚାର ।

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଚାହିଁଥାନ୍ତି ଲଙ୍ଗ ହେୟାର | ସାଇନିଙ୍ଗ ହେୟାର ଓ ଏହା ବି ଚାହିଥାଉ କି ଆମ ହେଯାର କେବେ ନଝଡୁ | ଏଥିପାଇଁ ଆମେ ଦାମି ସେମ୍ପୁ , ଦାମି ତେଲ ବ୍ୟବହାର କରିଥାଉ | ତଥାପି ଆମ ଚୁଟି ଝଡିଥାଏ । ଏହାର ମୂଳ କାରଣ ହେଉଛି ଆମେ ଅଜାଣତରେ ଛୋଟ ବଡ଼ ଭୁଲ କରିଥାଉ ଯାହା ଫଳରେ ଆମ ଚୁଟି ଝଡିଥାଏ ।

ଜାଣନ୍ତୁ ମୁଣ୍ଡ କୁଆଁଇବା ସମୟରେ କେଉଁ ଭୁଲ କରିଥାଉ ? ପ୍ରଥମ ହେଲା ଆମେ ଆମ ସେମ୍ପୁର ଭଲ ଭାବରେ ବ୍ୟବହାର କରିନଥାଉ କାରଣ ସେମ୍ପୁ ବହଳିଆ ହେଇଥାଏ ଓ ଆମେ ଏକାଥରେ ମୁଣ୍ଡରେ ଲଗେଇଥାଉ | ଏହା ଯୋଗୁଁ ଚୁଟି ଅଧିକ ଝଡିଥାଏ । ବାରମ୍ବାର ଚୁଟି ଧୋଇବା ଦ୍ୱାରା ଆମ ଚୁଟିର ନେଚୁରାଲ ଅଏଲ ଧୋଇଯାଏ ତେଣୁ ସପ୍ତାହରେ ଦୁଇ ଥର ଚୁଟି ହୁଅନ୍ତୁ ‌। ଆପଣ ଯେତେବେଳେ ସେମ୍ପୁ ବ୍ୟବହାର କରିବେ ସେମ୍ପୁକୁ ଗୋଟିଏ ମିଗରେ ବାହାର କରି ସେଥିରେ ଅଳ୍ପ ପାଣି ମିଶାନ୍ତୁ ତା ପରେ ଚୁଟିରେ ଲଗାନ୍ତୁ ୫ମିନିଟ ସମାଜ କରିବା ପରେ ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

hairr

ଅନ୍ୟ ଏକ ଭୁଲ ହେଉଛି ଆମେ ଡାଇରେକ୍ଟ କନଡିସନର ଛୁଟିରେ ଲଗେଇଥାଉ ଏହା ଫଳରେ ଚୁଟି ଅଧିକ ଝଡିଥାଏ । ଦ୍ବିତୀୟ ହେଲା ଚୁଟି ଧୋଇବା ପରେ ମୁଣ୍ଡ କୁଣ୍ଡେଇ ଥାଉ ଏହା କରିବା ଦ୍ବାରା ଅଧିକ ଚୁଟି ଝଡିଥାଏ , ସେଥିପାଇଁ ଉଦା ଚୁଟିରେ ମୁଣ୍ଡ କୁଣ୍ଡାନ୍ତୁ ନାହିଁ ଚୁଟି ସୁଖିଲା ପରେ ମୁଣ୍ଡ କୁଣ୍ଡାନ୍ତୁ । ସମସ୍ତଙ୍କ ପାନିୟା ବ୍ୟବହାର କରନ୍ତୁ ନାହିଁ ,ନିଜ ପାନୀୟା ବ୍ୟବହାର କରନ୍ତୁ ଓ ସପ୍ତାହକୁ ପାନିୟାକୁ ୨ରୁ ୩ ଥର ସଫା କରନ୍ତୁ ।

ଏବେ ଜାଣନ୍ତୁ ଉଦା ଚୁଟି ବିଷୟରେ ଚୁଟି ଜଲଦି ସୁଖିବା ପାଇଁ ଆମେ ମୋଟା ଟାଉଏଲର ବ୍ୟବହାର କରିଥାଉ ଏହା କରିବା ଦ୍ବାରା ମଧ୍ୟ ଚୁଟି ଅଧିକ ଝଡିଥାଏ , ତେଣୁ ମୋଟା ଟାଉଏଲ ବ୍ୟବହାର ନକରି ପତଳା କଟନ କପଡା ବ୍ୟବହାର କରନ୍ତୁ । ଚୁଟିରେ ତେଲ ଲଗେଇବା ସମୟରେ କେଉଁ ଭୁଲ କରିଥାଉ ? ଯଦି ଆପଣ ଚୁଟି ରେ ଅଧିକ ତେଲ ଲଗାନ୍ତି ତା ହେଲେ ଆପଣଙ୍କ ଚୁଟିରେ ଅଧିକ ଧୂଳି ଲାଗିଯାଏ |

ଏହା ଦ୍ବାରା ଆପଣଙ୍କ ଚୁଟି ଝଡ଼ିବା ସମସ୍ୟା ଦେଖାଯାଏ , ତେଣୁ ଆପଣ ଚୁଟି ରେ ୨ ରୁ ୩ ଚାମଚ ତେଲକୁ ନେଇ ଉଷୁମ କରି ଚୁଟିରେ ଲଗାନ୍ତୁ ।ଏବେ ଜାଣିବା ଋପି କାହିଁକି ଉଠିଥାଏ ? ଆମେ ଚୁଟିରେ ଯଦି ଅଧିକ ତେଲ ଲଗେଇ ଥାଉ ତାହେଲେ ଋପି ଅଧିକ ହେଇଥାଏ । ତେଣୁ ଚୁଟିରେ ଅଧିକ ତେଲ ଲଗାନ୍ତୁ ନାହିଁ । ତେଣୁ ଏହା କରିବା ଦ୍ବାରା ଚୁଟି ଝଡ଼ିବା ବନ୍ଦ ହୋଇଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *