ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ନିଜ ଉପରେ ବିଶ୍ବାସ କରିବାର ଗୁଣ ଶିଖିଯାଆନ୍ତୁ | ନିଜକୁ ସାହାରା ଦେବାକୁ ଥିବା ଲୋକ କେତେବେଳେ ଯେ ଧୋକା ଦେବ ତାହା ଆପଣ ବିଶ୍ଵାସ ମଧ୍ୟ କରିବେ ପାଇଁ | ଚାଲନ୍ତୁ ଆପଣଙ୍କୁ ଏକ ଘଟଣା ବିଷୟରେ କହୁଛୁ ଯେ ଏକ ମହିଳା ଯିଏକି ଗାଡି ଚଲାଉଥିଵା ଅବସ୍ଥରେ ଏକ ଅନ୍ୟର ଗାଡ଼ିକୁ ଧକ୍କା ଦେଇଥିଲେ ଫଳରେ ଅନ୍ୟ ଗାଡ଼ିର ଯୁବକ ଜଣକ ପୋଲିସକୁ ଡାକି ସେ ମହିଳାକୁ ଦୋଷୀ ସାବ୍ୟସ୍ତ କରିବାରୁ ସେ ମହିଳା ଜଣଙ୍କ ନିଜର କପଡା ଖୋଲିବା ପାଇଁ ଧମକ ଦେଲେ ଓ କହିଲେ ମୁଁ ଦୋଷ କରିନାହିଁ ଓଲଟା ଦୋଷ ସେ ବ୍ୟକ୍ତି ଉପରେ ଲଦି ଦେଇଛନ୍ତି
ତ ଏଠି ଆପଣ କ’ଣ କହିବେ ନିଜେ ଭାବନ୍ତୁ , ଆସନ୍ତୁ ଆଉ ଏକ ଘଟଣା ଦେଖିବା ଯେ ଦୁଇ ଜଣ ବ୍ୟକ୍ତି ଯିଏକି ଶିଖ୍ ଅଟନ୍ତି ସେମାନଙ୍କୁ ଦୁଇ ପୋଲିସ ସହ ଝଗଡ଼ା କରିବାର ଦେଖାଯାଇଛି | ସେଥିମଧ୍ୟରୁ ଜଣେ ପୋଲିସ କର୍ମଚାରୀ ଝଗଡା କରୁଥିବା ବେଳେ ଶିଖ୍ ର ଦାଢିରେ ହାତ ମାରିଦେଇଛି | ତା ପରେ କଣ ହେଲା ଜାଣିବେ ଯଦି ଆଶ୍ଚର୍ଯ୍ୟ ହେବେ ଯେ ଶିଖ୍ ଜଣକ ତା’ର ଖଣ୍ଡା ଆଣି ପୋଲିସ କର୍ମଚାରୀକୁ ଧମକାଇଵାକୁ ଲାଗିଲା |
ଏଥିରେ ପୋଲିସ ମଧ୍ୟ ଡରି ଯାଇଥିଲା | ତେବେ ଏମାନଙ୍କ ମଧ୍ୟରେ କିଏ ଠିକ ଭାବିକି କହିବେ | ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଟାକି ମୁମ୍ବାଇରେ ଘଟିଛି ପ୍ରବଳ ବର୍ଷା ହେଉଥିଵା ସମୟରେ ଏହି ଘଟଣାଟି ସାମ୍ନାକୁ ଆସିଛି ଯେ ଏକ କାର ପାର୍କିଂ ଜାଗାରେ କାରଟି ସମାନ ଜାଗାରେ ଥିବା ବେଳେ ସେଠାରେ ଏକ ହଠାତ୍ ଏକ ସିଙ୍କ୍ ହୋଲ୍ ବା ଗହୀରା ଗାତ ହୋଇ ଗାଡ଼ିଟି ଖାଇରେ ପଡ଼ିଯାଇଥିଲା | ଯାହାକୁ କ୍ରେନ ସାହାୟତାରେ କଢାଯାଇଥିଲା | ଆଉ ଏକ ଘଟଣା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯଦି କାହାକୁ ଭଲ ପାଉଛନ୍ତି ତେଵେ ସତର୍କ ହୋଇଯାନ୍ତୁ କାହିଁକି ନା
ଏହି ଘଟଣା ଶୁଣିଵା ପରେ ଆପଣଙ୍କୁ ବିବାହ କରିବା ପାଇଁ ମନ ହେବ ନାହିଁ | ତାମିଲନାଡୁରେ ଏକ ବିବାହ ମଣ୍ଡପରେ ଝିଅ ଜଣକ ଆଉ କାହାକୁ ଭଲ ପାଉଛନ୍ତି କହି ମଣ୍ଡପରୁ ଉଠି ପଡିଲେ ଯାହା ଫଳରେ ପାଖରେ ବସିଥିବା ଲୋକ ଓ ବର ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ସେହିପରି ଏକ ଦୋକାନରେ ଜଣେ ଜିନିଷ ଚୋରି କରୁ କରୁ ସି ସି ଟିଭି ସାମ୍ନା କୁ ଆସିଯାଇଥିଲେ ଯାହାଫଳରେ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିଥିଲା |
ଆଜିକାଲି ସବୁ ଜିନିଷ ଅନଲାଇନ ବାଟେ ଆଣୁଛନ୍ତି ତେବେ ଜଣେ ମହିଳା ଏକ ଆଇ ଫୋନ ମୋବାଇଲ ଅଡର କରିଥିଲା ଯାହାର ବକ୍ସକୁ ଖୋଲି ଦେଖିଲା ବେଳକୁ ଏକ ପଥର ଵାହାରିଥିଲା ତେବେ ଆପଣ କୁହନ୍ତୁ କେଉଁ ଭରୋସାରେ ଅନଲାଇନରୁ ଜିନିଷ ଅଡର କରିବେ , ଆଜିର ଏ ଯୁଗ ଵଦଳିଯାଛି କିଏ କ୍ଷୀରରେ ପାଉଡର ମିଶାଇ ଦେଉଛି ତ କିଏ କାହାର ଗଳା କାଟିଦେଲାଣି ତେବେ ଆପଣ ମଧ୍ୟ ସତର୍କତା ସହ ରୁହନ୍ତୁ , ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ! ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।