ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ ସାମୃଦିକ ଶାସ୍ତ୍ର ଅନୁସାରେ କିଛି ଝିଅମାନେ ଏପରି ହୋଇଥାନ୍ତି ତାଙ୍କ ସ୍ୱଭାବରେ ବାପ ଘର ଏବଂ ଶାଶୁ ଘରେ ଧନର ବର୍ଷା ହୋଇଥାଏ। ଏପରି ଝିଅମାନେ ଯେଉଁଠିବି ରହିଥାନ୍ତି ସେଠାରେ ସୁଖ ସମୃଦ୍ଧି ଓ ବୈବାହିକ ବଢିବାକୁ ଲାଗିଥାଏ। ଏପରି ସୁଲକ୍ଷଣି ଝିଅମାନଙ୍କର ପରିଚୟ ତାଙ୍କର ଅଙ୍ଗମାନଙ୍କର ଆକାର ଶୈଳୀ ଏବଂ ରଙ୍ଗରୁ ଜଣାପଡ଼ିଥାଏ। ଆସନ୍ତୁ ଜାଣିବା ଲକ୍ଷଣ ଓ ଚିହ୍ନ ଯାହାକୁ ଦେଖିକରି ଜାଣିପାରିବା ଯେ ଝିଅଟି ଶୁଭ ଅଟେ ନା ନାହିଁ। ବନ୍ଧୁଗଣ ସୁଲକ୍ଷଣୀ ମହିଳା ମାନଙ୍କର କାରନାମା ଯଦି ଟିକେ ଲାଲ ହୋଇଥାଏ ତଳ ଆଡକୁ ମୂନିଆ ଓ ଓପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ତ ଏପରି ମହିଳା ଭାଗ୍ୟବାନ ହୋଇଥାନ୍ତି। ଦ୍ୱିତୀୟରେ ରହିଛି ଯେଉଁ ମହିଳାଙ୍କର ଗୋଡ଼ର ଆଙ୍ଗୁଠି ଟିକେ ଉପରକୁ ଉଠିକରି ଲଗାଲଗି ମୋଟା ହୋଇଥାଏ ତ ଏହା ସେମାନେ ସମୃଦ୍ଧିଶାଳୀ ହେବାର ଲକ୍ଷଣ ଦେଇଥାଏ। ତୃତୀୟରେ ହଉଛି ଭାଗ୍ୟଶାଳୀଙ୍କର ହାତ ଲମ୍ବା ହୋଇଥାଏ ଚର୍ତୁଥରେ ଯେଉଁ ମହିଳାଙ୍କର ନାଭିଟି ଗଭୀର ଭାବରେ ହୋଇଥାଏ ସେମାନେ ଲକି ହୋଇଥାନ୍ତି। ପଞ୍ଚମରେ ହେଉଛି ଜନ୍ମରୁ ହିଁ ଭାଗ୍ୟଶାଳୀ କନ୍ୟାଙ୍କର ଆଖିର ଧଳାଭାଗଟି କ୍ଷୀର ପରି ଧଳା ହୋଇଥାଏ ଓ ତାହା ସହିତ ଟିକେ ଲାଲି ରହିଥାଏ।
ଷଷ୍ଠରେ ରହିଛି ଯେଉଁ ମହିଳାମାନଙ୍କର ପାଦର ତଳ ଭାଗଟି ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି ଏହାର ବିପରୀତ ଯେଉଁ କନ୍ୟାଙ୍କର ପାଦର ଗୋଇଠି ଫାଟୁଥାଏ ସେମାନେ ସର୍ବଦା ଦୁଃଖରେ ଜୀବନ କାଟନ୍ତି। ସପ୍ତମରେ ହଉଛି ଯେଉଁ ମହିଳା ମାନଙ୍କର କପାଳ ଉନ୍ନତ ଅର୍ଥାତ କପାଳ ଟିକେ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଅଷ୍ଟମରେ ରହିଛି ଯେଉଁ ମହିଳାମାନଙ୍କର ଆଇବ୍ରୋ ମଧ୍ୟରେ କଳା ଜାଇ ରହିଥାଏ ତାହାକୁ ଶୁଭ ବିଚାର କରାଯାଏ। ନବମରେ ରହିଛି ଚିକ୍କଣ ଓ ଲାଲ ଜିଭ ଥିବା ମହିଳାମାନେ ସର୍ବଦା ଶୋଭାଗ୍ୟଶାଳୀ ହୋଇଥାନ୍ତି। ଦଶମରେ ହେଉଛି ନାଭିର ଟିକେ ତଳକୁ କଳାଜାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ଭାଗ୍ୟଶାଳୀ ମହିଳା ହେବାର ସଙ୍କେତ ଦେଇଥାଏ। ଏକାଦଶ ରେ ରହିଛି ଛୋଟ ବେକ ଥିବା କନ୍ୟାମାନେ ପ୍ରାୟତଃ ଲକି ହୋଇଥାନ୍ତି। ଦ୍ୱାଦଶରେ ରହିଛି ଯେଉଁ କନ୍ୟାମାନଙ୍କର ଓଠ ସର୍ବଦା ଲାଲ ହୋଇଥାଏ ସେମାନେ ଯେଉଁ ସ୍ଥାନରେ ରୁହନ୍ତି ସେମାନେ ମା ଲକ୍ଷ୍ମୀ ବାସ କରିଥାନ୍ତି ତ୍ରୟୋଦଶରେ ରହିଛି ପାଦରେ ଫୁଲ ଚକ୍ର ଓ ଶଙ୍ଖ ଆଦି ଶୁଭ ଚିହ୍ନ ଥିବା କନ୍ୟା କୌଣସି ଉଚ୍ଚ ଅଧିକାରୀଙ୍କର ପତ୍ନୀ ହେବାର ସଂକେତ ଦେଇଥାଏ। ଚର୍ତୁଦଶରେ ରହିଛି ସିଧା ଆଗକୁ ଟିକେ ବଡ଼ ହୋଇ ରହିଥିବା ନାକଟି ଐସୂର୍ଯ୍ୟର ସଙ୍କେତ ଦେଇଥାଏ। ଶେଷରେ ଜାଣିବା ଯେଉଁ ମହିଳାମାନଙ୍କର ଗୋଇଠିରେ ସର୍ପ ଆକାରର ଚିହ୍ନ ରହିଥାଏ ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ଓ ତାଙ୍କ ଉପରେ ଈଶ୍ୱରଙ୍କର କୃପା ରହିଥାଏ। ବନ୍ଧୁଗଣ ଆଶା କରୁଛି ଆମର ଏହି ଖବର ଆପଣମାନଙ୍କୁ ଭଲ ଲାଗିଥିବ ଯଦି ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରନ୍ତୁ ଧନ୍ୟବାଦ।