covi

କରୋନାରୁ ମୁକ୍ତିଲାଭ ପରେ ମଧ୍ୟ ସୁସ୍ଥ ନାହାନ୍ତି ତେବେ କରନ୍ତୁ ଏହି ୪ଟି ଉପାୟ !

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନାର ଭୟଙ୍କର ରୂପ ଅଧିକ ଦେଖିବାକୁ ମିଳୁଛି | ତେବେ ଗତ ବର୍ଷର କରୋନାର ତାଣ୍ଡବଲୀଳାକୁ ଭୁଲିବା ଅସମ୍ଭବ ହୋଇପଡ଼ିବା ବେଳେ ଏହାର ଏଇ ବର୍ଷର ସ୍ଥିତ ଅକୁହା ଅଟେ | ଏହାର ଦ୍ଵିତୀୟ ଲହରୀ ଯେପରି ଏକ ସୁନାମି ଏହାର ବର୍ଣ୍ଣନା ଅବର୍ଣ୍ଣନୀୟ | ପୂର୍ବ ବର୍ଷ ଅପେକ୍ଷା ଏହି ବର୍ଷ ଏହାର ହାର ଦିନକୁ ଦିନ ବୃଦ୍ଧି ପାଉଥିବର ଜଣାପଡିଛି | ସରକାରଙ୍କ ଲକଡାଉନ ଠାରୁ ଆରମ୍ଭ କରି ସଂକ୍ରମିତ ଲୋକଙ୍କ ମୃତ୍ୟୁ ପୁରା ଦେଶକୁ ଥରହର କରିସାରିଛି |

covideee

ତେବେ ଆଜି ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଏପରି ପରିସ୍ଥିତିରେ କରୋନାରୁ କେତେକ ଲୋକ ଗଭୀର ଭାବରେ ଅସୁସ୍ତ ହୋଇ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି କିନ୍ତୁ ସୁସ୍ଥ ହେବା ପରେ ମଧ୍ୟ ଲୋକଙ୍କ ଭିତରେ କରୋନାର ଲକ୍ଷଣ ସବୁ ଦେଖିବାକୁ ମିଳୁଛି | ସୁସ୍ଥ ହେବା ପରେ ମଧ୍ୟ କେତେକ ଲୋକଙ୍କୁ ସ୍ମେଲ ଆସୁ ନାହିଁ | ଟେଷ୍ଟ ଆସୁ ନାହିଁ, ଜ୍ଵର ଓ ଥଣ୍ଡା ଆଦି ସମସ୍ୟା ଲାଗି ରହୁଛି | ତେବେ ଏଥିପାଇଁ କିଛି ଘରୋଇ ଉପଚାର ଅଛି ଯାହାଫଳରେ ଆପଣ ଭଲ ହୋଇପାରିବେ ଏଥିପାଇଁ କିଛି ପରିକ୍ଷଣ ମଧ୍ୟ କରିବାକୁ ହେବ ନାହିଁ |

ପ୍ରଥମ କଥା ଯଦି ଆପଣଙ୍କୁ ଟେଷ୍ଟ ବା ସ୍ମେଲ ଆସୁନାହିଁ ତେବେ ଆପଣ ମାନେ ଗୋଲାପ ଫୁଲର ସେଣ୍ଟ | ଲବଙ୍ଗ ଓ ଚମ୍ପା ଆଦି ଫୁଲର ସେଣ୍ଟକୁ ଶୁଙ୍ଗନ୍ତୁ ଯାହାଫଳରେ ଆପଣଙ୍କର ଏହି ସମସ୍ୟା ଦୂର ହେଵ | ଦ୍ଵିତୀୟରେ ହେଲା ଯଦି ଆପଣଙ୍କୁ କାଶର ସମସ୍ୟା ମାନ ରହୁଛି ତେବେ ଆପଣ ଏକ ଘରୋଇ ଉପଚାର ଅଦା ଓ ମହୁ ମିଶ୍ରିତ ଏକ କାଢାର ସେବନ କରନ୍ତୁ ଯାହାଫଳରେ ଆପଣଙ୍କର କାଶ ଭଲ ହୋଇଥାଏ |

ଯଦି ଆପଣଙ୍କ ଛାତିରେ ଯନ୍ତ୍ରଣା ପରି ସମସ୍ୟା ଅନୁଭବ କରୁଛନ୍ତି ତେବେ ଆପଣ ଏହି ସେବନ ଗ୍ରହଣ କରନ୍ତୁ ଏଥିରୁ ଆପଣଙ୍କୁ ଠିକ ଲାଗିବ | ତୃତୀୟରେ ଯଦି ନିଶ୍ଵାସ ପ୍ରଶ୍ଵାସରେ ଅଶୁଵିଧା ହେଉଛି ତେବେ ଆପଣ ଏକ ପାତ୍ରରେ ଗରମ ପାଣି କରି ଏହାର ବାମ୍ଫ ନେବା ଫଳରେ ଏହି ସମସ୍ୟା ଦୂର ହୋଇଥାଏ | ଚତୁର୍ଥରେ ଆପଣଙ୍କୁ ଜ୍ଵର ଆଦି ସମସ୍ୟା ଥିଲେ ଆପଣ ଭିଟାମିନ ସି ଥିବା ଖାଦ୍ୟ ପଦାର୍ଥର ସେବନ କରନ୍ତୁ ଓ ଫଳ ଓ ନଡ଼ିଆ ପାଣିର ସେବନ ନିଶ୍ଚିତ କରନ୍ତୁ |

ତେବେ ଏହା ଥିଲା କିଛି ଜାଣିବା କଥା ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ  | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *