corona

କରୋନାରୁ ମୁକ୍ତିଲାଭ ପାଇଁ ଘରେ ବସି ନିୟନ୍ତୁ ଟିପ୍ସ ॥

HEALTH

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କରୋନା ମହାମାରୀର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଵାରେ ଲାଗିଛି | କରୋନା ମହାମାରୀର ଭୟଙ୍କର ରୂପ ଓ ତାର କାୟା ବିସ୍ତାର ସାରା ପୃଥିବୀର ବାତାବରଣକୁ ବଦଳାଇଦେଇଛି | ଚାରିଆଡେ ଶୋକ ଓ ଦୁଃଖର କାନ୍ଦଣା ଦେଖିବାକୁ ମିଳୁଛି | ପ୍ରାୟତଃ ଭାରତରେ ଏହାର ଲକ୍ଷଣ ଅଧିକ ଦେଖିବାକୁ ମିଳୁଛି |

ତେବେ ଯେତେ ଏହାର ସଂକ୍ରମଣର ସଂଖ୍ୟା ବୃଦ୍ଧି ପାଉଛି ଏହାର ରୋଗିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ଯାହାଫଳରେ ଚିକିତ୍ସାର ଅଭାବ ସହିତ ହସ୍ପିଟାଲରେ ଵେଡ୍ ର ଅଭାବ ମଧ୍ୟ ଦେଖାଯାଇଛି ଏବଂ ଅମ୍ଳଜାନର ଅଭାବ ହେତୁ ଅନେକ ଲୋକ ମୃତୁ୍ୟବରଣ କରୁଛନ୍ତି | ତେଣୁ ଏଥିପାଇଁ ଘରେ ରହି ଚିକିତ୍ସା କରିବା ପାଇଁ ଡାକ୍ତର ଉପଦେଶ ଦେଉଛନ୍ତି | ତେବେ ଘରେ ରହି ଆପଣ କିପରି ଚିକିତ୍ସିତ ହେବେ ସେ ବିଷୟରେ ଆଜି ଆମେ ଜାଣିବା |

covideee

ଯଦି ଆପଣ କରୋନାରେ ସଂକ୍ରମିତ ଅଛନ୍ତି ତେବେ ଆପଣ ଘରେ ରହିବା ଉଚିତ | ଯଦି ଆପଣ କରୋନାର କୋୖଣସି ଲକ୍ଷଣ ବିଷୟରେ ଦେଖିବାକୁ ପାଉଛନ୍ତି ତେଵେ ଆପଣ ଏକ ଘର ଭିତରେ ପରିବାର ଠାରୁ ଦୂରେଇ ରହି ନିଜକୁ ଆଇସୋଲେସନ ରେ ରଖନ୍ତୁ ଏବଂ ଦିନକୁ ୩ଟି ପାରାସିଟାମୋଲ ଔଷଧର ସେବନ କରନ୍ତୁ | ଏହା ପାଞ୍ଚ ଦିନ ପର୍ଯ୍ୟନ୍ତ କରନ୍ତୁ ତା ସହିତ ନିଜ ଶରୀରର ତାପମାତ୍ରାକୁ ମଧ୍ୟ ମାପି ଚେକ୍ କରନ୍ତୁ ଓ ନିଶ୍ଵାସ ପ୍ରଶ୍ଵାସରେ କିଛି ଅସୁବିଧା ଦେଖା ଦେଲେ ପାଖରେ ଅମ୍ଳଜାନ ସିଲିଣ୍ଡର ରଖନ୍ତୁ | ଯଦି ଘରେ ଅମ୍ଳଜାନ ନାହିଁ ତେବେ ଆପଣ ସେ ରୋଗିକୁ ଓଲଟା କରି ଶୁଆଇଦିଆନ୍ତୁ ଏହା ଦ୍ବାରା ନିଶ୍ଵାସ ପ୍ରଶ୍ଵାସରେ ଅଶୁଵିଧା ରହିବ ନାହିଁ |

ଯଦି ଚିକିତ୍ସା ପରେ ଅର୍ଥାତ୍ ପାଞ୍ଚ ଦିନ ପରେ ମଧ୍ୟ ଶରୀରରେ କୋୖଣସି ପରିବର୍ତ୍ତନ ଦେଖିଵାକୁ ମିଳୁନାହିଁ ତେବେ ଆକ୍ରାନ୍ତ ଙ୍କୁ ପ୍ରେଡ୍ନୀସୋଲନ ବଟିକା ଖାଇବାକୁ ଦିଅନ୍ତୁ ମନେରଖିବେ ଏହାକୁ ରାତିରେ ସେଵନ କରିବେ | ଯଦି ଏଥିରେ କିଛି ପ୍ରଭାବ ପଡେ ତେବେ ଆପଣ ୧୧ ଦିନ ଵେଳକୁ ରାତି ରେ ଶୋଇବା ପୂର୍ବରୁ ଥରେ ଅମନାକୋର୍ଟିଲ ବଟିକା ସେବନ କରିବାକୁ ଦିଅନ୍ତୁ । ଏହା ୧୫ ଦିନ ଯାଏ ସେବନ କରନ୍ତୁ ଓ ଦୁଇ ଦିନକୁ ଥରେ କରୋନା ପରୀକ୍ଷା କରନ୍ତୁ , ଦେଖିବେ ଏହା କରିବା ଦ୍ୱାରା ଶରୀରରେ କିଛିଟା ସୁଧାର ଆସିବ ଆଜିକାଲି ୯୦ ପ୍ରତିଷେଧ ଲୋକେ ଘରେ ଚିକିତ୍ସିତ ହେଉଛନ୍ତି |

ଏହି ସମୟରେ ଆପଣ ନଡ଼ିଆ ପାଣି ଓ ଆର୍.ଏସ୍. ପାଣିର ସେବନ କରନ୍ତୁ , ଦେଖିବେ ଆପଣଙ୍କ ଶରୀର ସୁସ୍ଥ ହେବାକୁ ଲାଗିବ ଓ ଆପଣଙ୍କୁ କୋୖଣସି ଚିକିତ୍ସା ମଧ୍ୟ କରିବାକୁ ପଡ଼ିବ ନାହିଁ , ଯଦି ଏହି ଚିକିତ୍ସା ସମୟରେ କୋୖଣସି ରୋଗ ଆପଣଙ୍କୁ ଆକ୍ରାନ୍ତ କରେ ତେବେ ଜଲ୍ଲଦି ଯାଇ ଡ଼ାକ୍ତରଙ୍କ ପରିମର୍ଶରେ ଔଷଧ ସେବନ କରନ୍ତୁ ତେବେ ଆଜି ପାଇଁ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *