ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହେଉଛି କ୍ଷୀର । ପ୍ରତିଦିନ କ୍ଷୀର ପିଇଲେ ହାଡ ମଜଭୁତ ହେବା ସହ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ ତେବେ କଣ ଆପଣ ଜାଣନ୍ତି କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । କ୍ଷୀରରେ ତୁଳସୀ ପତ୍ର ମିଶାଇଲେ ଏକ ପ୍ରାକୃତିକ ଔଷଧର କାମ କରିଥାଏ ଯାହା କ୍ୟାନ୍ସର ଏବଂ ମାଇଗ୍ରେନ୍ ଭଳି ମାରାତ୍ମକ ରୋଗ ଦୂର କରିଥାଏ ତେଣୁ କ୍ଷୀର ପିଇବା ପୂର୍ବରୁ ସେଥିରେ ତୁଳସୀ ପତ୍ର ପକାନ୍ତୁ ।
କ୍ଷୀର ସହ ତୁଳସୀ ପତ୍ର ମିଶାଇ ପିଇଲେ ମୁଣ୍ଡବିନ୍ଧା ରୋଗରୁ ମୁକ୍ତି ମିଳିଥାଏ ଯଦି ଆପଣ ମାଇଗ୍ରେନରେ ପୀଡିତ ତେବେ ପ୍ରତିଦିନ ସକାଳ ଏବଂ ସଂଧ୍ୟାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ । ଏହା ଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ । ଏହାସହ ଆପଣ କ୍ଷୀରରେ ତୁଳସୀ ପତ୍ର ଏବଂ ହଳଦୀ ମିଶାଇ ପିଇପାରନ୍ତି ସେହପରି କିଡନୀରେ ଯଦି ଷ୍ଟୋନ୍ ହୋଇଥାଏ ତେବେ ପ୍ରତିଦିନ ସକାଳେ ଖାଲି ପେଟରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ ଏପରି ନିୟମିତ କଲେ ଷ୍ଟୋନ୍ ବାହାରକୁ ଚାଲିଆସିବ ହୃଦ ଜନିତ ସମସ୍ୟା ପାଇଁ ଖୁବ୍ ଲାଭଦାୟକ।
କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇବା କ୍ଷୀରରେ ତୁଳସୀ ପତ୍ର ପକାଇ ଭଲ ଭାବରେ ଫୁଟାନ୍ତୁ ଏହା ପରେ ଏହାକୁ ଥଣ୍ଡା କରି ପିଅନ୍ତୁ । ନିୟମିତ ଏପରି ପିଇଲେ ହାର୍ଟ ସହ ଜଡିତ ସମସ୍ତ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଥାଏ କ୍ଷୀରରେ ଭିଟାମିନ୍ ସି ବ୍ୟତୀତ ଅନ୍ୟ ସମସ୍ତ ପୋଷକ ତତ୍ୱ ଭରପୁର ଅଛି । ପ୍ରତିଦିନ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଇଲେ ଏଥିରେ ଥିବା ଆଂଟିାବାୟୋଟିକ୍ ଗୁଣ ଶରୀରରୁ କ୍ୟାନ୍ସର ସହ ଲଢିବା ପାଇଁ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ସକାଳେ ଏବଂ ସଂଧ୍ୟାରେ କ୍ଷୀରରେ ତୁଳସୀ ପତ୍ର ମିଶାଇ ପିଅନ୍ତୁ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।