rasi

06 ଜୁଲାଇ 2021 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ ।

RASIPHALA

୧)ମେଷ ରାଶି : ଆଜିର ଦିନ ଆପଣଙ୍କ ପାଇଁ ମନୋରଞ୍ଜନର ଦିନ ଅଟେ , କିନ୍ତୁ ପରିଶ୍ରମ ଅଧିକା ରହିବ , ଛାତ୍ରଙ୍କ ପାଇଁ ଭଲ ସମୟ ଅଛି , ତାହାର ଭଲ ପରିଣାମ ମିଳିବ , ମାଙ୍ଗଳିକ ପ୍ରସଂଙ୍ଗ ଆୟୋଜିତ କରିବେ , ବିତ୍ତିୟ ସ୍ଥିତିରେ ସୁଧାର ଆସିବ , କିନ୍ତୁ ନୁଆ ସଂମ୍ପତ୍ତି ରେ ସାବଧନତା ନିବେଶ କରନ୍ତୁ । ବିଜନେସ୍ ରେ ଲାଭବାନ ହେବେ ,

୨)ବୃଷ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ , ପାଗକୁ ଦେଖି ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ , କିନ୍ତୁ ପଇସା ଲଗାତାର ପାଣି ପରି ବହିଚାଲିବ , ଆପଣଙ୍କ ଯୋଜନାରେ ବାଧା ଆସିପାରେ , ସୌହାର୍ଯ୍ୟପୁର୍ଣ୍ଣ ପାରିବାରିକ ଜୀବନ ରହିବ , କେଉଁ ମନୋରଞ୍ଜକ ଯାତ୍ରାର ପ୍ଲାନିଙ୍ଗ୍ କରିପାରନ୍ତି ।

୩)ମିଥୁନ ରାଶି : ଆଜି ପୁରୁଣା ସାଙ୍ଗ ସହ ସାକ୍ଷାତ ହେବ ମନ ବି ପ୍ରସନ୍ନ ରହିବ । ଆର୍ଥିକ ରୁପରୁ ସମୟ ଶୁଭ ଅଛି , ଆଗକୁ ମୋଦ୍ରିକ ଲାଭ ମିଳିବାର ସଙ୍କେତ ଦେଉଛି , କିନ୍ତୁ ଖର୍ଚ୍ଚ ବି ବଢିବାକୁ ଲାଗିବ , ମାଙ୍କ ସ୍ୱାସ୍ଥ୍ୟ ଖରାପ ରହିପାରେ , ସନ୍ତାନ ପକ୍ଷରୁ ଶୁଭ ସମାଚାର ମିଳିବ , କୁଆଁରା ପୁଅଙ୍କ ପାଇଁ ବାହାଘରର ପ୍ରସ୍ତାବ ମିଳିପାରିବ ।

mithun

୪)କର୍କଟ ରାଶି : ଆଜି କାର୍ଯ୍ୟକ୍ଷେତ୍ରରେ ସମସ୍ତେ ଗମ୍ଭୀରତାରେ ଶୁଣିବେ , ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହୋଇପାରେ , ଜିନିଷକୁ ନିୟନ୍ତ୍ରଣ୍ ରଖନ୍ତୁ , ଏହାପାଇଁ କଡା ପରିଶ୍ରମ କରିବାକୁ ପଡିପାରେ , ନିଜ ବିତ୍ତିୟ ସ୍ଥିତିକୁ ସୁଧାରନ୍ତୁ , ମଜବୁତି ଆସିବ , କୋର୍ଟ କଚେରି ମାମଲାରେ ସାବଧନତା ରଖନ୍ତୁ , ଚାକିରିରେ ପଦୋନ୍ନତି ହେବ ।

୫)ସିଂହ ରାଶି : ସକାଳୁ ତମ୍ବାର ଲୋଟା ନେଇ ସୁର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ , ଏହା ଦ୍ୱାରା ବଡ ଲାଭ ହେବ , କାର୍ଯ୍ୟ ସଂବନ୍ଧିତ ନୁଆ ଅବସର ପାଇବେ , ବନ୍ଧୁ ଓ ପରିବାର ସହ ପୁରା ସହଯୋଗ ପାଇବେ , ଆପଣ ନିଜ ରାଗ ଉପରେ କାବୁ ରଖିବାର ଅଛି , ରାଗରେ ନେଇଥିବା ପଦକ୍ଷେପ କ୍ଷତିସାଧନ କରିପାରେ ।

୬)କନ୍ୟା ରାଶି : ଆଜିର ଦିନ କାମ କାର୍ଯ୍ୟରେ ସହଜତା ଆଣିବ , ଯଦି ଆପଣ କାମରେ ବିଦେଶ ଯାତ୍ରା କରୁଛନ୍ତି ତେବେ ପ୍ରୟାସରେ ଆଗକୁ ବଢନ୍ତୁ , ବିତ୍ତିୟ ମାମଲାରେ ସହଜରେ ଆଗକୁ ବଢିବେ , ଅତିରିକ୍ତ ଆୟ ପାଇଁ ନିଜ ସୁଜନାତ୍ମକ ବିଚାରର ସାହାରା ନିଅନ୍ତୁ , କେଉଁ ଧାର୍ମିକ ସ୍ଥାନ ଦର୍ଶନ କରିବାକୁ ଯାଇପାରନ୍ତି ।

kanya

୭)ତୁଳା ରାଶି : ଆଜି ସଂମ୍ପର୍କ ମଜବୁତ୍ ହେବ , ପରିଣାମର ସୁତ୍ରରେ ବାନ୍ଧିହେବାର ଶୁଭ ଯୋଗ ନିର୍ମିତ ହେବ , ସଂଶାଧନର୍ ଅଭାବ କାରଣରୁ କିଛି ବ୍ୟବସାୟିକ ଯୋଜନା ଅଟକି ପାରେ , ଆମୋଦ ପ୍ରମୋଦ ଓ ମନୋରଞ୍ଜନ ପାଇଁ ରୁଚି ନେବେ , ମାନସିକ ଆଶ୍ୱସ୍ତି ମିଳିବ , ସ୍ୱାସ୍ଥ୍ୟର୍ ଚିନ୍ତା ରହିପାରେ , ଚାକିରି ଅଧିକାର ଦ୍ୱାରା ଦାୟିତ୍ୱ ବଢିପାରେ , କାହାଠାରୁ ଉଧାର୍ ଦେଇଥିଲେ ଧନ ଆଜି ଫେରି ପାଇବେ ।

୮)ବିଛା ରାଶି : ବ୍ୟବସାୟିକ ଦୃଷ୍ଟିରୁ ଆଜି ସକରାତ୍ମକ ବିକାଶ ସଂମ୍ଭବ ହେଉଛି , ଓ ଆତ୍ମବିଶ୍ୱାସ ବଢିବ , ଆପଣ ବହୁତ ଲମ୍ବା ସମୟରୁ ଅଟକି ରହିଇଥିବା କାମ ପୁରା ହୋଇଯୀବ , ଏଥିପାଇଁ ପ୍ରଭାବିତ ହୋଇପାରନ୍ତି , ଫାଲତୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ , ଅନ୍ୟଙ୍କ କଥାରେ ଯାଆନ୍ତୁ ନାହିଁ , ଜୀବନସାଥୀଙ୍କ ସହ ସଂବନ୍ଧ ଠିକ୍ ରଖନ୍ତୁ , ଶଶୁରଘର ପକ୍ଷରୁ ଶୁଭ କାର୍ଯ୍ୟରେ ସାହାଯ୍ୟ ମିଳିବ , ବିଛା ରାଶିଙ୍କ ପାଇଁ ମାଘ ପୁର୍ଣ୍ଣିମା ଦିନ ସଂନ୍ଧ୍ୟାରେ ତୁଳସୀ ସାମ୍ମାରେ ଘିଅର ଦିପ ଲଗାନ୍ତୁ ।

୯)ଧନୁ ରାଶି : ଆଜି କେଉଁ ନୁଆ କାମ ଆରମ୍ଭ କରିବାର ପୁର୍ବରୁ ବଡଙ୍କ ରାୟ ନିଅନ୍ତୁ , ହସ୍ତାକ୍ଷର କରିବା ପୂର୍ବରୁ କାନୁନୀ ଦସ୍ତାବିଜକୁ ଧ୍ୟାନରେ ପଢନ୍ତୁ , ଆପଣଙ୍କୁ ସମୟ ସମୟରେ ମିତ୍ରଙ୍କ ଓ ଶୁଭଚିନ୍ତକଙ୍କ ସମର୍ଥନ ମିଳିବ , ମାତା ପିତା ଓ ବେପାରରେ ଆର୍ଥିକ ସାହାଯ୍ୟ ମିଳିବ , କେଉଁ ଲମ୍ବା ଯାତ୍ରାର ଯୋଜନା କରିପାରନ୍ତି , ରୋଜଗାରରେ ବୃଦ୍ଧି ହେବ । ସମୟର ଅନୁକୁଳ ଲାଭ ଉଠାନ୍ତୁ । ଆଖପାଖ ସାମାଜିକ ଆୟୋଜନରେ ଭାଗିଦାରି ନେବେ ।

dhanu

୧୦)ମକର ରାଶି : ପରିବାର ସୁଖ ଶାନ୍ତି ରହିବ , ନିୟମିତ ବ୍ୟାୟାମ କରିବା ଆପଣଙ୍କ ପାଇଁ ଫାଇଦାଦାୟକ ହେବ , ଭଲ ଭାବରେ ନେଇଥିବା ନିର୍ଣ୍ଣୟ ଭଲ ଲାଭ ଦେବ,  ପାରିବାରିକ ସଂବନ୍ଧ ଓ କଥାବାର୍ତ୍ତା ଭଲ ରହିବ , ଆଜି ଉନ୍ନତିର ମାର୍ଗ ଦେଖାଦେଉଛି , ଥକା ଲାଗିପାରେ , ମକର ରାଶିର ଲୋକେ ଆଜି ମାଘ ପୁର୍ଣ୍ଣିମାରେ ଚନ୍ଦ୍ରଙ୍କ ପୁଜା କରନ୍ତୁ , ଧଳା ମିଠା କ୍ଷୀରର ଭୋଗ ଲଗାନ୍ତୁ , ଏହା ଦ୍ୱାରା ଚନ୍ଦ୍ର ଦୋଷ ସବୁ ଦୁର ହୋଇଯିବ

୧୧)କୁମ୍ଭ ରାଶି : ଆଜି ଆପଣଙ୍କୁ ଭାବନାତ୍ମକ ସନ୍ତୁଳନ ରଖିବାର ଅସୁବିଧା ଆସିପାରେ , କାମର ସଂବନ୍ଧିତ ଯାତ୍ରା କରିପାରନ୍ତି , ନୁଆ ରାସ୍ତା ଖୋଲିବ,  ସଂମ୍ପର୍କରୁ ପ୍ରେମ ବଢିବ , ଜାଗା , ବାହାନ , କିଣାକିଣି ଉପରେ ଦସ୍ତାବିଜକୁ ଧ୍ୟାନରେ ରଖନ୍ତୁ , କାଳି ଉଡତ ଦାନ କରନ୍ତୁ , ଆପଣଙ୍କ ସବୁ ଅସୁବିଧା ଦୁର ହୋଇଯିବ , କିଛି ବଡ କାର୍ଯ୍ୟ କରିବାରେ ମନ ହେବ , ଛୋଟ ମୋଟ ଯାତ୍ରା କରିପାରନ୍ତି , ଉତ୍ସାହ ବଢିବ , ଅଚାନକ କେଉଁ ଅତିଥି ଆସିପାରନ୍ତି , ଯାହା ଦ୍ୱାରା ଘରର ବାତାବରଣରେ ପରିବର୍ତନ ଆସିବ ।

୧୨)ମୀନ ରାଶି  :ସ୍ୱାସ୍ଥ୍ୟର ଦୃଷ୍ଟିକୌଣରୁ ଭଲ କଟିବାର ଅଛି , ଯଦି ପୈତୃକ ସଂମ୍ପତ୍ତି ସଂବନ୍ଧିତ କିଛି ସଂଘର୍ଷ ଅଛି , ତେବେ ପ୍ରୟାସ କରନ୍ତୁ , ଓ ଏହା ସୌହାଦ୍ୟପୁର୍ଣ୍ଣ ସମାଧାନ କରନ୍ତୁ , ନିଜ କାର୍ଯ୍ୟରେ ଅଧିକା ପରିଶ୍ରମ କରିବାର୍ ଦରକାର ଅଛି , ଧ୍ୟାନ ଭଟକିବ,  କିନ୍ତୁ ସଂୟମ ରଖନ୍ତୁ , କେଉଁ ନିଜ ସଂମ୍ପକୀୟଙ୍କ ସହ ଯୁକ୍ତି ହୋଇପାରେ,  ଦାମିକା ବସ୍ତୁ ସଂମ୍ଭାଳିକରି ରୁହନ୍ତୁ , ବିପଦପୁର୍ଣ୍ଣ ଜାମିନ୍ ରେ ସାମିଲ୍ ହୁଅନ୍ତୁ ନାହିଂ , ଆଜି ପରିଜନଙ୍କସହ ଖୁସି ମନାଇବେ , ଅଧ୍ୟାମ ପ୍ରତି ରୁଚି ବଢିବ ।

Leave a Reply

Your email address will not be published. Required fields are marked *