rasi

08 ଜୁଲାଇ 2021 ଗୁରୁବାର ରାଶିଫଳ – ମା ଲକ୍ଷ୍ମୀଙ୍କ କୃପାରୁ କେମିତି କଟିବ କାଲି ଆପଣଙ୍କର ଦିନ ।

RASIPHALA

୧)ମେଷ ରାଶି : ଏହି ଦିନ ଆପଣଙ୍କ ଭାଗ୍ୟ ସାଥ୍ ରହିବ , ଆପଣ ନିଜ କାମ କାର୍ଯ୍ୟକୁ ସଫଳ ହୋଇପାରିବେ , ଲୁଚି ଥିବା ଶତ୍ରୁ ଆପଣଙ୍କ ନାଁରେ ମିଥ୍ୟା ପ୍ରଚାର କରିବାରେ ଅଧିର ହେବେ , ନିଜ ପ୍ରାଥମିକତାକୁ ଭାଗ୍ୟ ସହ ଯୋଡନ୍ତୁ , ଜୀବନସାଥିଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ କାମ କାର୍ଯ୍ୟରେ ପ୍ରଭାବିତ ହୋଇପାରନ୍ତି , ମନର ଚିନ୍ତାର ସବୁ କାରଣ ଅଛି , ନିଜ ଜୀବନ ସହ ଯୋଡି ହୋଇଥିବା ସବୁ ଚିନ୍ତାଗୁଡିକ ଏଥିରେ ସାମିଲ୍ ଅଛି , ହିତ ଶତ୍ରୁ ଆପଣଙ୍କର ଅହିତ୍ ନକରନ୍ତୁ ଏହା ଧ୍ୟାନ ରଖିବେ ।

୨)ବୃଷ ରାଶି : ଆଜି ଆପଣଙ୍କର ଖୁସିମୟ ମାହୋଲ୍ ହେବ , ପରିବାର ଓ ସମାଜରେ ମାନ ସମ୍ମାନ ହାସିଲ୍ କରିପାରିବେ , କପଡାର କାରୋବାରରେ କ୍ଷତି ସହିବାକୁ ପଡିପାରେ , କାମକୁ ନେଇକରି ଚିନ୍ତା ରହିବ , ଦାମ୍ପତ୍ୟ ଜୀବନରେ କିଛି ଚିନ୍ତା ରହିବ , କିଛି ବଡ ଅଟକିଥିବା କାମ ସଠିକ୍ ସମୟରେ ହେବ , ବିବାହର କଥାକୁ ପକ୍କା କରିବାପାଇଁ ପୂର୍ବରୁ କିଛି ଦିନ ଅଟକିବା ଉଚିତ୍ । କାନରେ ପୀଡା କୁ ନେଇ ଚିନ୍ତା କରିବେ , କିଛି ବଡ ଅଟକିରହିଥିବା କାମ ହେବାକୁ ଲାଗିବ ।

୩)ମିଥୁନ ରାଶି ; ଆଜି ସନ୍ତାନ ଆରୋଗ୍ୟରେ ମନ ବ୍ୟାକୁଳ ରହିବ , କିଛି ବଡ ସଉଦା ହୋଇଥିବାର ଦେଖିବାକୁ ପାଇବେ , ଭାଗ୍ୟ ଉପରେ ଭରସା ରଖିଲେ କିଛି ଫାଇଦା ନାହିଁ , ନିଜକୁ ଭଲ ଅନୁଭବ କରିବେ , ଆଜି ସାହିତ୍ୟ ଓ କଳା ରେ ରୁଚି ବଢିବ , ସମୟ ଅନୁକୁଳ ଅଛି , ଦିନରେ କିଛି ଅଟକିଥିବା କାମକୁ ନିପଟାଇପାରିବେ ।

mithun

୪)କର୍କଟ ରାଶି : ଆପଣଙ୍କୁ ଆଜି କେଉଁ ପ୍ରକାରର ଆର୍ଥିକ ସାହାଯ୍ୟ ମିଳିପାରିବ , ଯଦି ହୋଇପାରିବ ଲମ୍ବା ଯାତ୍ରାରୁ ଦୁରେଇ ରୁହନ୍ତୁ , ବୌଦ୍ଧିକ ଚର୍ଚ୍ଚାରୁ ଦୁର ରହିବାକୁ ଚେଷ୍ଟା କରନ୍ତୁ , ମାନସିକ ଚିନ୍ତା ଆପଣଙ୍କ ଦୂର ହୋଇଯିବ , ଦିନରେ ଭାବିଥିବା କାମ ପୁରା ହେବ , କିଛି ବଡ କାମ ସମୟରେ ହେବ , ଆପଣଙ୍କ ପ୍ରିୟଙ୍କୁ ଆପଣଙ୍କ ଠାରୁ ଭରସାର ଦରକାର ଅଛି , ଆପଣଙ୍କ ଜୀବନସାଥୀ ସହ ଚିନ୍ତାଯୁକ୍ତ ସଂମ୍ପର୍କ ରହିପାରେ ।

୫)ସିଂହ ରାଶି ; ଆଜି ଆପଣଙ୍କୁ ଏମିତି ସ୍ରୋତ ଧନ ଅର୍ଜନ କରିବେ ଯାହା ବିଷୟରେ ପୁର୍ବରୁ ଭାବିନଥିବେ , ନିବେଶ କରିବାର ଭଲ ବିଚାର ଅଛି , ଅଧିକା ଉନ୍ନତି କରିବେ , ଚିନ୍ତାର ସ୍ତର କମ୍ ହେବାକୁ ଲାଗୁଛି  ,ମନୋରଞ୍ଜନ ସହ ଯୋଡି ହୋଇଥିବା ବଡ କାର୍ଯ୍ୟ ସଠିକ୍ ସମୟରେ ହେବାର ଦେଖିବାକୁ ପାଇବେ , ଆସୁଥିବା ସମୟରେ ଆର୍ଥିକ ରୁପରେ ସମୃଦ୍ଧ ହୋଇପାରିବେ ।

୬)କନ୍ୟା ରାଶି : ଆଜି ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାର ଅଛି , ଚିନ୍ତା ଦୂର ହୋଇଯିବ , ଦିନରେ ଗୋଟିଏ ନୁଆ ବେପାର ଉଦ୍ଧମ କରିବାର ସମୟ ଅଛି , ବହୁତ ସମୟରୁ ମନରେ ଥିଆ କିନ୍ତୁ ତାହାକୁ ଉପଯୋଗିତ କରିପାରୁନଥିଲେ,  କିନ୍ତୁ ଦିନରେ ଏହାକୁ ପୁରା କରିବାର ଦିନ ଅଛି , ଯେଉଁ ବିଦ୍ୟାର୍ଥି କେଉଁ ଟେଷ୍ଟ ପାଇଂ ପ୍ରସ୍ତୁତ କରୁଛନ୍ତି , ତାଙ୍କୁ ଆଜି ପାଠ ପଢାରେ ମୁସକିଲ୍ ସାମ୍ନା କରିପାରିବେ , ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ ।

kanya

୭)ତୁଳା ରାଶି : ଆଜି କେଉଁ ନୁଆ କାର୍ଯ୍ୟର ଆରମ୍ଭ କରିବେ , ଆମଦାନୀରେ ବୃଦ୍ଧି ହେବ , ବେପାରରେ କେଉଁ ବଡ ଫଇସଲା ନେବାରୁ ବଞ୍ଚିବେ , ଦିନ ଆପଣଙ୍କର ଭଲ ରହିବ , ଘର ଭଡାକୁ ନେଇ ଜୀବନସାଥୀଙ୍କ ମଧ୍ୟରେ ଫାଟ ଆସିପାରେ , ଯାତ୍ରାରେ କେଉଁ ସୁନ୍ଦରୀ ତରୁଣିଙ୍କ ଅହ ସାକ୍ଷାତ ଆପଣଙ୍କୁ ଭଲ ଅନୁଭବ କରାଇପାରେ , ଚିନ୍ତାର ସ୍ତର ଆପଣଙ୍କର କମ୍ ହେବ , ପରିଶ୍ରମ ରଙ୍ଗ ଆଣିବ ।

୮)ବିଛା ରାଶି : ଆଜି ନୁଆ କାର୍ଯ୍ୟ ହାତରେ ନେବେ ତ ସଫଳତା ଆସିବ , ଆପଣଙ୍କ ମନରେ ନୁଆ ଉତ୍ସାହ ଓ ଜୋସ୍ ଦେଖାଦେବ , ଆପଣଙ୍କୁ ଅଧିକା ସାବଧାନ ରହିବାର ଆବଶ୍ୟକତା ଅଛି  ପ୍ରେମ ସଂବନ୍ଧରେ ସ୍ୱତନ୍ତ୍ର ବିବେକର ବ୍ୟବହାର୍ କରନ୍ତୁ , ବାହାର ଲୋକଙ୍କର ହସ୍ତକ୍ଷେପ ପରେ ଜୀବନସାଥିଙ୍କର ଦ୍ୱାରା ସମ୍ଭବ ତରିକାରେ ସମର୍ଥନ ମିଳିବ , ଯଦି ଆପଣ ନିଜ ବଜେଟ୍ ରେ ଧ୍ୟାନ ଦେଉନାହାନ୍ତି ତେବେ ଚିନ୍ତାରେ ପଡିପାରନ୍ତି , କେଉଁ ବିବାଦ ଅସୁବିଧା ଆସିପାରେ ।

୯)ଧନୁ ରାଶି : ଆଜି ଆପଣଙ୍କର ମହତ୍ତ୍ୱକାଂକ୍ଷା ପୁରା ହେବ , ବଡ ଭାଇ ଭଉଣୀଙ୍କର ସହଯୋଗ ରହିବ , ଆପଣଙ୍କ ଉପରେ ପ୍ରେସରଅନୁଭବ କରିବେ , ଯାହା ଆପଣଙ୍କ ମାନସିକ ରୁପରେ ଥକାପଣ ଦେବ,  ଆପଣଙ୍କ ସବୁ ଭଲ ସ୍ୱପ୍ନ ସତ ହେବ , କିନ୍ତୁ ଅତିପ୍ରସନ୍ନତା ରୁପରେ ସ୍ୱଭାବରେ ନିୟନ୍ତ୍ରଣ ରଖନ୍ତୁ , ଆଖପାଖ ଲୋକଙ୍କର ସହଯୋଗ ଆପଣଙ୍କୁ ନୁଆ ସୁଖଦ ଅନୁଭୁତି ଦେବ , ଶତ୍ରୁଙ୍କର ସକ୍ରିୟତା ପରେ ନିୟନ୍ତ୍ରଣ ରଖିବାକୁ ହେବ , ମାଙ୍ଗଳିକ କାର୍ଯ୍ୟରେ ପ୍ରମୁଖତା ସାମିଲ୍ ହେବ ।

dhanu

୧୦)ମକର ରାଶି : ଆଜି ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ , ଶାରରୀକ ଓ ମାନସିକ ପରିଶ୍ରମ ପ୍ରସ୍ତୁତି ରହିବାକୁ ହେବ , ଆପଣଙ୍କ ଜୀବନ ସାଥୀଙ୍କ ଦରକାରିତା ପୁରା କରିପାରିବେ ନାହିଁ , ଯାହା ଅନ୍ତରେ ନିରାଶାର କାରଣ ହୋଇପାରେ , ଛାତ୍ର ନିଜ ଶିକ୍ଷକଙ୍କୁ ଏମିତି ବିଷୟରେ କଥା କହିବେ , ଯେଉଁଥିରେ ସେ ଦୁର୍ବଳ ଅଛନ୍ତି , ଆପଣ ନିର୍ଭୀକ ଓ ବିଶ୍ୱାସ ଭରା ସ୍ୱଭାବ ଆପଣଙ୍କୁ ସବୁ ବିପତ୍ତିରୁ ବଞ୍ଚାଇପାରିବ , ପ୍ରୋପଟି ସଂବନ୍ଧି ବିବାଦ ବୁଝାମଣା ହେବ , ସ୍ୱାସ୍ଥ୍ୟରେ ସୁଧାର ଆସିବ ।

୧୧) କୁମ୍ଭ ରାଶି : ଆଜି ଆପଣଙ୍କ ସ୍ୱାସ୍ଥ୍ୟ କିମ୍ବା ଆପଣଙ୍କ ସଂମ୍ପର୍କିୟ ଟିକିଏ ଚିନ୍ତାରେ ରହିପାରନ୍ତି , ଏଥିପାଇଁ ସତର୍କ ରୁହନ୍ତୁ , ଓ ନିଜକୁ ଦାୟିତ୍ୱ ନିଅନ୍ତୁ , ବନ୍ଧୁଙ୍କ ସହ ଆଜି ଛୋଟ ଛୋଟ କଥାକୁ ନେଇ ରାଗ ରହିବ ଯାହା ଦ୍ୱାରା ସବୁ କାମ ବିଗିଡିପାରେ , ଆପଣଙ୍କ ଦୟା କୃତଜ୍ଞତା ଦେଖାଇ ବାହାଦୁର ହେବାକୁ ପଡିବ , ଆପଣ ଧୋକା ଧଡିରେ ଶିକାର ହୋଇପାରନ୍ତି , ସତର୍କ ରୁହନ୍ତୁ , ପ୍ରୋପଟି ସଂବନ୍ଧି ଷ୍ଟକ୍ ମାର୍କେଟ୍ ରେ କ୍ଷତି ହୋଇପାରେ , ପ୍ରୋଫେସନାଲ୍ ଲାଇଫ୍ ରେ ଭଲ ଅବସର ମିଳିବ ।

୧୨)ମୀନ ରାଶି ; ଆଜି ଚାକିରିରେ ପରିବର୍ତ୍ତନର ଯୋଗ ଅଛି , ଛୋଟ ଯାତ୍ରାକୁ ପାରିବାରିକ ଛୁଟି ପାଇଁ ଭଲ ସମୟ ଅଛି , କେଉଁ ପ୍ରିୟ ବ୍ୟକ୍ତି ସହ ଦେଖାକରିବେ , ଯାହା ଦ୍ୱାରା ମନ ପ୍ରସନ୍ନ ରହିବ , ପରିବାର ସହ କଟାଇଥିବା ସମୟ ଆନନ୍ଦମୟ ରହିବ , ନିଜ କାମ ସବୁ ଭଲରେ କରିବେ , କିଛି ଏମିତି ଦିନ ଅଛି ଜାହା ସେହିପରି ହେବ ନାହିଁ , ଯାହା ଆପଣ ଚାହୁଁଛନ୍ତି , ଆପଣଙ୍କୁ ଆର୍ଥିକ ଓ ଶାରରିକ ସମସ୍ୟାକୁ ସାମ୍ନାକରିବାକୁ ପଡିପାରେ , କେଉଁ ଦୁର୍ଘଟଣାର ସମ୍ଭାବନା ପ୍ରବଳ ଅଛି  ।

Leave a Reply

Your email address will not be published. Required fields are marked *