ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଏମିତି ଗୋଟେ ଘଟଣା ଘଟିଥିଲା ଏକ ସ୍କୁଲରେ ଜଣେ ବାଳିକା ତାଙ୍କ ବ୍ୟାଗରୁ ଏମିତି ଏକ ଜିନିଷ ବାହାରିଲା ଯାହାକି ଏକ ଲଜ୍ଜାଜନକ ଥିଲା ଏବଂ ତାହାକୁ ଜାଣିଲାପରେ ମଧ୍ୟ କିଛିବି କରିପାରୁନଥିଲେ। ତେବେ ଚାଲନ୍ତୁ ଜାଣିବା ଓଡ଼ିଶାର ଏକ ନବରଙ୍ଗ ଜିଲ୍ଲାରେ ଏହି ଜିଲ୍ଲାରେ ଏମିତି ଜଣେ ବାଳିକା ଥିଲେ ଯିଏକି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ ଦିନେ ଯେତେବେଳେ ସେ ସ୍କୁଲକୁ ଆସିଛନ୍ତି ସ୍କୁଲରୁ ଆସିଲା ପରେ ତାଙ୍କ ବ୍ୟାଗରେ ଆଖପାଖରେ ତାଙ୍କ ସାଙ୍ଗମାନେ ଯେତେବେଳେ ଦେଖିଲେ ଯେ ବ୍ୟାଗ ଭିତରେ ବାହାରିଛି ଏକ ବିସର ପୁଡ଼ିଆ ତେବେ ସେହି ବିସର ପୁଡ଼ିଆ ସେ କଣ ପାଇଁ ଆଣିଥିଲେ ସେ ବିଷୟରେ ତାଙ୍କୁ ଯେତେବେଳେ ପଚାରାଗଲା ସେ କିଛି ବି କହିଲେନି।
ତାପରେ କଣ ହେଲା ନା ତାଙ୍କ ସାଙ୍ଗ ମାନେ ଯେତେବେଳେ ଉତର ନଦେଲେ ସେତେବେଳେ ସାଙ୍ଗେ ସାଙ୍ଗେ ଯାଇଁକି ନିଜ ଶ୍ରେଣୀର ସାରଙ୍କୁ ପଚାରିଲେ ଶ୍ରେଣୀର ଶିକ୍ଷକ ସିଧାସଳଖ ମୁଖ୍ୟଶିକ୍ଷକକୁ ଜଣେଇଲେ। ମୁଖ୍ୟଶିକ୍ଷକ ଯେତେବେଳେ ତାଙ୍କ ଘର ଲୋକଙ୍କୁ ଖବର ଦେଲେ ପିଲାମାନଙ୍କୁ ପଚାରି ଯେତେବେଳେ ପଚରାଉଚାରା କରାଗଲା ତଥାପି ବାଳିକା ଜଣକ କହୁଛନ୍ତି ତାହା ମୋ ବ୍ୟାଗରେ କେମିତି ଆସିଲା ମୁ ଜାଣିନି କିନ୍ତୁ ଯେତେବେଳେ ଅତିରିକ୍ତ ତାଙ୍କୁ ବଳ ପ୍ରୟୋଗ କରାଗଲା ସେତେବେଳେ ପିଲାଟି ସତ କହିବାକୁ ଲାଗିଲା ଯେ ସେ ଏକ ପିଲାକୁ ପସନ୍ଦ କରୁଛି ଏବଂ ଯଦି ସିଏ ତାସହିତ କଥାବାର୍ତା ନହୁଏ କିମ୍ବା ରାଜି ନ ହୁଏ ତାହେଲେ ବିଶ ପିଇଦେବ।
ଭାବିଲେ ଯଦି ସତରେ ଏଭଳି ଜିନିଷ ହୋଇଥାନ୍ତା ଯଦି ବି ବୁଦ୍ଧି ଅଛି ଏଇ ସୋସିଆଲିଟି ବିଷୟରେ ସେ କଣବା ଜାଣିଛି ତଥାପି ଏହି ସବୁ ବିଷୟରେ ଜାଣି ହୁଏତ ସେ ପରିବାରଠାରୁ କାହାପାଖରୁ ଶିଖିଥିବ ବା ଆଖପାଖରୁ କାହା ପାଖରୁ ଶିଖିଥିବ ସେଇ କଥାକୁ ଶିଖିଛି ଏବଂ ବିଶ ଖାଇବାକୁ ମଧ୍ୟ ଚାଲିଆସିଛି। ଯଦି ଆଜି ସେ ସାଙ୍ଗମାନେ ଆଜି ନଦେଖିଥାନ୍ତେ ପିଲାଟି ଯଦି ବିଶ ପିଇଦେଇଥାନ୍ତା କେହିତ ଜାଣିପାରିନଥାନ୍ତେ କିନ୍ତୁ ସ୍କୁଲ ବଦନାମ ହୋଇଥାନ୍ତା। ଆଉ ସମସ୍ତେ ଭାବିଥାନ୍ତେ ସ୍କୁଲର କୌଣସି ଶିକ୍ଷକଙ୍କ ଭୁଲ ପାଇଁ ବୋଧେ ହୁଏ ପିଲାଟି ବିଶ ପିଦେଇଛି ନହେଲେ ତାକୁ ଶାରୀରିକ ଉତେଜନା କହି ତାଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି ଶିକ୍ଷକଙ୍କ ସହିତ କରିଛନ୍ତି ବୋଲି ଏକ ମିଛ କେଶ କହି ବାହାରକୁ ପଳେଇଆସନ୍ତା।
ଏଥିପାଇଁ ଆପଣଙ୍କୁ କହୁଚୁ ପିଲାମାନଙ୍କୁ ସଠିକ ପରାମର୍ଶ ଦିଅନ୍ତୁ ସବୁବେଳେ ନଜର ରଖନ୍ତୁ ତାଙ୍କ ହାତପାହାନ୍ତାରେ ଘଟଣା ଘଟୁଥିବା ଯାହାକି ଖରାପ ଘଟଣା ଘଟଣା ଘଟୁଛିନା ସେଥିରୁ ତାଙ୍କୁ ନିର୍ବୁତ କରିପାରିବା ନେଇବା ତାଙ୍କୁ ସେ ସବୁ ଘଟଣାରୁ ଦୁରେଇ ନବା ପାଇଁ ଯଦି ଆପଣମାନେ ତାଙ୍କୁ ଶିକ୍ଷା ଦଉଛନ୍ତି ତେବେ ସମାଜ ବିଷୟରେ କିଛି ଭଲ ବିଷୟରେ କୁହନ୍ତୁ ଫଳରେ ଆଖପାଖରେ ଥିବା ଜିନିଷ ଦେଖିକି ଆଭୋଏଡ଼ କରିବେ। କେହିବି ବାହାର ଲୋକ ତାଙ୍କୁ ଫସେଇବାକୁ ଚେଷ୍ଟା କରିବେନି। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।