ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣ ତ ଜି ସାର୍ଥକରେ ପ୍ରଯୋଜିତ ହେଉଥିବା ରହିଛି ରହିବି ତୋରି ପାଇଁ ଧରାବାହିକକୁ ଦେଖୁଥିବେ ସେଥିରେ ଅଭିନୟ କରୁଥିବା ଜ୍ୟୋତିଙ୍କୁ ଜାଣିଥିବେ ସେଥିରେ ଲିଡ଼ ନାୟିକା ଭାବରେ ଅଭିନୟ କରୁଛନ୍ତି। ଏହି ଧାରାବାହିକରେ ଅଭିନୟ କରୁଥବା ଜ୍ୟୋତି ଓ ଅଜୟକୁ ଆପଣମାନେ ଢେର ସାରା ଭଲ ପାଇବା ଦେଉଛନ୍ତି ଆଗେ ଚାଲନ୍ତୁ ଜାଣିବା ଜ୍ୟୋତିଙ୍କ ବିଷୟରେ।
ଜ୍ୟୋତି ଘଟଙ୍ଗା ଗାଁର ଅଟନ୍ତି ପ୍ରକୃତ ନାମ ହେଉଛି ସବିତା ଏବଂ ସେ ଜନ୍ମରୁ ହିଁ ନିଜର ଆଧିପତ୍ୟ ଘଟଙ୍ଗା ନିକଟରେ ସେହିଠାରେ ରୁହନ୍ତି ଜ୍ୟୋତି ଏବଂ ଆପଣ ମାନେ ଦେଖୁଥିବା ଧାରାବାହିକ ଜ୍ୟୋତିଙ୍କୁ ଏକ ରିୟାଲିଟି ସୋରୁ ଆଣିଥିଲା ଜି ସାର୍ଥକରେ ପ୍ରଯୋଜିତ ହେଉଥିବା ରଜ କୁଇନରୁ ଆସିଥିଲେ ଏବଂ ଏହି ଧାରାବାହିକରେ ଏଣ୍ଟ୍ରି ମାରିଥିଲେ। ତେବେ ଏହି ଅଭିନେତ୍ରୀ ଆଗରୁ କୌଣସି ଧାରାବାହିକରେ ଅଭିନୟ କରିନଥିଲେ ରଜ କୁଇନରୁ ପ୍ରଥମ ଥର ଏଣ୍ଟ୍ରି ମାରିଥିଲେ ରହିଛି ରହିବି ତୋରି ପାଇଁ ଧାରାବାହିକରେ।
ଏହି ଧାରାବାହିକରେ ଲୋକମାନଙ୍କର ହୃଦୟରେ ବେଶ ଛୁହିଁ ଥିଲେ ଲୋକମାନେ ମଧ୍ୟ ଏହି ଧାରାବାହିକକୁ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି ଏବଂ ଜ୍ୟୋତି ମଧ୍ୟ ରାତାରାତି ଫେମସ ହୋଇଯାଇ ଥିଲେ।ବନ୍ଧୁଗଣ ତାହେଲେ ରହିଛି ରହିବି ତୋରି ପାଇଁ ଧାରାବାହିକରେ ଅଭିନେତ୍ରୀ ଜ୍ୟୋତିଙ୍କ ଅଭିନୟ କେମିତି ଲାଗିଲା ଆମକୁ କହିବେ ଏହା ସହିତ ପ୍ରତିଦିନ ଓଡ଼ିଆ ଫିଲ୍ମ ଏବଂ ସିରିଏଲ ଦୁନିଆ ବିଷୟରେ ନୂଆ ନୂଆ ଖବର ଜାଣିବା ପାଇଁ ଆମକୁ ଫଲୋ ଅପ କରନ୍ତୁ। ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।