unnamed (5)

ଶନିଦେବ କ୍ରୋଧିତ ଥିଲେ ଦେଇଥାନ୍ତି ଏହି ୭ଟି ସଙ୍କେତ, ଶୀଘ୍ର ବର୍ବାଦ ହୋଇଯାଏ ମଣିଷ I

FACT

ଶନିଦେବ ଯିଏ ନ୍ୟାୟର ଦେବତା ଅଟନ୍ତି। ଏହି ସମସ୍ତ ସୃଷ୍ଟିର ପ୍ରାଣୀ ମାନଙ୍କୁ ତାଙ୍କର କର୍ମ ଅନୁଯାୟ ଫଳ ପ୍ରଦାନ କରିଥାନ୍ତି ଶନି ସୂର୍ଯ୍ୟ ଦେବ ତଥା ମାତା ଛାୟାଙ୍କର ପୁତ୍ର ଅଟନ୍ତି। ୯ ଟି ଗ୍ରହ ମଧ୍ୟରେ ଶନି ହିଁ ଏମିତି ଗ୍ରହ ଅଟନ୍ତି ଯାହାଙ୍କୁ ସବୁଠୁ ଉଗ୍ର ମାନାଯାଏ।ହିନ୍ଦୁ ଧର୍ମରେ ଶନିବାର ଦିନଟିକୁ ଶନିଦବଙ୍କୁ ସମର୍ପିତ ହୋଇଛି। ଏହି କାରଣରୁ ପ୍ରାଚୀନ କାଳରୁ ମୁନି ଋଷିମାନେ ଶନିବାର ଦିନ ଶନିଦେବଙ୍କ ପୂଜା ଆରୋଧନା କରି ଆସୁଛନ୍ତି। ଶନିଙ୍କ ସାଢ଼େସାତ ଅଥବା ଶନିଙ୍କ ଅଢେ଼ଇ ଦଶା ନାମ ଶୁଣିବା ମାତ୍ରେ ଭଲ ଭଲ ଜାତକ ଉପରେ ବି ପ୍ରତିକୂଳ ମନ ପ୍ରଭାବ ପଡିଥାଏ। ତେବେ ଆସନ୍ତୁ ଜାଣିବା ଶନିଦେବ ରୁଷ୍ଠ ଥିଲେ କେଉଁ କେଉଁ ସଂକେତ ଦେଇଥାନ୍ତି।

sani

ମାର୍ଗରୁ ଓହରି ଯିବା। ଯେଉଁ ବ୍ୟକ୍ତିଙ୍କ ଜୀବନରେ ପରାଜୟ ଲେଖା ହୋଇଥାଏ ଇଶ୍ଵର ତାଙ୍କର ବୃତିକୁ ପୂର୍ବରୁ ହିଁ କରି ନେଇଥାନ୍ତି। ଏଥିପାଇଁ ସେହି ବ୍ୟକ୍ତିଙ୍କୁ ଭଲ କଥା ଦେଖାଯାଇନଥାଏ। ସେ କେବଳ ଖରାପ ହିଁ ଖରାପ ଦେଖିବାକୁ ପାଇବ। ଅର୍ଥାତ ତାର ପୂର୍ବରୁ କରିଥିବା ପାପ କର୍ମର ଆଧାରରେ ଶନିଦେବ ମନୁଷ୍ୟର ବୁଦ୍ଧିକୁ ଏମିତି ହରି ଦେଇଥାନ୍ତି ଯେମିତି ତାଙ୍କୁ ଆଗକୁ ବଢିବା ପାଇଁ କୌଣସି ବି ମାର୍ଗ ଦେଖା ଯାଇନଥାଏ। ସେ ମଝିରେ ହିଁ ଫସି ଯାଇଥାଏ। ତାକୁ ଉନ୍ନତି କରିବା ପାଇଁ କୌଣସି ମାର୍ଗ ଦେଖାଯାଇନଥାଏ। ଚାରିପଟେ ତାକୁ କେବଳ ହାର ହିଁ ନଜର ଆସିଥାଏ।

କରଜ ବୃଦ୍ଧି ପାଇବା। ଶନିଦେବ ଯେଉଁ ବ୍ୟକ୍ତିଙ୍କ ଉପରେ ରୁଷ୍ଟ ହୋଇଥାନ୍ତି ଏହିପରି ବ୍ୟକ୍ତି କରଜର ବୋଝ ତଳେ ଦବି ହୋଇରହିଥାନ୍ତ। ଆବଶ୍ୟକତା ନହେଲେ ବି ବେକାର ଜିନିଷ କିଣିବା ପାଇଁ ଏବଂ ବେକାର କାମ ପାଇଁ ପଇସା ନେଇଥାନ୍ତି ଏବଂ ବର୍ବାଦ ହୋଇଯାଇଥାନ୍ତି।କରଜର ଭାର ବଢି ଯାଇଥାଏ। ଏବଂ ତାକୁ ସୁଝି ପାରନ୍ତି ନାହିଁ। ଜୀବନରେ କେବେ କାହାର ସାହାର୍ଯ୍ୟ ନକରିବା ଯୋଗୁ ହିଁ ବ୍ୟକ୍ତିକୁ ଏମିତି ଦଣ୍ଡ ମିଳିଥାଏ।ନିଶାଦ୍ରବ୍ୟ ସେ-ବନ କରିବା। ଯେଉଁ ବ୍ୟକ୍ତି ନିଶାଦ୍ରବ୍ୟ ସେବନ କରିଥାଏ ଅଚାନକ କିଛି ଖରାପ ଅଭ୍ୟାସ ବି ଆପଣେଇ ନେଇଥାଏ। ଏହା ତାର ପାପ କର୍ମର ହିଁ ଫଳ ହୋଇଥାଏ।ବ୍ୟକ୍ତି କାହାର ହୃଦୟକୁ କଷ୍ଟ ଦେଇଥାଏ ଅଥବା ମାନବିକତାକୁ ଅପଶବ୍ଦ କହିଥାଏ କୌଣସି ବି ଧର୍ମ କାର୍ଯ୍ୟ କରିନଥାଏ ତ ତାକୁ ଶନିଦେବ ଏମିତି ଦଣ୍ଡ ଦେଇଥାନ୍ତି ଯେ ସେ ଖରାପ ଅଭ୍ୟାସର ଜାଲର ଫସି ଯାଇଥାଏ।ଏବଂ ଏଥିରୁ ବାହାରକୁ ବାହାରି ପାରିନଥାଏ।

ବେଶ୍ୟା ବୃତି। ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସମ୍ବଦ୍ଧ ବନେଇ ଥାଏ ଅଥବା ବେଶ୍ୟା ମାନଙ୍କ ପାଖକୁ ଯାଇଥାଏ ଏମିତି ବ୍ୟକ୍ତି ପାପୀ ଅଟନ୍ତି। ଶନିଦେବ ଏମିତି ମନୁଷ୍ୟର ଉନ୍ନତି କେବେବି ହେବାକୁ ଦିଅନ୍ତି ନାହିଁ। ଏମିତି ବ୍ୟକ୍ତି ଶନିଦେବଙ୍କର ନ୍ୟାୟରୁ ବଞ୍ଚି ପାରିନଥାନ୍ତି ଏବଂ ଜୀବନ ଦୁଃଖ ବୀମାରୀ ଗରିବିରେ ଚାଲିଥାଏ। ଏମିତି ପୁରୁଷକୁ ଜୀବନରେ କେବେବି ସମ୍ମାନ ମିଳିନଥାଏ ଏବଂ ଶେଷରେ ଭୟଙ୍କର ରୋଗରେ ମୃତ୍ୟ ବରଣ କରିଥାନ୍ତି।
ପଶୁ ହତ୍ୟା। ଶନିଦେବଙ୍କ ନଜରରେ ପଶୁ ମାନଙ୍କର ପ୍ରାଣ ନେବା ଭୟଙ୍କର ଅପ-ରାଧ ହୋଇଥାଏ। ନ୍ୟାୟର ଦେବତା ଏପରି ମନୁଷ୍ୟକୁ ଅତ୍ୟନ୍ତ ହିଁ ଦୁଃଖଦାୟକ କଷ୍ଟ ଦେଇଥାନ୍ତି। ଯେଉଁ ମନୁଷ୍ୟ ମାଂସ ଆହାର କରିଥାଏ ଅଥବା ପଶୁ ମାନଙ୍କୁ ଅକାରଣରେ ମାରିଥାଏ ସେ ଉନ୍ନତି କରିପାରି ନଥାଏ। ଏମିତି ପାପୀ ବ୍ୟକ୍ତିଙ୍କୁ ଶନିଦେବ ଭୟଙ୍କର ଦଣ୍ଡ ଦେଇଥାନ୍ତି।

men6

ଭୟଙ୍କର ବିମାରୀରେ ପଡିଯିବା। ଯେଉଁ ବ୍ୟକ୍ତି ଅନ୍ୟର ଧନ ଉପରେ ନିଜର ହକ ଦେଖାଇଥାଏ ଅନ୍ୟକୁ ମୂର୍ଖ ବନେଇ କରି ଧନ କମେଇ ଥାଏ ଏମିତି ବ୍ୟକ୍ତି ଭୟଙ୍କର ରୋଗ ବିମାରୀରେ ପଡିଯାଇଥାଏ। ଶନିଦେବ ଏମିତି ବ୍ୟକ୍ତିକୁ କେବେବି କ୍ଷମା କରନ୍ତି ନାହିଁ। ଯିଏ ଅନ୍ୟର ଫାଇଦା ଉଠାଇ କରି ତାର ଧନ ଲୁଟି ନେଇଥାଏ। ଅନ୍ୟର ଖରାପ କରିବା। ଯେଉଁ ମହିଳା ଅନ୍ୟର ଖରାପ କରିଥାଏ ଅଥବା ଅନ୍ୟର ଅର୍ଥରେ ବିଷ ମିଶାଇ ଖାଇବାକୁ ଦେଇଥାଏ ସେହି ସ୍ତ୍ରୀ ପାପୀ ହୋଇଥାଏ।

ଯେଉଁ ବି ମନୁଷ୍ୟ ଅନ୍ୟ ସହିତ ଖରାପ କରିଥାଏ ଅଥବା ଅନ୍ୟର ଖରାପ ହୋଇଯାଉ ଏମିତି ଚିନ୍ତାଧାରା ମନରେ ରଖିଥାଏ ସେ ଶନିଙ୍କ ଦଣ୍ଡର ପାତ୍ର ହୋଇଥାଏ। ଏମିତି ମନୁଷ୍ୟର କେହିବି ଆପଣାର ନଥାନ୍ତି। ଏମାନଙ୍କୁ ମୃତ୍ୟ ପରେ ବି ମୋକ୍ଷ ମିଳିନଥାଏ।ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଥାଏ ତେବେ ଏହାକୁ ନିଜ ବନ୍ଧୁ ପରିଜନ ନ୍କ ସହିତ ଗୋଟିଏ ସେୟାର କରିଦେବା ସହିତ ଆମ ପେଜକୁ ଗୋଟିଏ ଲାଇକ କରିଦିଅନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *