ବନ୍ଧୁଗଣ ଶନିବାର ଦିନ ଲୋକମାନେ ଭଗବାନ ଶନିଦେବଙ୍କୁ ତେଲ ଅର୍ପଣ କରିବା ସହ ପୂଜା ମଧ୍ୟ କରିଥାନ୍ତି। ଶନି ଭଗବାନଙ୍କର ଏପରି ପୂଜା କରିବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାର ଦୁଃଖ ଦୂର ହୋଇଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏପରି କିଛି ଜିନିଷ ରହିଛି ଯାହାକୁ ଶନିବାର ଦିନ କେବେ ବି ଭୁଲରେ କିଣିବା ଅନୁଚିତ୍।
କାରଣ ଶନିବାର ଶନିଦେବଙ୍କର ହୋଇଥାଏ। ଏହି କାରଣରୁ ଏଭଳି କିଛି ଜିନିଷ ରହିଛି ଯାହାକୁ ଶନିବାର ଦିନ ଘରକୁ ଆଣିବା ଅଶୁଭ ହେବା ସହ ଦୁର୍ଭାଗ୍ୟ ମଧ୍ୟ ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା ଶନିବାର ଦିନ କେଉଁ ଜିନିଷ ଘରକୁ ଆଣିବା ଅନୁଚିତ୍।ଶନିବାର ଦିନ ଶନିଦେବଙ୍କୁ ସମର୍ପିତ ହୋଇଥାଏ।
ଏହିକାରଣରୁ କୁହାଯାଇଥାଏ ଶନିବାର ଦିନ କେବେ ବି ଲୁହା ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ।ସେହିଭଳି ଶନିବାର ଦିନ କେବେ ବି ଭୁଲ୍ ରେ କଇଁଚି କିଣନ୍ତୁ ନାହିଁ।ଶନିବାର ଦିନ ରାଶି କିଣିବା ମଧ୍ୟ ଅଶୁଭ ହୋଇଥାଏ।
କୁହାଯାଇଥାଏ ଏହି ଦିନ ରାଶି କିଣିବା ଦ୍ୱାରା କର୍ମକ୍ଷେତ୍ରରେ ସମସ୍ୟା ଦେଖାଯିବା ସହ କୌଣସି କାର୍ଯ୍ୟ ସଠିକ୍ ରୂପେ ହୋଇନଥାଏ।ମୁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ ଧନ୍ୟବାଦ।