unnamed (7)

ସୁହାଗରାତ ରେ ବରକୁ ଡାକ୍ତର ଖାନା ପହଞ୍ଚାଇ ଦେଲା ଏହି ଝିଅ, ରହସ୍ୟ କଥା ଜାଣିଲେ ଆଶ୍ଚର୍ଯ୍ୟ ହେବେ I

ODISHA

ବନ୍ଧୁଗଣ, ଆମେ ଆମ ଚାରିପାଖରେ ବହୁତ ଅଜବ ଗଜବ ଘଟଣା ଦେଖିଛୁ। କିଛି ଏମିତି ଘଟଣା ରହିଛି ଯାହା ଆମକୁ ଆଶ୍ଚର୍ଯ୍ୟ କରିଦିଏ। ଏହି ଘଟଣା ଗୁଡିକର ସତ୍ୟତା ଉପରେ ମଧ୍ୟ ଆମର ସନ୍ଦେହ ହୁଏ |ଆଜି ଆମେ ଆପଣଙ୍କ ପାଇଁ ଏଭଳି ଏକ ଅଜବ ଖବର ଆଣିଛୁ ଯାହା ଆପଣଙ୍କ ହୋସ୍ ଉଡାଇଦେବ। ଉତ୍ତରପ୍ରଦେଶର ଶିକ୍ଷବାଦ ର ଏହି ଘଟଣା। ଫେବୃଆରୀ 15 ରେ ବିବାହ କରିଥିବା ଏହି ବର ଜାଣିନଥିଲା ତା ଜୀବନ ନଷ୍ଟ ହେବାକୁ ଯାଉଛି ବୋଲି।

marriage

କନ୍ୟା ବିବାହ ପରେ ବର ଘରେ ପହଞ୍ଚିବା ପରେ, ସେହି ଦିନ ରାତିରେ ସମସ୍ତଙ୍କୁ ନିଶା ମିଶ୍ରିତ ଦ୍ରବ୍ୟ ଖାଇବାକୁ ଦେଇ ନଗତ ଟଙ୍କା ସହିତ ମୁଲ୍ୟବାନ ଅଳଙ୍କାର ନେଇ ଫେରାର । ନି-ଶା ଦ୍ରବ୍ୟ ଖାଇଥିବା ହେତୁ ବର୍ତ୍ତମାନ ଏହି ପରିବାରର ସଦସ୍ୟ ଡାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି ।ମାତ୍ର ପରିବାର ସଦସ୍ୟ ନିଶ୍ଚିତ ହୋଇନାହାନ୍ତି ଯେ କନ୍ୟା ଘରୁ ଫେରାର ହେବା ସାଙ୍ଗରେ ଆଉ କଣ କଣ ସାଥିରେ ନେଇ ଯାଇଛି ।

ବର ଧର୍ମେନ୍ଦ୍ର ଙ୍କ ସାଥିରେ ତାଙ୍କର ସମସ୍ତ ପରିବାର ବର୍ଗ ବିବାହ ରେ ଯୋଗ ଦେଇଥିଲେ । ଏହାପରେ ବହୁତ ଧୂମଧାମ ରେ ବିବାହ ପରେ କନ୍ୟା କୁ ଘରକୁ ନେଇ ଫେରି ଯାଇଥିଲେ ।
ସୂଚନା ମିଳିଅଛି ଯେ, କନ୍ୟା ସୁନିତା ଙ୍କ ପିତା ମାତା ଙ୍କ ମୃ-ତ୍ୟୁ ପରେ କନ୍ୟା ନିଜ ମାଉସୀ ଙ୍କ ପାଖରେ ରହି ବଢିଛନ୍ତି ।ତାଙ୍କ ମାଉସୀ ମଧ୍ୟସ୍ଥି ଙ୍କ ଦ୍ଵାରା ଝିଆରୀ ର ବିବାହ କରାଇଥିଲେ । ବିବାହ ସାରିବା ପରେ ସମସ୍ତେ ବେସ ଆନନ୍ଦରେ ଥିଲେ । ମାତ୍ର ଏହି ଖୁସି ଅଧିକ ସମୟ ଧରି ରହିଲା ନାହିଁ ।

m2

କନ୍ୟା ନିଜ ଘରୁ ଆଣିଥିବା ମିଠାରେ ନିଶା ଦ୍ରବ୍ୟ ମିଶାଇ ଆଣିଥିଲେ ।ସମଗ୍ର ପରିବାର ହସଖୁସି ରେ ମାତିଥିବା ବେଳେ କନ୍ୟା ଜଣକ ସେହି ନିଶା ମିଶ୍ରିତ ମିଠା ପରିବାର ଲୋକଙ୍କୁ ଖାଇବାକୁ ଦେଇଥିଲା । ଏହାପରେ ସମସ୍ତେ ବେହୋସ ହୋଇଯାଇଥିଲେ ।ଏହାପରେ କନ୍ୟା ଜଣକ ୨୦ ହଜାର ଟଙ୍କା ସହିତ ଅନେକ ମୁଲ୍ୟବାନ ଗହଣା ନେଇ ସେ ଫେରାର ହୋଇଯାଇଥିଲେ।ଏହାପରେ ପଡୋଶୀ ଜଣକ ସକାଳୁ ଉଠି ଦେଖିଲା ବେଳକୁ ପାଖ ଘରର ସମସ୍ତେ ବେହୋସ । ଏହାପରେ ସମସ୍ତ ଙ୍କୁ ନେଇ ମେଡିକାଲ ରେ ଆଡମିଟ କରାଇଥିଲେ ।

ମାତ୍ର ସେମାନେ ବର୍ତ୍ତମାନ ଟିକିଏ ସୁସ୍ଥ ହେବାପରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିଲା । ମାତ୍ର ଆଶ୍ଚର୍ଯ୍ୟ ର କଥା ଏହିକିଯେ, ଘରକୁ ଲକ୍ଷ୍ମୀ ଆସୁ ଆସୁ ଘରୁ ଏଭଳି ଚୋରୀ କରି ଫେରାର ।ତେବେ ବନ୍ଧୁଗଣ ଆମେ ଏମିତି ଭାଇରଲ ଖବର, ଧର୍ମ ଶାସ୍ତ୍ର ରାଶିଫଳ ଭିତ୍ତିକ ଖବର ଆପଣଙ୍କ ପାଇଁ ପ୍ରତିଦିନ ଆଣିଦେଇଥାଉ। ଏଭଳି ଖବର ସର୍ବ ପ୍ରଥମେ ଦେଖିବା ପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *