ନମସ୍କାର ବନ୍ଧୁମାନେ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ହିନ୍ଦୁ ଧର୍ମ ରେ ଅନ୍ତିମ ସତ୍କାର କୁ ନେଇ ବହୁତ ଗୁଡ଼ିଏ ମାନ୍ୟତା ରହିଛି ଯାହାକୁ ଅଧିକାଂଶ ଲୋକ ଜାଣି ନାହାନ୍ତି । ଏହି ମାନ୍ୟତା ଭିତରୁ ଗୋଟିଏ ହେଲା ମହିଳା ମାନେ ଅନ୍ତିମ ସଂସ୍କାର କୁ ଯିବା ଉଚିତ ନୁହେଁ। ଏବଂ କୌଣସି ହିନ୍ଦୁ ମହିଳା ଶ୍ମଶାନ କୁ ଯାଆନ୍ତି ନାହିଁ।କଣ ଆପଣ ଏହା ପଛରେ ଥିବା କାରଣ ଜାଣନ୍ତି? ହିନ୍ଦୁ ପୁରାଣ ରେ ମହିଳା ମାନଙ୍କୁ ଶ୍ମଶାନ କୁ ଯିବାକୁ ବର୍ଜନ ମାନାଯାଏ ଏବଂ ଏହା ମଧ୍ୟ କୁହ ଯାଇଛି କି ମହିଳା ମାନେ କାହିଁକି ଶ୍ମାଶନ କୁ ଯାନ୍ତି ନାହିଁ।
କିନ୍ତୁ ବର୍ତମାନ କେତେକ ଜାଗା ରେ ମହିଳା ମାନେ ଶ୍ମାଶନ କୁ ଗଲେଣି ସେଥିପାଇଁ ଚାଲନ୍ତୁ ଜାଣି ନବା ଗରୁଡ ପୁରାଣ ରେ ଏ ବିଷୟରେ କଣ ଲେଖା ଯାଇଛି।ଗରୁଡ ପୁରାଣ ରେ ବର୍ଣିତ କଥା ଅନୁସାରେ ମହିଳା ମାନଙ୍କୁ ପୁରୁଷ ଙ୍କ ଅପେକ୍ଷା କମଜୋର ହୃଦୟର ମନ ଯାଏ ଏପରି ମନ ଯାଏ କି ଯଦି ସବା ସତ୍କାର ସମୟରେ ମୃତ ଶରୀର କୁ ନିଅ ଦେଲା ବେଳେ ଯଦି କେହି କାନ୍ଦି ଥାଏ ତେବେ ସେହି ମଣିଷ କୁ ମୁକ୍ତି ମିଳେ ନାହିଁ।
ଏବଂ ମହିଳା ମାନେ ସବୁ କୁ ଏପରି ଦେଖି ନ କାନ୍ଦି ରହି ପାରିବେନି ତେଣୁ ମହିଳା ମାନଙ୍କୁ ସ୍ମସାନକୁ ନେବା ବର୍ଜିତ କରାଯାଇଛି। ଶ୍ମଶାନ ଘାଟ ରେ ଆହୁରି ଏପରି ଜିନିଷ ରହିଛି ଯାହାକୁ ମହିଳା ଓ ପିଲା ମାନଙ୍କୁ ଦେଖିବା ଉଚିତ ନୁହେଁ ଯେପରି ସବ କୁ ଜଳାଇବା ପୂର୍ବ ରୁ ତା କପାଳ କୁ ପିତା ଯାଇଥାଏ ଯାହା କି ଏକ ଥାଏ।ମହିଳା କିମ୍ବା ଛୋଟ ପିଲା ଏହି ଦୃଶ୍ୟ ଦେଖିଲେ ଏହା ତାଙ୍କୁ ମାନସିକ ସ୍ତର ରେ ପ୍ରଭାବ ପକେଇ ପାରେ ଏବଂ ଅନେକ ଥର ସବା ଜାଳିବା ସମୟରେ ବିଭିନ ଆବାଜ କରି ଥାଏ। ଯାହା କୁ ମହିଳା ଏବଂ ଛୋଟ ପିଲା ମାନେ ଡରି ପାରନ୍ତି। ସେଥିପାଇଁ ସେମାନଙ୍କୁ ଏହି ପ୍ରକ୍ରିୟା ରୁ ଦୁରେଇ ରଖିବା ଉଚିତ।
ଏହା ବ୍ୟତୀତ ଅନ୍ୟ ଏକ କାରଣ ଏହା ଯେ ଶ୍ମଶାନ ରେ ଅନେକ ଖରାପ ଶକ୍ତି ବା ଖରାପ ଆତ୍ମା ବାସ କରିଥାଏ ଏହି ଖରାପ ଆତ୍ମା ପୁରୁଷ ମାନଙ୍କ ଠାରୁ ମହିଳା ମାନଙ୍କ ଉପରେ ଶୀଘ୍ର ପ୍ରଭାବ ପକେଇ ଥାଏ।ସେଥିପାଇଁ ମଧ୍ୟ ମହିଳା ଏବଂ ଛୋଟ ପିଲା ଙ୍କୁ ଶ୍ମଶାନ କୁ ଯିବା ପାଇଁ ବର୍ଜନ କରା ଯାଏ ।
ଏହି ସବୁ କାରଣ ରୁ ମହିଳା ମନକୁ ସ୍ମସାନ କୁ ଯିବାକୁ ବର୍ଜନ କରାଯାଇଛି।ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।