ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା ଦିନକୁ ଦିନ ସୋସିଆଲ ମିଡ଼ିଆରେ ଖୁବ ଶିଘ୍ର ଭାଇରାଲ ହେବାକୁ ଲାଗିଛି , ତେବେ ଏହାର ତଦନ୍ତ କରିବା ପାଇଁ କେତେକ ସାଇନ୍ଟିଫିକ ଟିମ୍ ଆଗକୁ ବଢିଛି ତେବେ ଏହାକୁ ମୃତ୍ୟୁ କହୁଥିବା ବେଳେ କିଏ ଏହାକୁ ମଡର ବୋଲି ପ୍ରମାଣିତ କରିଛିI
ସୋମ୍ୟଙ୍କୁ ତାଙ୍କ ପତ୍ନୀ ଓ ଅନ୍ୟମାନେ ମିଶି ହତ୍ୟା କରିଛନ୍ତି ବୋଲି ସୋମ୍ୟଙ୍କ ପରିବାର ଲୋକଙ୍କ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ ଏହାକୁ ଠିକ ଭାବରେ ତଦନ୍ତ କରିପାରୁନଥିବାରୁ ଏହାକୁ ସାଇନ୍ଟିଫିକ ଟିମକୁ ହସ୍ତାନ୍ତର କରାଯାଇଛି ତେବେ ସାଇନ୍ଟିଫିକ ଟିମ୍ ଏହାର ତଦନ୍ତ କରିବା ସମୟରେ ତାଙ୍କ ହାତରେ ପଡ଼ିଛି ଏକ ଚିଠି ଯାହାକୁ ଵିଦ୍ୟାଭାରତୀ ଲେଖିବାର ଜଣାପଡିଛି I
ସେ ଚିଠିରେ ଲେଖା ହୋଇଛି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଯେ ପୃଥିବୀରେ ମୁଁ ତୁମକୁ ସବୁଠାରୁ ଅଧିକ ଘୂଣା କରେ Iହେ ପ୍ରଭୁ ମୋର ସବୁ ଭୁଲକୁ କ୍ଷମା କର Iକେମିତି ଆଉ ତିନି ଦିନ ରହିବି ୧୨ ତାରିଖରୁ ୧୫ ତାରିଖ ପରେ ମୁଁ ଶାନ୍ତିରେ ରହିବି I ମୋ ନାମକୁ ଏ ଲୋକ ସହ ଯୋଡିବାକୁ ମୋତେ ଖରାପ ଲାଗୁଛି । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ ! ପ୍ଳିଜ ମୋତେ କ୍ଷମା କରି ଦିଅ । ଜୀବନ ସାରା ପାଇଁ କଷ୍ଟ ଦେଖି ପାରିବି ନାହିଁ ।
ମୁଁ କେବେ କାହାର କ୍ଷତି କରିନି କି କେବେ କାହାର କ୍ଷତି ଚାହିଁ ନାହିଁ । ”ତେଵେ ପଚରାଉଚରା କରିବା ପରେ ଵିଦ୍ୟାଭାରତୀ କହିଛନ୍ତି ଯେ ଯେତେବେଳ ଆମ ଦୁହିଁଙ୍କ ଭିତରେ ଝଗଡ଼ା ହୁଏ ସେତେବେଳେ ମୁଁ ଏହି ପରି ଚିଠି ଲେଖିଦିଏ ତେବେ ଏହାର ସୂଚନା ପରିଵାର ଲୋକେ ଜାଣିବା ପରେ ସେ ଝିଅକୁ ଦୋଷି କହିଛନ୍ତି ଏବଂ ଏହି ଆମ ପୁଅକୁ ମାରିଛି ବୋଲି ମଧ୍ୟ କହିଛନ୍ତି I
ତେବେ ଏହାର ପୁରା ତଦନ୍ତ ସରିନାହିଁ ଆଗକୁ ଏହାର କ’ଣ ଫଳା ଫଳ ରହିବ ତାହା ଆଗକୁ ଜଣାପଡିବ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ Iଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେI