rasi

23 ଜୁଲାଇ 2021 ରାଶିଫଳ – ଆଜିଠାରୁ ବଦଳିଯିବ ଏହି ସବୁ ରାଶିଙ୍କ ଭାଗ୍ୟ ।

RASIPHALA

୧)ମେଷ ରାଶି : ଆପଣଙ୍କ ପାରିବାରିକ ଜୀବନରେ ଖୁସିମୟ ଓ ଶାନ୍ତି ରହିବ । ଆପଣ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନ କରିବେ , ଭବିଷ୍ୟରେ ଲାଭର ମାର୍ଗ ପ୍ରସସ୍ତ ହେବ , ଆପଣଙ୍କୁ ଆର୍ଥିକ ରୁପରେ ସୁରକ୍ଷିତ ହେବେ , ଓ ଭବିଷ୍ୟରେ ଆୟର ବୃଦ୍ଧି ମଜବୁତ୍ ସଂଙ୍କେତ ଅଛି , ପ୍ରେମ ପ୍ରସଙ୍ଗରେ ଅନୁକୁଳତା ରହିବ , ମନ ବହୁତ୍ ପ୍ରସନ୍ନ ରହିବ , ବାପାଙ୍କର ଚରଣ ସ୍ପର୍ଶ କରି ଆଶିର୍ବାଦ ଗ୍ରହଣ କରନ୍ତୁ , ସନ୍ତାନଙ୍କୁ ସଫଳତା ପ୍ରାପ୍ତି ହେବ , ସ୍ୱାସ୍ଥ୍ୟର ଅସୁବିଧା ହୋଇପାରେ , ପରିବାର ପ୍ରେମର୍ ସଦଭାବ ବଢିବ ।

୨)ବୃଷ ରାଶି : ମିତ୍ରଙ୍କର ସହଯୋଗ କମ୍ ମିଳିବ , ଚାକିରିରେ ପଦୋନ୍ନତି ହୋଇପାରିବ , ଯିଏ ସିଙ୍ଗଲ୍ ଅଛନ୍ତି ଆଜି କାହାକୁ ପ୍ରପୋଜ କରିବେ , ତେବେ ଅଟକିଯାଆନ୍ତୁ , ବ୍ୟବସାୟୀ ମାନେ କିଛି ନୁଆ ଯୋଜନା ବନାଇପାରିବେ , ଆପଣଙ୍କ ବୁଝାମଣାରେ କାହା ଠାରୁ ଲାଭପ୍ରାପ୍ତି କରିପାରିବେ , ସରକାରୀ କାର୍ଯ୍ୟରେ ସଫଳତା ମିଳିବ , ରାଜନୀତିରେ ଲୋକେ ନିଜ ପ୍ରତିଷ୍ଠା ପ୍ରାପ୍ତିରେ ସାବଧାନୀ ରହିବେ , ନୁଆ ଲୋକଙ୍କର ସାକ୍ଷାତ ସାର୍ଥକ ରହିବ ।

୩)ମିଥୁନ ରାଶି : ଆପଣଙ୍କ କାର୍ଯ୍ୟ ସ୍ଥାନରେ ଆପଣଙ୍କୁ ବଡ କର୍ମଚାରୀଙ୍କର ସହଯୋଗ ମିଳିପାରିବ , ସନ୍ତାନର ବିଶେଷ କରି ପୁତ୍ର କାରଣରୁ କିଛି ମାନସିକ ଚିନ୍ତା ହୋଇପାରେ,  ପ୍ରେମ ସଂବନ୍ଧରେ କେଉଁ କଥାକୁ ନେଇ ଭୁଲ୍ କରନ୍ତୁ ନାହିଁ , ସଂମ୍ପର୍କରେ ଅସୁବିଧା ହୋଇପାରେ , ପାର୍ଟି କିମ୍ବା ପିକନିକ୍ ର ଆନନ୍ଦ ନେଇପାରିବେ , ବିରୋଧୀ ପରାସ୍ତ ହେବେ , ଯାତ୍ରା ଲାଭକାରୀ ହେବ , ଦିନ ମଙ୍ଗଳମୟ ହେବ , ଧାର୍ମିକ ସ୍ଥଳରେ ଯାତ୍ରାରେ ଯାଈପାରନ୍ତି ।

mithun

୪)କର୍କଟ ରାଶି : ସରକାରୀ କାର୍ଯ୍ୟରେ ଗତି ଧରିବେ , ବ୍ୟୟ ବହୁତ ଅଧିକା ହୋଇପାରେ , ଅତଃ ଖର୍ଚ୍ଚରେ ନିୟନ୍ତ୍ରଣ ରଖନ୍ତୁ , ଭାଗ୍ୟର ପକ୍ଷ ଦୂର୍ବଳ ଅଛି , ନୁଆ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ , ନୁଆ ନିବେଶ କରିବା ଉପରେ ବଞ୍ଚନ୍ତୁ , କଠିନ ପରିଶ୍ରମ ଦ୍ୱାରା ସବୁ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ଦେଖାଯାଉଛି , ଆଜି ସୁଖର ସାଧନ ମିଳିବ , ଉତ୍ତମ ଭୋଜନର ପ୍ରାପ୍ତି ହେବ , ଛୁଆଙ୍କ ପାଇଁ ପଇସା ଖର୍ଚ୍ଚ କରିବେ ।

୫)ସିଂହ ରାଶି : ପରିବାରରେ ଖୁସିର ବାତାବରଣ ଦେଖାଦେବ , କିଛି ବଡ ଓ ଭଲ ପଦକ୍ଷେପ ଉଠାଇବାର ଦିନ ଆପଣଙ୍କ ଭବିଷ୍ୟରେ ଭଲ ହୋଇପାରେ , କେହି ଆପଣଙ୍କୁ ପ୍ରପୋଜ କରିପାରେ , ଅଥବା ଶୈକ୍ଷଣିକ ସଂସ୍ଥାନରେ ଆପଣଙ୍କୁ କିଏ ପସନ୍ଦ ଆସିପାରେ , ଅପଚ କାରଣରୁ ଆପଣଙ୍କୁ ସ୍ୱାସ୍ଥ୍ୟ ସଂବନ୍ଧି ସମସ୍ୟା ହୋଇପାରେ , କ୍ରୋଧ ଉପରେ ନିୟନ୍ତ୍ରଣ କରନ୍ତୁ , ବୁଝିବିଚାରି କେଉଁ କାର୍ଯ୍ୟକୁ ବ୍ୟବହାର କରନ୍ତୁ , ଆରାମ କରନ୍ତୁ ନୁଆ କାମକୁ ହାତରେ ନିଅନ୍ତୁ ନାହିଁ ।

୬)କନ୍ୟା ରାଶି : ପରିବାରରେ କେଉଁ ସଂମ୍ପତ୍ତିକୁ ନେଇ ବିବାଦ ହୋଇପାରେ , ଆପଣଙ୍କୁ ମାନସିକ ଚିନ୍ତା ହୋଇପାରେ , ଆପଣଙ୍କ ପ୍ରତିଧ୍ୱନ୍ଧୀଙ୍କର ନଜର ରଖିବାକୁ ହେବ , ଯାତ୍ରା ହେବ , ଯାହାକି ଆନନ୍ଦଦାୟକ ହେବ , ପରିବାର ସଦସ୍ୟଙ୍କ ସହ ମେଳ ହେବ , କାହାଠାରୁ ଉଧାରି ନିଅନ୍ତୁ ନାହିଁ  ଭୁମି ବାହାନ ଚିନ୍ତାର କାରଣ ହୋଇପାରେ , ରାଜନୀତି କ୍ଷେତ୍ରରେ ରୁଜ୍ଞାନ ବଢିବ ।

kanya

୭)ତୁଳା ରାଶି : ବେପାରରେ କେଉଁ ନୁଆ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବେ , ଯଦି ପୈତୃକ ସଂମ୍ପତ୍ତି ସଂମ୍ବନ୍ଧିତ କିଛି ଲମ୍ବିତ ମାମଲା ଅଛି ତେବେ ତାହା ସଫଳତା ପୁର୍ଣ୍ଣ ଭାବେ ହାସିଲ୍ କରିବେ , ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ , ଅବିବାହିତ ଙ୍କୁ ବୈବାହିକ ପ୍ରସ୍ତାବ ମିଳିପାରେ , କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ , ଶୁଣିଥିବା କଥାକୁ ବିଶ୍ୱାସ କରନ୍ତୁ ନାହିଁ , ପରିବାର ସହ ସମୟ ବିତାଇବେ , ମାତାଙ୍କ ଚରଣ ସ୍ପର୍ଶ କରି ଆଶିର୍ବାଦ ପ୍ରାପ୍ତି କଇର୍ବେ , ଚାକିରିରେ ସଫଳ ହେବେ ।

୮)ବିଛା ରାଶି : ଆଜି ଆପଣ ଚାକୁଳାସଙ୍କ ଠାରୁ ଦୁରେଇ ରୁହନ୍ତୁ , ବେପାର ବ୍ୟବସାୟରେ ବୁଝିବିଚାରି ନିର୍ଣ୍ଣୟ ନିଅନ୍ତୁ , ଆପଣଙ୍କ ପ୍ରତିଧ୍ୱନ୍ଧୀଙ୍କ ବହୁତ ପଛରେ ଛାଡିକରି ଆଗକୁ ବଢିବେ , ପାରିବାରିକ ଜୀବନ ସାମାନ୍ୟ ରହିବ , ଓ ବନ୍ଧୁଙ୍କ ଓ ପରିବାରର ସହ କେଉଁ ମନୋରଞ୍ଜକ ସ୍ଥଳ ବୁଲିବାକୁ ଯାଇପାରନ୍ତି , ଆପଣଙ୍କୁ ବେପାରରେ କେଉଁ ଅନୁଭବି ବ୍ୟକ୍ତିଙ୍କ ସହଯୋଗ ମିଳିପାରିବ , ଭଲ ଯୋଜନା ସହ କାମ କରିଲେ ଲାଭ ମିଳିପାରିବ ।

୯)ଧନୁ ରାଶି : ଆଜି କେଉଁ ଅପ୍ରାୟସିତ ହାନୀ ଉଠାଇବାକୁ ପଡିପାରେ , ବନ୍ଧୁଙ୍କ ସହଯୋଗ କରିବେ , ଓ ଆପଣଙ୍କ ପାରିବାରିକ ଜୀବନ ଉତ୍ସାହପୁର୍ଣ୍ଣ ରହିବ , ଯାତ୍ରା ବ୍ୟବସାୟିକ ଓ ଆର୍ଥିକ ସଂନ୍ଧର୍ଭ ଯାତ୍ରା ଫାଈଦାଦାୟକ ହେବ , କଥାରେ ନିୟନ୍ତ୍ରଣ ରଖିନପାରିବା କାରଣରୁ ପ୍ରେମ ସଂବନ୍ଧରେ ଫାଟ ଆସିପାରେ , ଆଜି କାର୍ଯ୍ୟରେ ବାଧା ଆସିବାର ସମ୍ଭାବନା ଅଛି ,  କିଛି ଆଗକୁ ନେଇ କାମ କରନ୍ତୁ ନାହିଁ ।

dhanu

୧୦)ମକର ରାଶି : ପରିବାରରେ କେଉଁ ସଦସ୍ୟଙ୍କ ଚାଲ୍ ଆଜି ଶେଷ ହେବ , ପେଶାବର ରୁପରେ ଆପଣଙ୍କ ଲୋକପ୍ରିୟତା ଓ ପ୍ରଶଂସାର ହାସିଲ୍ କରିବେ , ଆପଣଙ୍କ ଦୃଷ୍ଟିକୋଣରୁ ବିତ୍ତିୟ ଲାଭ ଅର୍ଜିତ କରିବାରେ ନବିନ ସ୍ରୋତ ବାହାର କରିବେ , କେଉଁ ନୁଆ କାମ ଆରମ୍ଭ କରିବାକୁ ହେଲେ ନିଜ ଲୋକଙ୍କର ସାହାଯ୍ୟ ମିଲିବ , ପୁଞ୍ଜିନିବେଶରେ କାର୍ଯ୍ୟରେ ସଂମ୍ଭାଳିକରି ରୁହନ୍ତୁ , ବିଦ୍ୟାର୍ଥୀଙ୍କ ପାଠ ପଢାରେ ଅଧିକା ମନ ଲାଗିବ , ସ୍ତ୍ରୀଙ୍କ ପ୍ରେମ ସହଯୋଗ ମିଳିବ , ଆପଣଙ୍କ ପାଇଁ ଭଲ ହେବ କି ପ୍ରଥମେ ଏକ କାମ ସାରିଦିଅନ୍ତୁ , ଓ ଦ୍ୱିତୀୟ କାମ କରନ୍ତୁ ।

୧୧)କୁମ୍ଭ ରାଶି : ଆଜି ଚାକିରିରେ ଅଧିକାରୀ ପ୍ରସନ୍ନ ହେବେ , ଆପଣଙ୍କ ସଂମ୍ପର୍କିୟ ସହ ସଂମ୍ପର୍କ ଚିନ୍ତାଯୁକ୍ତ ରହିବ , ଆପଣଙ୍କ ଜୀବନରେ ଅପାର ସଫଳତା ହାସିଲ୍ କରିବେ , ଲାଭପ୍ରଦ ସଉଦା ହାତରେ ଲାଗିବ , ଜୀବନସାଥୀ ତଥାପରିବାର ସହ ଆନନ୍ଦଦାୟକ ସମୟ ଅତିବାହିତ ହେବ , ନିଜ ସନ୍ତାନର ଶିକ୍ଷାକୁ ନେଇକରି କିଛି ପରିମାଣରେ ଚିନ୍ତାରେ ରହିପାରନ୍ତି , ସନ୍ତାନ ଓ ମାଙ୍ଗଲିକ କାର୍ଯ୍ୟରେ ଆସୁଥିବା ବାଧା ସମାପ୍ତ ହୋଇଯିବ , କେଉଁ ଗରିବ ବ୍ୟକ୍ତିକୁ ଅନ୍ନ ଦାନ କରନ୍ତୁ ।

୧୨)ମୀନ ରାଶି : ଆଜି ଆପଣଙ୍କୁ କେଉଁ ଦୂର ସମାଚାର ମିଳିବ , ପ୍ରେମୀଙ୍କ ମନରେ ଦାୟିତ୍ୱ ରଖନ୍ତୁ , ପ୍ରିୟଜନଙ୍କ ସହ ନିଜ ସମୟ ବିତାଇବା କିଛି ଖରାପ ଚିନ୍ତା ନୁହେଁ , ବୁଝାମଣାରେ ଆଗକୁ ବଢନ୍ତୁ , ଓ ହୋଇପାରିଲେ ପରାମର୍ଶ ନିଅନ୍ତୁ , ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର୍ ସଠିକ୍ ସମୟ ଅଛି , ବହୁତ ଯୋଜନା ମନ ମସ୍ତିକରେ ପ୍ରଭାବିତ କରିବ , ଲଭ୍ ଲାଇଫ୍ ରେ ଚିନ୍ତାର ସ୍ଥିତି ଆସିବ ।

Leave a Reply

Your email address will not be published. Required fields are marked *