unnamed (1)

ଗାଈ ଆପଣଙ୍କୁ କରିବ କୋଟିପତି। ଏହି ମନ୍ତ୍ର ସବୁ ମନସ୍କାମନା କରିବ ପୂରଣ I

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ହିନ୍ଦୁ ଧର୍ମରେ ଗାଈ କୁ ଗୋମାତାର ମାନ୍ୟତା ଦିଆଯାଇଥାଏ। ଗାଈକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା ମଧ୍ୟ କରାଯାଏ। ତେବେ ଗାଈକୁ କାମ ଧେନୁ ମଧ୍ୟ କୁହାଯାଏ କାରଣ ଗାଈ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ କରିପାରେ।ଆଜି ଆମେ ଜାଣିବା ଗାଈ ଉପରେ ହାତ ରଖି ଏହି ମନ୍ତ୍ର କହିବା ଦ୍ଵାରା କିପରି ଜୀବନ ରେ ଯାହା ସବୁ ଚାହିଁଛନ୍ତି ପାଇ ପାରିବେ । ଆପଣଙ୍କ ସବୁ ଇଛା ପୂରଣ ହେବ ଏହା କରିବା ଦ୍ୱାରା ଆପଣ ଙ୍କ ସବୁ ଗାଈ କାମଧେନୁ ବନିପାରିବ।

PRATHANA

ହିନ୍ଦୁ ଧର୍ମ ରେ ଗାଈ କୁ ମୟ ର ସ୍ଥାନ ଦିଅ ଯାଇଛି । ବୋହୁତ ଲୋକ ଜାଣିଛନ୍ତି ଗାଈ କୁ ରୁଟି ଖାଇବାକୁ ଦବା ଦ୍ଵାରା କାର୍ଯ୍ୟ ରେ ବିଗ୍ନ ଆସି ନଥାଏ । ଗାଈ ଉପରେ ହାତ ଆଉଁସି ବା ଦ୍ଵାରା ବୋହୁତ ହିଁ ଲାଭ ହୋଇ ଥାଏ ।ଏହା କରିବା ଦ୍ଵାରା ବଡ଼ ରୁ ବଡ ରୋଗ ଭି ଭଲ ହୋଇ ଯାଏ । ଏବଂ ସବୁ ମନା କାମନା ପୂର୍ଣ୍ଣ ହୋଇଥାଏ ।

ଆପଣ ସବୁବେଳେ ଗାଈ କୁ କିଛି ଭି ଖାଇବାକୁ ଦିଅନ୍ତୁ ରୁଟି ଫଳ କିଛି ଭି ଦେଇ ପାରିବେ ଏହାର କିଛି ସମୟ ଆଉ ଦିନ ନାହିଁ ଆପଣ କେବେ ଭି ଆରମ୍ଭ କରି ପାରିବେ। ଆପଣ ଡାହାଣ ହାତ ରେ ହିଁ ଗାଈ କୁ ଖାଇବାକୁ ଦେବେ ଗାଈ ଖାଇଲା ପରେ ସେଇ ଡାହାଣ ହାତ ରେ ଗାଈ କୁ ଆଉଁସି ବାର ଅଛି ଓ ଆଉଁସି ଆଉଁସି ଏହି ମନ୍ତ୍ର କୁ କୁହନ୍ତୁ ମନ୍ତ୍ର ଟି ହେଲା..

COW

ଧେନୁ ତ୍ବ କାମଧେନୁ ସର୍ବପାପ ନିବାରିଣୀ ମୋଷ ଫଳ ପ୍ରଦାୟିନି ,ଚ ମାତ୍ର ଦେବି ନାମସ୍ତୁତେ”ଏହି ମନ୍ତ୍ର ଆପଣଙ୍କୁ 7 ଥର ଜପ କରି ହାତ ଆଉଁସି ବାର ଅଛି । ଏହା କରିବା ଦ୍ଵାରା ଆପଣଙ୍କ ର ସବୁ ଗାଈ କାମଧେନୁ ବନିପାରିବ ଆଉ ଆପଣ ଙ୍କ ର ଯାହା ଭି ଇଛା ଥିବ ତାହା ବୋହୁତ ଜଲଦି ପୂରଣ ହୋଇ ଯିବ ।

ଏହାକୁ ଆପଣକୁ ୪୦ ଦିନ ପର୍ଯ୍ୟନ୍ତ କରିବାର ଅଛି ଏହା ଦ୍ବାରା ଆପଣଙ୍କ ମନା ରେ ଯାହା ଭି ଇଛା ଅଛି ତାହା ପୂରଣ ହୋଇ ଯିବା। ଏହା ବହୁତ ସରଳ ଉପାୟ କିନ୍ତୁ ଏହା ବହୁତ ଭଲ ଫାଇଦା ଦେଇ ଥାଏ।ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *