ହାଲୋ ହାଏ ଆପଣମାନଙ୍କୁ ଆମର ଏହି ଓଡ଼ିଆ ପୋର୍ଟାଲକୁ ସ୍ୱାଗତ ଜଣାଉଛୁ ପୁଣି ଏକ ନୂଆ ଟପିକ ସହିତ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ତେବେ ଚାଲନ୍ତୁ ଜାଣିବା ଆଜିର ଏହି ଟପିକ। ବନ୍ଧୁଗଣ ଆପଣ ଦେଖିଥିବେ ବଜାରରେ ଦାନ୍ତକୁ ସଫା କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ପ୍ରଡକ୍ଟ ଆସିଥାଏ।ଆପଣ ମଧ୍ୟ ଏହାର ପ୍ରୟୋଗ କରିଥିବେ କଣ ସତରେ ଏହାକୁ ବ୍ୟବହାର କରିବା ଦ୍ୱାରା ଆମ ଦାନ୍ତ ସଫା ହୋଇଥାଏ ଏହାକୁ ବ୍ୟବହାର କରୁଥିବା ଲୋକଠାରୁ ଅଧିକ କିଏ ଜାଣିଥିବ।ଏହାକୁ ବ୍ୟବହାର ପରେ ଲୋକମାନେ ନିଜେ ଯେତେବଳେ କୌଣସି ଲାଭ ପାଇ ନଥାବତୀ ସେମାନେ ବ୍ୟସ୍ତ ଓ ବିବ୍ରତ ହୋଇ ଘରୋଇ ଉପାୟ ଆଡ଼କୁ ଅଗ୍ରସର ହୁଅନ୍ତି।ଆଉ ଏହି ସବୁ ଘରୋଇ ଉପାୟ ବ୍ୟବହାର କରିବା ପୂର୍ବରୁ ଖୋଜିବାକୁ ଲାଗେ।ଆଜି ଆମେ ଆପଣଙ୍କ ସହିତ ଏମିତି ଏକ ଘରୋଇ ଉପାୟ ବାଣ୍ଟିବାକୁ ଯାଉଛୁ ଯାହାଦ୍ୱାରା ଆପଣ କେଵଳ ଗୋଟେ ମିନିଟରେ ହିଁ ନିଜ ଅସନା ହଳଦିଆ ଦାନ୍ତକୁ ମୋତି ଭଳି ଚିକ ଚିକ କରିପାରିବେ।
ଲୁଣ ଦାନ୍ତକୁ ସଫା କରିବାର ଏକ ବହୁତ ଚର୍ଚ୍ଚିତ ଓ ପୁରୁଣା ଉପାୟ ଅଟେ।ଲୁଣରେ ଅଳ୍ପ ମାତ୍ରାରେ ଚାରକୋଲ ମିଶାଇ ବେ ଓ ଦାନ୍ତ ସଫା କରିବେ ଏହା ଦ୍ୱାରା ଆପଣଙ୍କର ଦାନ୍ତର ହଳଦିଆ ପଣ ଦୁର ହୋଇଯିବ ଆଉ ଦାନ୍ତ ହୀରା ଭଳି ଚିକ ଚିକ କରିବାକୁ ଲାଗିବ।ଲେମ୍ବୁ ରସର ପେଷ୍ଟ ଏହା ଏକ ପ୍ରାକୃତିକ ଉପାୟ ଅଟେ,ଆପଣ ନିଜର ଦାନ୍ତ ସଫା କରିବା ପାଇଁ ଗୋଟେ ଗିଲାସ ସ୍ଵଛ ପାଣିରେ ଅଧା ଲେମ୍ବୁ ଚୁପୁଡି ରାତି ସାରା ନିଜ ବ୍ରସକୁ ରଖି ଛାଡ଼ିଦେବେ ଆଉ ସକାଳୁ ଏହାର ବ୍ୟବ୍ୟବହାର କରନ୍ତୁ।ଏହାଦ୍ୱାରା ନା କେବଳ ଦାନ୍ତ ଆପଣଙ୍କ ମାଢି ମଧ୍ୟ ଶୁସ୍ଥ ହେବାରେ ଲାଗିବ।ଆଉ ଦାନ୍ତରେ ଥିବା ହଳଦିଆ ଅଂଶ ଦୁର ହୋଇଯିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।