unnamed (2)

ଘରକୁ ପିମ୍ପୁଡି ଆସିବା ଶୁଭ ନା ଅଶୁଭ I ଜାଣନ୍ତୁ ଏହାର ଭୟଙ୍କର ରହସ୍ୟ I

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଜି ଆପଣଙ୍କୁ ଏକ ଭିନ୍ନ ବିଷୟରେ ଜଣେଇବାକୁ ଯାଉଛି ପିମ୍ପୁଡି ମାନଙ୍କୁ ଧ୍ୟାନ ଦେଇନଥାନ୍ତି । ପାଦତଳେ ମାଡ଼ି ଦେଇଥାନ୍ତି କିନ୍ତୁ ଏହି ପିମ୍ପୁଡ଼ି ଅନେକଙ୍କୁ ଭିକାରୀରୁ କୋଟିପତି କରିଥାନ୍ତି ତ କୋଟିପତି ରୁ ଭିକାରୀ କରିଥାନ୍ତି ।ଏଥି ସହିତ ଧ୍ୟାନ ଦେବା ଉଚିତ୍ ଏହା କେଉଁ ରଙ୍ଗର ଅଟେ କଳା କିମ୍ବା ନାଲି ରଙ୍ଗର କାରଣ ଏହା ଭିନ୍ନ ଭିନ୍ନ ସଂକେତ ଦେଇଥାଏ।

ant1

ଯଦି ପିମ୍ପୁଡ଼ି ନାଲି ରଙ୍ଗର ହୋଇଥାଏ ଏବଂ ତାହା କୌଣସି ଜାଗାରୁ ବାହାରୁ ଥାଏ କିମ୍ବା ରୋଷେଇ ଘରୁ ଆସିଛି ତେବେ ବୁଝିଜନ୍ତୁ ତାହା ସହିତ କରଜ ବି ଆସିଛି ।ସଂକେତ ଦେଇଥାଏ କି ଆପଣ ଙ୍କ ଉପରକୁ ସଂକେତ ଆସିଛି ।

ଆମେ ତାକୁ ପିମ୍ପୁଡ଼ି ଔଷଧ ପକେଇ ମାରି ଦେଇଥାନ୍ତି । ଏହା କରିବା ଭୁଲ ଅଟେ ଅନ୍ୟ ଉପାୟରେ ପିମ୍ପୁଡ଼ି ମାନଙ୍କୁ ଘରୁ ବାହାର କରିଦିଅନ୍ତୁ ।ଜୀବନର ମାରନ୍ତୁ ନାହିଁ। ଏହି କରଜ ବା ସମସ୍ୟା ରୁ କିପରୁ ମୁକ୍ତି ପାଇବେ ସେ ବିଷୟରେ ବି ଜାଣନ୍ତୁ ।ଏହି ନାଲି ରଙ୍ଗର ପିମ୍ପୁଡ଼ି ଆପଣ ଙ୍କୁ କରଜ ରୁ ମୁକ୍ତି କରିବା ।

ant2

ଯେବେ ପିମ୍ପୁଡ଼ି ବାହାରୁଛି ଗୋଟେ ଲେମ୍ବୁ ନେଇ ତାକୁ ୨ ଫଳ କାଟି ଦେଇ ପିମ୍ପୁଡ଼ି ବାହାରୁ ଥିବା ଜାଗାରେ ରଖିଦେନ୍ତୁ ।ଲେମ୍ବୁ ବଦଳରେ ତେଜପତ୍ର କିମ୍ବା ଲବଙ୍ଗ ମଧ୍ୟ ସେହି ଜାଗାରେ ରଖି ଦିଅନ୍ତୁ ।ଏବେ ଜାଣିବା କଳା ପିମ୍ପୁଡ଼ି ବିଷୟରେ ଯଦି କଳା ପିମ୍ପୁଡ଼ି କୌଣସି ଏକ ଜାଗାରୁ ବାହାରି ଘର ଆଡ଼କୁ ଆସିଥାଏ । ତେବେ କଣ ସଂକେତ ଦେଇଥାଏ ।ଜାଣି ରଖନ୍ତୁ ଏହା ଶୁଭ ସଙ୍କେତ ଦେଇଥାଏ । ଯଦି ଦେଖିଥିବେ ସେ କଳା ପିମ୍ପୁଡ଼ି ତାଙ୍କ ସହ କିଛି ଧଳା ରଙ୍ଗର ପିମ୍ପୁଡ଼ି ତାଙ୍କ ସହିତ କିଛି ଜିନିଷ ବୋହି ନେଇ ଯାଇଥାନ୍ତି । ତାହା ଶୁଭ ସଂକେତ ହୋଇଥାଏ।

ଯଦି ଆପଣ ଙ୍କ ଘରେ ଏପରି ହେଉଛି ଏବଂ ଆପଣ ଙ୍କ ର କୌଣସି କାର୍ଯ୍ୟ ଅଟକି ଯାଇଛି। କୌଣସି ଇଚ୍ଛା ରହିଛି କିନ୍ତୁ କିଛି ହୋଇପାରୁନି ତେବେ ଆପଣ ଅଟା ଚିନି ଗୋଲେଇ ସେଇ ପିମ୍ପୁଡ଼ି ମାନଙ୍କ ପାଖରେ ରଖି ଦିଅନ୍ତୁ ।ଏପରି କରିବା ଦ୍ବାରା ଅଟକି ଯାଇଥିବା କାର୍ଯ ପୁରଣ ହୋଇଥାଏ। ତେବେ ଆପଣ କୌଣସି ବୀ ପରିସ୍ଥିତିରେ ଘରେ ଥିବା ପିମ୍ପୁଡ଼ି କୁ ମାରନ୍ତୁ ନାହିଁ।
ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *