unnamed (4)

ପାରା ଘରକୁ ଆସିବା ଦ୍ୱାରା କେଉଁ ସୂଚନା ମିଳିଥାଏ କଣ ଅଟେ ଏହାର ଅର୍ଥ ଶୁଭ ନା ଅଶୁଭ I

FACT

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ।ବନ୍ଧୁଗଣ କଣ ଆପଣ ଜାଣନ୍ତି? ଯଦି ଘରକୁ ପାରା ଆସିଥାଏ ତାର କଣ ଅର୍ଥ କଣ।ପ୍ରାୟତଃ ସମସ୍ତ ପକ୍ଷୀ ଚଞ୍ଚଳ ଓ ସରଳ ହୋଇଥାନ୍ତି।କିନ୍ତୁ ପାରା ଚଞ୍ଚଳ କମ୍ ହୋଇଥାନ୍ତି।ବିଶ୍ରାମ ନେବା ପାଇଁ ପୁରୁଣା କୋଠାରେ ବାସ କରିଥାନ୍ତି ।

paraa1

ଆପଣ ଜାଣିଛନ୍ତି କି ପାରା ଘରକୁ ଆସିବା ଦ୍ବାରା ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ।କେହି କେହି ପାରାକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କହିଥାନ୍ତି । ପକ୍ଷୀ ମାନଙ୍କୁ ଦାନା ଦେବା ସମସ୍ତଙ୍କୁ ପସନ୍ଦ ହୋଇଥାଏ ।କିନ୍ତୁ ପାରା ଏକ ଏପରି ପକ୍ଷୀ ଯାହାକୁ ଶାନ୍ତିର ପ୍ରତୀକ ବୋଲି ବିଚାର କରାଯାଏ।

ପାରା ନିଜ ଜୀବନ ସାଥି ପାଇଁ ସଚ୍ଚୋଟ ରହିଥାଏ। ପାରା ମାନଙ୍କୁ ଦାନା ଦେବା ପୁଣ୍ୟ ର କାମ ଅଟେ।ଘରର ଅଗଣା ରେ ପାରା ଙ୍କୁ ଦାନା ଦେବା ଉଚିତ୍।ଯଦି ଘରେ କିଛି ଅସୁବିଧା ଅଛି କିମ୍ବା ତଳେ କିଛି ଜାଗା ନାହିଁ ତେବେ ଛତା ଉପରେ ଦାନା ମଧ୍ୟ ଦେଇପାରିବେ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ଏବଂ ପାରା ଙ୍କୁ ବୁଧ ବୋଲି ବିଚାର କରାଯାଏ ।

paraa2

ଯେଉଁ ବ୍ୟକ୍ତିର କୁଣ୍ଡଳୀ ରେ ରାହୁ ଏବଂ ବୁଧ ଙ୍କରର ସ୍ତିର ହୋଇଥାଏ ।ସେଠାରେ ସ୍ଥିତି ଖରାପ ହୋଇଯାଇଥାଏ ।ଯଦି ଜନ୍ମ କୁଣ୍ଡଳୀ ରେ ରାହୁ ଏବଂ ବୁଧ ଙ୍କ ର ମେଳ ଖରାପ ହୋଇଥାଏ ।ଏହା ସେହି ବ୍ୟକ୍ତି ପାଇଁ ବହୁତ୍ ଅଶୁଭ ହୋଇଥାଏ ।ଘରେ କେବେବି ପାରା ଙ୍କୁ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ।ଏହା ଅଶୁଭ ବୋଲି ବିଚାର କରାଯାଏ। ଯଦି ଆପଣ ଙ୍କ ପାଖାପାଖି ରେ ପାରା ଙ୍କୁ ଦେଖିବାକୁ ପାଉନାହାନ୍ତି ତେବେ ଏକ ଖୋଲା ସ୍ଥାନରେ ଦାନା ଏବଂ ପାଣି ରଖି ଦିଅନ୍ତୁ ।

ଯାହାଦ୍ଵାରା ବାହାରର ପକ୍ଷୀ ମାନେ ଦେଖି ପାରିବେ ।ପାରା ଙ୍କୁ ଏପରି ଦାନା ଦେବା ଦ୍ଵାରା ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଏବଂ ଆପଣ ଙ୍କ ଧନ ଜନ ସମସ୍ୟା ଦୂରେଇ ଯିବାକୁ ଲାଗେ।ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *