rasi

24 ଜୁଲାଇ 2021ରାଶିଫଳ। ଆଜିଠାରୁ ବଦଳିବାକୁ ଲାଗୁଛି ଏହି ସବୁ ରାଶିଙ୍କ ଭାଗ୍ୟ ।

RASIPHALA

୧) ମେଷ ରାଶିମାନଙ୍କ ପାଇଁ ଆଜିର କଲ୍ୟାଣକାରୀ ଉପାୟ – ‘ଜପେଂ ଓଁ ହ୍ରିଂ ସୁର୍ଯ୍ୟାୟ ନମଃ । ‘ଆଜିର ଭବିଷ୍ୟତ: ଆର୍ଥିକ ଉନ୍ନତି ପାଇଁଏକ ନୂତନ ଯୋଜନା ପ୍ରସ୍ତୁତ ହେବ । କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ । ଲୋକଙ୍କୁ ସାହାଯ୍ୟ କରିବାର ଚିନ୍ତା ମନକୁ ଆସିବ , ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ  ଦୀର୍ଘ ସମୟ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ, ଲାଭ ପାଇଁ ସୁଯୋଗ ଆସିବ , ଛୋଟମୋଟ ଯାତ୍ରାରେ ଯାଇପାରନ୍ତି ।

୨) ବୃଷ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଅଁ ଅଙ୍ଗାରକାୟ ନମଃ , ଆଜିର ଭବିଷ୍ୟ- କେଉଁ ଧାର୍ମିକ ଅନୁଷ୍ଠାନରେ ଭାଗ ନେବାର ଅବସର ମିଳିପାରିବ,  ଆର୍ଥିକ ଉନ୍ନତିର ଯୋଗ, କୋର୍ଟ କଚେରୀ ଓ ସରକାରୀ କାର୍ଯ୍ୟାଳୟରେ ଅଟକିଥିବା କାମ ପୁରା ହେବ, ଲାଭର ଅବସର ହାତକୁ ଆସିବ , କେଉଁ ବିଶେଷ ଖର୍ଚ୍ଚ ହୋଇପାରେ , ଧନହାନୀ ସଂମ୍ଭବ ଅଟେ, ବିଳମ୍ବତା ବିଲକୁଲ୍ କରନ୍ତୁ ନାହିଁ ।

୩)ମିଥୁନ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ରାଂ ରାହବେ ନମଃ- ଆଜିର ଭବିଷ୍ୟ- ବାହାନ, ମେସିନାରୀ ଓ ଅଗ୍ନୀ ଆଦି ପ୍ରୟୋଗରେ ସାବଧନତା ରଖନ୍ତୁ, ବିଶେଷକରି ମହିଳାମାନେ ଧ୍ୟାନ ଦିଅନ୍ତୁ, କେଉଁ ନିଜ ଲୋକ ସହ ମତଭେଦ ହୋଇପାରେ,  ସ୍ୱାଭିମାନ କୁ ଆଘାତ ଲାଗିପାରେ , ଦୁଷ୍ଟଲୋକଙ୍କ ଠାରୁ ସତର୍କ ରୁହନ୍ତୁ , ବେପାର ବ୍ୟବସାୟ ଭଲ ହେବ ।

mithun

୪) କର୍କଟ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ – ଜପେଂ ଓଁ କେଂ କେତବେ ନମଃ – ଆଜିର ଭବିଷ୍ୟ- ଘରେ କେଉଁ ମାଙ୍ଗଳିକ କାର୍ଯ୍ୟ ହୋଇପାରେ , ଦାମ୍ପତ୍ୟ ଜୀବନରେ ମଧୁରତା ରହିବ , ଆଇନଗତ କାର୍ଯ୍ୟରୁ ଦୁରରେ ରହିବାର ସ୍ଥିତି ଅନୁକୁଳ ରହିବ,  ଘର ବାହାରେ ପ୍ରସନ୍ନତାର ବାତାବରଣ ମିଳିବ , ଶତ୍ରୁ ପରାସ୍ତ ହେବେ , ନୁଆ ମିତ୍ର ହେବେ , ଯାତ୍ରାର ସଂମ୍ଭାବନା ଅଛି, ଲାଭ୍ ହେବ ।

୫) ସିଂହ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ବୃଂ ବୃହସ୍ପତେ ନମଃ- ଆଜିର ଭବିଷ୍ୟ- ଭୁମି ଭବନ ବାଧାରୁ ଦୁର ହୋଇକରି ଲାଭର ସ୍ଥିତି ହେବ , ପ୍ରତିଧ୍ୱନ୍ଧୀ ଶାନ୍ତ ରହିବେ , ପାର୍ଟନରଙ୍କ ମତଭେଦ ଦୁର ହୋଇଯିବ , ବ୍ୟସ୍ତତାରେ କାର୍ଯ୍ୟ କରନ୍ତୁ ନାହିଁ , ବ୍ୟସ୍ତତାକୁ ନେଇ ସ୍ୱାସ୍ଥ୍ୟ ଖରାପ ହୋଇପାରେ , ବେପାରରେ ଲାଭ ହେବ ।

୬) କନ୍ୟା ରାଶି ପାଇଁ କଲ୍ୟାଣକାରୀ ଉପାୟ- ଜପେଂ ଓଁ ବୃଂ ବୃହସ୍ପତେ ନମଃ- ଆଜିର ଭବିଷ୍ୟ- ଛୋଟ ମୋଟ ଯାତ୍ରା ହୋଇପାରେ,  ମନ ପସନ୍ଦର ଭୋଜନର ଆନନ୍ଦ ମିଳିବ , ବିଦ୍ୟାର୍ଥୀ ବର୍ଗ ନିଜ କ୍ଷେତ୍ରରେ ସଫଳତା ହାସିଲ୍ କରିବେ , ସଂଙ୍ଗୀତ ଇତ୍ୟାଦିରେ ରୁଚି ରହିବ । ଚାକିରିରେ କିଛି ନୁଆ କାର୍ଯ୍ୟ କରିବେ , ବେପାର ବ୍ୟବସାୟରେ ମନୋନୁକୁଳ ଲାଭ ହେବ ।

kanya

୭) ତୁଳା ରାଶି ପାଇଁ କଲ୍ୟାଣକାରୀ ଉପାୟ- କେଉଁ ବିଶେଷ ବ୍ୟକ୍ତି ସହ ବିବାଦ ହୋଇପାରେ, କର୍ମବ୍ୟସ୍ତତା ରହିବ , କେଉଁ ଦୁଃଖଦ ସମାଚାର ମିଳିପାରେ , ଶାରରୀକ କଷ୍ଟ ହେବାର ଆଶଙ୍କା ଅଛି, ଅନ୍ୟଙ୍କ ଠାରୁ ଉପେକ୍ଷା ଅଧିକା ରହିବ , ଭାବନାରେ ଆସି କିଛି ନିର୍ଣ୍ଣୟ ନିଅନ୍ତୁ ନାହିଁ , ବେପାର ଠିକ୍ ରେ ଚାଲିବ ।

୮) ବିଛା ରାଶି ପାଇଁ କଲ୍ୟାଣକାରୀ ଉପାୟ- ଜପେଂ ଓଁ ବୃ ବୃହସ୍ପତେ ନମଃ- ଆଜିର ଭବିଷ୍ୟ- ଚିନ୍ତା ବଢିବ , ଥକାପଣ ଓ ଦୁର୍ବଳତା ହୋଇପାରେ , ପ୍ରତିଧ୍ୱନ୍ଧୀଙ୍କ କମ୍ ରହିବ , କେଉଁ ପ୍ରକାରର ଧନ ହାନୀ ହୋଇପାରେ,  ବେପାର ବ୍ୟବସାୟରେ ଭଲ ରହିବ, ଚାକିରିରେ ଉଚ୍ଚଅଧିକାରୀ ପ୍ରସନ୍ନ ରହିବେ , ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ , ଲାଭ ହେବ ।

୯) ଧନୁ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ କେଂ କେତବେ ନମଃ- ଆଜିର ଭବିଷ୍ୟ- ଆର୍ଥିକ ଉନ୍ନତିର ଯୋଗ ହେଉଛି, ଶତ୍ରୁ ପରାସ୍ତ ହେବେ , ଘରେ ଅତିଥିଙ୍କ ଆଗମନ ହେବ , ଶୁଭ ସମାଚାର ପ୍ରାପ୍ତି ହେବ,  ବିବାଦରୁ ଦୁରେଇ ରୁହନ୍ତୁ , ଆତ୍ମବିଶ୍ୱାସରେ ବୃଦ୍ଧି ହେବ , କେଉଁ ବ୍ୟକ୍ତି ବ୍ୟବହାରରୁ ସ୍ୱାଭିମାନ କୁ ଆଘାତ ଲାଗିପାରେ , ଧନର ପ୍ରାପ୍ତି ସୁଗମ ହେବ , ନୁଆ ମିତ୍ର ହେବେ ।

dhanu

୧୦) ମକର ରାଶିପାଇଁ ଆଜିର କଲ୍ୟାଣକାରୀ ଉପାୟ- ଜପେଂ ଓଁ ଅଙ୍ଗାରକାୟ ନମଃ- ଆଜିର ଭବିଷ୍ୟ- ରୋଜଗାର ପ୍ରାପ୍ତି ପ୍ରୟାସ ସଫଳ ହେବ , ବ୍ୟବସାୟିକ ଯାତ୍ରା ମନୋନୁକୁଳ ହେବ , ଅପ୍ରତ୍ୟାଶିତ ଲାଭ ଯୋଗ ହେଉଛି, ସଟ୍ଟା ଓ ଲଟେରିରୁ ଦୁରେଇ ରୁହନ୍ତୁ , ସ୍ୱାସ୍ଥ୍ୟ ଭଲ ରହିବ , ଉତ୍ସାହ ଓ ପ୍ରସନ୍ନତା ରହିବ , ନିବେଶ ଇତ୍ୟାଦିରେ ଲାଭଦାୟକ ରହିବ , ଘର ବାହାର ସଫଳତା ମିଳିବ ।

୧୧) କୁମ୍ଭ ରାଶିପାଇଁ କଲ୍ୟାଣକାରୀ ଉପାୟ- ଜପେଂ ଓଁ ଚଂ ଚନ୍ଦ୍ରମସେ ନମଃ- ଆଜିର ଭବିଷ୍ୟ- ବ୍ୟର୍ଥ ବ୍ୟସ୍ତତା ରହିବ , ସ୍ୱାସ୍ଥ୍ୟ ଦୁର୍ବଳ ରହିବ , ଦାମିକା ବସ୍ତୁ ସଂମ୍ଭାଳିକରି ରଖନ୍ତୁ , ବିବେକର ପ୍ରୟୋଗରେ ଲାଭର ବୃଦ୍ଧି ହେବ , କିଛି ଅପ୍ରତ୍ୟାଶିତ ବଡ ଖର୍ଚ୍ଚ ସାମ୍ନା ଆସିବ , ଚିନ୍ତାରେ ରହିବେ ,ଅନ୍ୟଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ ।

୧୨) ମୀନ ରାଶି ପାଇଁ ଆଜିର କଲ୍ୟାଣକାରୀ ଉପାୟ- ଆର୍ଥିକ ଉନ୍ନତି ଯୋଗ ହେବାର ସଂମ୍ଭାବନା ଅଛି , ବିବାଦରେ ପଡନ୍ତୁ ନାହିଁ , ବିରୋଧୀ ସକ୍ରିୟ ରହିବେ , ଶାରରୀକ କଷ୍ଟର ଆଶଙ୍କା ଅଛି, ବକାୟା ବସୁଲି କରିବାରେ ସଫଳ ରହିବେ ,ଯାତ୍ରା ଅନୁକୁଳ ରହିବ , ନୁଆ କାର୍ଯ୍ୟ ମିଳିବ , ଚାକିରିରେ ପ୍ରଭାବ ବଢିବ , କାରୋବାରରେ ବୃଦ୍ଧି ହେବ , ବୈବାହିକ ପ୍ରସ୍ତାବ ମିଳିପାରିବ ।

Leave a Reply

Your email address will not be published. Required fields are marked *