unnamed (6)

ନିଜ ଭାଣେଜିକୁ ମାମୁଁ କଲା ପ୍ରେଗନାଣ୍ଟ,ପୁରା ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ I

ODISHA

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ ନିଜ ମାମୁଁ, ବାପା ଓ ମାଆଙ୍କ ବିରୁଦ୍ଧରେ ଏହି ମହିଳା ଜଣକ ଆଣିଲେ ଏଭଳି ସଙ୍ଗୀନ ଅଭିଯୋଗ ଯାହାକୁ ଶୁଣି ଆପଣଙ୍କ ଆଖିରେ ବି ଲୁହ ଆସିଯିବ।ଆମ ଦେଶର ନାରୀମାନଙ୍କ ପ୍ରତି ନିର୍ଯାତନା ଦିନକୁ ଦିନ ଅଧିକ ବଢିବାକୁ ଲାଗିଛି। ଆଜି ଏକ ଏମିତି ଘଟଣା ରହିଛି ଯେଉଁଠାରେ ଜଣେ ଝିଅ ସହିତ ତାର ମାମୁଁ ଶାରିରୀକ ସମ୍ପର୍କ ରଖି ଝିଅଟିକୁ ୩ ଥର ଗର୍ଭବତୀ କରିବାର ଅଭିଯୋଗ ଆସିଛି।ପୀଡ଼ିତା ମହିଳା ଜଣଙ୍କ ନିଜ ରାୟରେ କହିଛନ୍ତି ଯେ ତାଙ୍କୁ ଯେତେବେଳେ ୧୨ ବର୍ଷ ହୋଇଥିଲା ସେହି ସମୟରେ ତାଙ୍କ ପରିବାର ଲୋକେ ତାଙ୍କୁ ତାଙ୍କ ମାମୁଁଙ୍କ ପାଖରେ ଛାଡି ଦେଇଥିଲେ।

PIC7

ତାଙ୍କ ମାମୁଁ ପ୍ରାୟ ମହିଳାଙ୍କ ଘରକୁ ଯିବା ଆସିବା କରୁଥିଲେ, ସେହି ସମୟରେ ତାଙ୍କ ମାମୁଁ ତାଙ୍କ ଭାଣିଜି ସହ ଖରାପ୍ ସମ୍ପର୍କ ରଖିଥିଲେ। ଏହି କଥା ଜାଣିବା ପରେ ଝିଅର ପରିବାର ଲୋକେ ସମାଜ କଣ କହିବା ଭୟରେ ତାଙ୍କୁ ସମର୍ଥନ ନ କରି ମାମୁଁଙ୍କ ପାଖରେ ତାଙ୍କ ସ୍ତ୍ରୀ ଭାବରେ ରହିବା ପାଇଁ ଛାଡ଼ିଦେଇ ଆସିଥିଲେ।ଦୀର୍ଘ ୧୫ ବର୍ଷ ହେବ ଝିଅଟି ତାର ମାମୁଁ ପାଖରେ ରହୁଥିଲେ ମଧ୍ୟ ତାଙ୍କ ମାମୁଁ ତାଙ୍କୁ ବିବାହ କରି ନାହାଁନ୍ତି ବୋଲି ଝିଅଟି ଅଭିଯୋଗ ଆଣିଛି। ଏହାଛଡା ଝିଅଟି ୩ ଥର ମା ହୋଇ ସାରିଛି ଏବଂ ଝିଅଟିକୁ ଅନେକ ନିର୍ଯାତନା ଦେଉଥିଲେ ବୋଲି ଝିଅ ଜଣଙ୍କ ଅଭିଯୋଗ କରିଛନ୍ତି। ଝିଅଟି ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ତାଙ୍କ ମାମୁଁଘରେ ତାଙ୍କୁ ଛାଡି ଦିଆଯାଇଥିଲା।

ଏହା ସହିତ ଝିଅଟି ପ୍ରଥମ ଗର୍ଭବତୀ ହେବା ଜଣା ପଡ଼ିବା ପରେ ତାଙ୍କ ପରିବାର ଲୋକେ ତାଙ୍କର ଅପରେସନ କରାଇଥିଲେ। ଏହାପରେ ମାମୁଁଙ୍କ ସ୍ତ୍ରୀ ହେବା ପାଇଁ ଝିଅକୁ ମାମୁଁ ପାଖରେ ପରିବାର ଲୋକେ ଛାଡି ଦେଇଥିଲେ।ଝିଅଟି ନିର୍ଯାତନା ସହି ନପାରି ସେଠାରୁ ପଲାଇ ଯାଇଥିଲେ ମଧ୍ୟ ତାର ମାମୁଁ ତାକୁ ପୁଣିଥରେ ତାଙ୍କ ଘରକୁ ନେଇ ଆସିଥିଲେ। ଝିଅଟିକୁ ଯେଉଁ ମହିଳା ସାହାଯ୍ୟ କରି ତାଙ୍କୁ ସେ ନର୍କରୁ ଉଦ୍ଧାର କରିଛନ୍ତି ସେ ହେଉଛନ୍ତି ଇସ୍ପିତା ମାଡ଼ାମ୍।

mala2

ଇସ୍ପିତା ନିଜ ରାୟରେ କହିଛନ୍ତି ଯେ ଯେତେବେଳେ ସେ ଝିଅଟିର ମା ସହିତ ଏହି ଘଟଣା ବିଷୟରେ ଆଲୋଚନା କରିଥିଲେ ଉତ୍ତରରେ ତାଙ୍କ ମା କହିଥିଲେ ଯେ ସେତେବେଳେ ସିଏ ଜଣାଇଲେ ସେ ଝିଅର ପିଲାର ବାପା ହେଉଛି ତାଙ୍କ ନିଜ ଭାଇ।ସେତେବେଳେ ସେ କଣ ଏହାର ପ୍ରତିବାଦ କରିଥିଲେ ନା ନାହିଁ। ଏପରି ଖରାପ ପ୍ରକୃତିର ଲୋକଙ୍କୁ ଘରେ ନ ପୁରେଇବା ପାଇଁ ଇସ୍ପିତା ଯେତେବେଳେ ପ୍ରଶ୍ନ କରିଥିଲେ ସେତେବେଳେ ତାଙ୍କ ମା କହିଥିଲେ ଯେ ତାଙ୍କ ଝିଅ ଅଧିକ କଥା ହେବାରୁ ନିଜ ମାମୁଁକୁ ପସନ୍ଦ କରୁଥିଲା।

ସେଥିପାଇଁ ସେ ନିଜ ଝିଅକୁ ସମାଜ କଣ କହିବ ଭୟରେ ନିଜ ଭାଇ ପାଖରେ ସ୍ତ୍ରୀ ହେବାପାଇଁ ଛାଡି ଦେଇଥିଲେ। ଏହାଛଡା ଝିଅର ମାମୁକୁ ଯେତେବେଳେ ପ୍ରଶ୍ନ କରାଗଲା ଏହା ଉତ୍ତରରେ ସେ କହିଲେ ଯେ ମୁଁ ଏବେ ବାହା ହେବାକୁ ରାଜି ଅଛି। ଶେଷରେ ଏମିତି କୁହାଯାଇପାରେ କି ଏପରି ଲଜ୍ୟା ଜନକ ଘଟଣା ଆମ ସମାଜରେ କିଛି ଖରାପ ପକୃତିର ଲୋକଙ୍କ ପାଇଁ ସୃଷ୍ଟି ହେଉଛି।ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ସର୍ବଦା ଏଭଳି ଖବର ନେଇ ଆସିଥାଉ ଏଭଳି ପୋଷ୍ଟ ସବୁବେଳେ ପଢ଼ିବା ପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ। ଧନ୍ୟବାଦ।

Leave a Reply

Your email address will not be published. Required fields are marked *